Home

ରାଜ୍ୟରେ ସୁସ୍ଥ ହେଲେ ୧୩୦୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲାରୁ ସର୍ବାଧିକ ୨୬୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫୬, କଟକରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ୱରରୁ ୭୧, ସୁନ୍ଦରଗଡରୁ ୬୩, ପୁରୀରୁ ୫୦,…

ଆଜି କଟକରୁ ୬୩ ପଜିଟିଭ ଚିହ୍ନଟ

କଟକ ଅଫିସ, ୧୪।୮- କଟକ ସହରରୁ ଶୁକ୍ରବାର ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୩୦ ଜଣ, କଣ୍ଟେନମେଣ୍ଟ ଜୋନରୁ ୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୨୦ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ମାଲଗୋଦାମ ନିକଟ ଜାଲୁଆ…

ଘରକୁ ବନ୍ଧୁ ଆଣିବାରୁ ହତ୍ୟା ଘଟଣା, ୪ ଗିରଫ

ଜଗନ୍ନାଥପ୍ରସାଦ,୧୪ା୮(ଡି.ଏନ.ଏ)- ଜଗନ୍ନାଥପ୍ରସାଦ ଥାନା କରଡ଼ାପଲ୍ଲୀ ଗ୍ରାମରେ ବୁଧବାର ରାତିରେ କରୋନା କଟକଣା ବେଳେ ଘରକୁ ବନ୍ଧୁ ଆଣିଥିବାରୁ ପ୍ରମୋଦ ବେହେରାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ସେମାନେ ହେଲେ ଉକ୍ତ…

ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରୋନା ମୃତ୍ୟୁ: ଡାକ୍ତରଖାନାରେ ପଡିରହିଛି ମୃତଦେହ

ସୋନପୁର,୧୪।୮(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ପ୍ରଥମ କରି କରୋନାରେ ଆକ୍ରାନ୍ତ ଜଣେ ବିବାହିତ ମହିଳା(୩୫)ଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତ ମହିଳାଙ୍କ ଘର ଡୁଙ୍ଗୁରିପାଲି ବ୍ଲକର ଶୁଖା ଅଞ୍ଚଳରେ । ତେବେ ଏହା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି…

ଲଘୁଚାପ: ୨ ଦିନ ପ୍ରବଳ ବର୍ଷା  

ଭୁବନେଶ୍ୱର,୧୪ା୮(ବ୍ୟୁରୋ)- ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ସମୁଦ୍ର ପତ୍ତନରୁ ୭.୬ କିମି ଉପର ଦକ୍ଷିଣ ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ…

ସ୍ବାଧୀନତା ଦିବସ ପାଇଁ ରାଜଧାନୀରେ ସୁରକ୍ଷା କଡାକଡି

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଓ ପରେଡ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବେ। ଏଥିପାଇଁ କାର୍ଯ୍ୟକ୍ରମସ୍ଥଳ…

ବିଲେଇ, ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା: ଭିଡିଓ ଦେଖିଲେ ହସି ହସି ଗଡିଯିବେ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବିଲେଇ ଏବଂ ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।…

ରାଷ୍ଟ୍ରପତିଙ୍କ ସମ୍ବୋଧନ: ଗଲଓ୍ବାନ ବୀରଙ୍କ ଉପରେ ଦେଶ ଗର୍ବ କରେ

ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳନ କରିବାକୁ ଯାଉଛି ୭୪ ତମ ସ୍ବାଧିନତା ଦିବସ। ଏହାର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶକୁ ସାମ୍ବୋଧିତ କରିଛନ୍ତି। ସ୍ବାଧିନତା ଦିବସ ଅବସରରେ ଦେଶ ବିଦେଶରେ ଥିବା ସମସ୍ତ…

ବାଘକୁ ଚକମା ଦେଇ ଖସିଗଲେ ମୟୂରପଲ: ଦେଖନ୍ତୁ ଭିଡିଓ…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି ତ ଆଉ କେତେବେଳେ ବାଘ ସିଂହ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳୁଛି। ବର୍ତ୍ତମାନ ମୟୂରପଲ ଚକମା ଦେଇ ବାଘ ମୁହଁରୁ…

ରାଜଧାନୀରୁ ପୁଣି ୨୪୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୪।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୨୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪୭ ମଧ୍ୟରୁ ୧୪୮ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୯୯ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି। ଆଇଗିଣିଆରୁ ୩, ବାପୁଜୀ ନଗରରୁ ୩, ବୁଦ୍ଧେଶ୍ୱରୀ କଲେନୀରୁ ୪, ଚନ୍ଦ୍ରଶେଖରପୁର…

ସିନେମା ହଲ୍‌ରେ ରିଲିଜ୍‌ ହେଲା ସୁଶାନ୍ତଙ୍କ ଶେଷ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବିଦେଶର ପ୍ରଂଶସକ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଏବେ ବି ତାଙ୍କ ମୃତ୍ୟୁ ଲୋକଙ୍କ ମନରୁ ଲିଭିନାହିଁ।…

ବଜାରରେ ଉପଲବ୍ଧ ହେଉଛି ତ୍ରିରଙ୍ଗା ମାସ୍କ: ବିକ୍ରି ନିଷିଦ୍ଧ କରିବାକୁ କଂଗ୍ରେସର ଦାବି

ଅଗଷ୍ଟ ୧୫ ତାରିଖ, ଶନିବାର ୭୪ତମ ସ୍ବାଧୀନତା ଦିବସ ପାଳନ କରାଯିବ। କରୋନା କଟକଣା ସତ୍ତ୍ୱେ ଏହି ଦିବସ ପାଳନ ଲାଗି ଉତ୍ସାହ ଦେଖିବାକୁ ମିଳୁଛି। ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବାରେ ଲାଗୁଛି। ଛୋଟ ଛୋଟ ତ୍ରିରଙ୍ଗାଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?