ଜୁନ୍ ୧୬ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶା ଦିଦି
ଭୁବନେଶ୍ୱର, ୧୫।୬(ବ୍ୟୁରୋ): ଜୁନ୍ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଘରକୁ ଘର ବୁଲି ଆଶା ଦିଦି ଏବଂ ଏଏନ୍ଏମ୍ କର୍ମୀ ସର୍ଭେ କରିବେ । ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ପ୍ରତି ବସ୍ତିକୁ ସେମାନେ ଯିବେ। କାହାର କରୋନା ଲକ୍ଷଣ…
ଦିଲ୍ଲୀର ଏଲ୍ଏନ୍ଜେପି ହସ୍ପିଟାଲ ପରିଦର୍ଶନ କଲେ ଶାହା
ନୂଆଦିଲ୍ଲୀ,୧୫।୬: ଦିଲ୍ଲୀରେ ଲଗାତର ଭାବେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧିପାଇବା ସହ ଦିନକୁ ଦିନ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ଏହାକୁ ନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ଦିଲ୍ଲୀରେ ସବୁ ରାଜନୈତିକ ଦଳ…
ନୟାଗଡ଼ରେ ୪ କରୋନା ପଜିଟିଭ୍ ଚିହ୍ନଟ: ଗୋଟିଏ ପରିବାରର ୩ ଆକ୍ରାନ୍ତ
ନୟାଗଡ଼ ଅଫିସ,୧୫।୬: ନୟାଗଡ଼ ଜିଲାରେ ସୋମବାର ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦଶପଲ୍ଲା ହାଇସ୍କୁଲ କ୍ବାରାଣ୍ଟାଇନ ସେଣ୍ଟରରୁ ଶାଆନ୍ତସାହିର ଜଣେ ଚିହ୍ନଟ ହୋଇଥିବା ବେଳେ ବାରମାସିଦଣ୍ଡାର ଗୋଟିଏ ପରିବାରର ୩ ଜଣ ବାପା, ମା’ ଓ ପୁଅ…
ଆଣ୍ଡାମାନ ଡିଜିପି କରୋନାରେ ଆକ୍ରାନ୍ତ
ପୋର୍ଟବ୍ଲେୟାର,୧୫।୬: ଆଣ୍ଡାମାନ ଓ ନିକୋବର ଦ୍ୱୀପର ମହାନିର୍ଦ୍ଦେଶକ(ଡିଜିପି) ଦେପେନ୍ଦ୍ର ପାଠକ ସୋମବାର କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ତାଙ୍କ ସହ ଅନ୍ୟ ୨ଜଣ ଅଧିକାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ଡିଜିପି ଦେପେନ୍ଦ୍ର ଟୁଇଟ କରି ସମସ୍ତଙ୍କୁ ଜଣାଇଛନ୍ତି।…
ଦିନକରେ ଆକ୍ରାନ୍ତ ୧୪୬, ସୁସ୍ଥ ୧୪୬
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ଅର୍ଥାତ୍ ସୋମବାର ସକାଳେ ୧୪୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ୧୪୬ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୬ଜଣ ରହିଥିବା ବେଳେ ଖୋର୍ଦ୍ଧା ୨୩, ଗଞ୍ଜାମ ୧୮, ମୟୂରଭଞ୍ଜ ୧୩,…
କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୫।୬: ଅନ୍ଲକ୍-୧ ମଧ୍ୟରେ କରୋନା ସ୍ଥିତିକୁ ନେଇ ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ମହାମାରୀକୁ ରୋକିବା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ୨…
