ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବିକଲେ ପୂର୍ବତନ ପ୍ରେମିକା

ମୁମ୍ବାଇ,୧୪।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଇତିମଧ୍ୟରେ ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ହେଁ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ବର୍ତ୍ତମାନ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ ଏହି ଘଟଣାକୁ ସିବିଆଇ ତଦନ୍ତ କରୁ ବୋଲି ପ୍ରକାଶ କରିଛନ୍ତି। ଏ ନେଇ ଅଙ୍କିତା ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ସେଥିରେ ସେ ଏକ ପ୍ଲାକାର୍ଡ ଧରିଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମାମଲାର ସିବିଆଇ ଯାଞ୍ଚ ହେଉ ବୋଲି ସେ ଅପିଲ କରିଛନ୍ତି। ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବେଲ୍‌ବଟମ’ ଶୁଟିଂ ସାରି ସ୍କଟ୍‌ଲାଣ୍ଡରୁ ଭାରତ ଫେରିଲେ ଅକ୍ଷୟ

ମୁମ୍ବାଇ: ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ୍‌ବଟମ’ର ଶୁଟିଂ ଇତିମଧ୍ୟରେ ସରିଛି। ଶୁଟିଂ ସାରି ଅକ୍ଷୟ, ଅଭିନେତ୍ରୀ ବାଣୀ କପୁର ଏବଂ ତାଙ୍କ ପୂରା...

ପାର୍ଟି ଗୀତ ପାଇଁ

ରଣବୀର କପୁରଙ୍କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଲୁଭ୍‌ ରଞ୍ଜନଙ୍କ ନିର୍ମାଣାଧୀନ ଏକ ଅନଟାଇଟଲ୍‌ଡ ଫିଲ୍ମରେ ଏକ ପାର୍ଟି ଗୀତ ସଂଯୋଜିତ ହୋଇଛି। ନିକଟରେ ଏହାର...

ରାକେଶଙ୍କ ହାତରେ ହାତ ଛନ୍ଦି ଡିନର୍‌ ଡେଟ୍‌ରେ ଗଲେ ଶିଳ୍ପାଙ୍କ ଭଉଣୀ; ଭାଇରାଲ ହେଉଛି…

ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ୍‌’ରେ ଅନେକ କଳାକାର ଲିଙ୍କଅପ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଠିକ୍‌ ସେଭଳି କିଛି ଘଟିଛି ଲୋକପ୍ରିୟ ଅଭିନେତା ରାକେଶ ବାପତଙ୍କ...

ଫିଲ୍ମରେ ପୁତୁରାଙ୍କ କିସ୍‌ ସିନ୍‌ ଦେଖି ଫୋନ୍‌ କଲେ ଦାଦା: କହିଲେ ଏମିତି…

ଦୀପିକା ପାଦୁକୋନଙ୍କ ରୋମାନ୍ସ ଫିଲ୍ମ ଗେହରାଇୟାଁ ରିଲିଜ ହୋଇଛି ।ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଶୋରେ ସେ ଫିଲ୍ମ ସହିତ ଜଡିତ...

ସାହିଦଙ୍କ ସହ କାମ କରିବାକୁ ନେଇ ସର୍ତ୍ତ ରଖିଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପରିଣିତି ଚୋପ୍ରା ଏବେ ସାଇନା ନେହଓ୍ବୋଲଙ୍କ ବାୟୋପିକ୍‌କୁ ନେଇ ବ୍ୟସ୍ତ ଅଛନ୍ତି। ଆଉ ଅନ୍ୟପଟେ କବିର ସିଂ ଫେମ୍‌ ସାହିଦ କପୁର...

ଅସହାୟଙ୍କୁ ସାହାଯ୍ୟ ପାଇଁ ୨ ଦୋକାନ, ୮ ଫ୍ଲାଟ୍‌ ବନ୍ଧା ପକାଇଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ସବୁଠୁ ବେଶି ଚର୍ଚ୍ଚାରେ। କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସୋନୁ ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି...

ଜଟିଳ ରୋଗରେ ପୀଡ଼ିତ ହୋଇ ବି ପ୍ରଶଂସକଙ୍କୁ ହସାଉଛନ୍ତି ସୁମୋନା

ମୁମ୍ବାଇ: ଦ କପିଲ ଶର୍ମା ଶୋ’ରେ ବେଶ ପରିଚିତ ସୁମୋନା ଚକ୍ରବର୍ତ୍ତି ଜୁନ ୨୪ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକାଲି ସେ ଜଣେ...

ସିଦ୍ଧାର୍ଥ ମାଲହୋତ୍ରାଙ୍କୁ ୩୫ ପୂରିଲା: ଏବେ ବି ଆଲିଆ-ଜ୍ୟାକଲିନ୍‌ଙ୍କୁ ପାରି ନାହାଁନ୍ତିି ଭୁଲି

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୫ ଜାନୁୟାରୀ ୧୬ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୮...

Advertisement
Archives

Model This Week