ଅମରନାଥ ଯାତ୍ରୀଙ୍କ ପାଇଁ ଖୁସିଖବର: ଜୁଲାଇ ୫ରେ ହେବ ଛଡ଼ି ମୁବାରକର ପ୍ରଥମ ପୂଜା
ଅନନ୍ତନାଗ,୧୫।୬: ଜମ୍ମୁ-କଶ୍ମୀରରେ ଥିବା ଅମରମନାଥଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଏଠାରେ ଭକ୍ତଙ୍କ ଲାଗି ଯାତ୍ରା ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁ ଏହି ଯାତ୍ରାର ଅବଧିକୁ କମ୍ କରିଦିଆଯାଇଛି। ତେବେ କରୋନା ସଙ୍କଟ ମଧ୍ୟରେ ଭକ୍ତଙ୍କ ପାଇଁ ଖୁସିଖବର…
CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ୧୪୬; ମୋଟ ଆରୋଗ୍ୟ ସଂଖ୍ୟା ୨୮୫୪କୁ ବୃଦ୍ଧି
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ସୋମବାର ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୨୬ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧା ୨୩, ଗଞ୍ଜାମ ୧୮, ମୟୂରଭଞ୍ଜ ୧୩, ଗଜପତି ୧୨, ଭଦ୍ରକ ଓ ବଲାଙ୍ଗାରରୁ ୧୧ଜଣ ଲେଖାଏ,…
ଜୁଲାଇ ଶେଷ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମଣ ୧୨ ଲକ୍ଷ ଛୁଇଁବା ଆଶଙ୍କା
ଇସଲାମାବାଦ୍,୧୫।୬: ପାକିସ୍ତାନରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଏଠାରେ ୭୭୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୩୯ ହଜାର ୨୩୦ ଛୁଇଁଥିବାବେଳେ ମୃତକଙ୍କ ସଂଖ୍ୟା ୨ ହଜାର ୬୩୨ରେ…
ବାପା-ପୁଅର ମେଳ ଭିତରେ ଅମେଳ
”ଏହି ଟ୍ୟୁବର (କ୍ରୁକସ ଟ୍ୟୁବ୍) ନେଗେଟିଭ ଇଲେକ୍ଟ୍ରୋଡରୁ ଯେଉଁ ଇଲେକ୍ଟ୍ରୋନ୍ ସ୍ରୋତ ନିର୍ଗତ ହୁଏ ତାହା ହେଉଛି କ୍ୟାଥୋଡ ରେ’। ଏହା ମଧ୍ୟ କେତେକ ଇଲେକ୍ଟ୍ରୋନ୍ ଟ୍ୟୁବର ଉତ୍ତପ୍ତ ତାରରୁ ଉତ୍ପନ୍ନ ହୁଏ। କ୍ୟାଥୋଡ ରେ’ ଭିତ୍ତିକ ବହୁ ସଂଖ୍ୟକ ପରୀକ୍ଷା…
ନିକଟରେ ଲକ୍ଡାଉନ ପାଇଁ ନାହିଁ କୌଣସି ଯୋଜନା: କେଜରିଓ୍ବାଲ
ନୂଆଦିଲ୍ଲୀ,୧୫।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। ଅନୁମାନ କରାଯାଉଥିଲା କି କରୋନା ସଂକ୍ରମଣକୁ ଦେଖି ସରକାର ପୁଣିଥରେ ଦିଲ୍ଲୀରେ ଲକ୍ଡାଉନ ଘୋଷଣା କରି ପାରନ୍ତି। ହେଲେ…
୭୬ ଦିନ ମଧ୍ୟରେ ଭାରତରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ: ଆଇସିଏମ୍ଆର୍
ନୂଆଦିଲ୍ଲୀ,୧୫।୬: କରୋନା ସଂକ୍ରମଣ ଯୋଗୁ ଭାରତରେ ସ୍ଥିତି କ୍ରମଶଃ ସଙ୍କଟ ଜେନକ ହେବାରେ ଲାଗିଛି। ଏପରିସ୍ଥଳେ ଆଇସିଏମ୍ଆର୍ ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ ହୋଇଛି। ଏଥିରେ କୁହାଯାଇଛି ଯେ, ଦେଶରେ କରୋନା ସଂକ୍ରମଣ ୩୪ ଦିନରୁ ୭୬ ଦିନ…
Archives


