କରୋନା କବଳରେ ରାଜ୍ୟର ୧୯ ଜିଲା
ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା କବଳରେ ରାଜ୍ୟର ୧୯ ଜିଲା। ପୂର୍ବରୁ ୧୮ଟି ଜିଲାରେ କରୋନା ପଜିଟିଭ୍ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଶନିବାର ଏଥିରେ ଯୋଡ଼ି ହୋଇଛି ନୟାଗଡ଼। ଅପରାହ୍ନରେ ନୟାଗଡ଼ରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ସେ ସୁରଟ…
ବାର୍ସିଲୋନା ମହିଳା ଦଳ ଚାମ୍ପିୟନ
ବାର୍ସିଲୋନା,୯।୫: ସ୍ପେନର ଲିଗା ଇବେରଡ୍ରୋଲା ଫୁଟବଲ ଲିଗ୍ରେ ବାର୍ସିଲୋନା କ୍ଲବର ମହିଳା ଚାମ୍ପିୟନ ଘୋଷିତ ହୋଇଛି। କୋଭିଡ-୧୯ ମହାମାରୀ କାରଣରୁ ଏହି ଲିଗ୍କୁ ଶେଷ ହୋଇଛି ବୋଲି ଘୋଷଣା କରାଯାଇଛି। ସ୍ପେନ ସୁକର ଫେଡେରେଶନ କାର୍ଯ୍ୟକାରୀ କମିଟି ଦେଶରେ ଏହି ମହାମାରୀ…
ଅନ୍ଲାଇନ୍ ନେଶନ୍ସ କପ୍ ଚେସ୍: ଭାରତ- ୟୁରୋପ୍ ମ୍ୟାଚ୍ ଡ୍ର
ଚେନ୍ନାଇ,୯।୫(ପି.ଟି.): କୋଭିଡ-୧୯ ମହାମାରୀ ଆତଙ୍କ ଜାରି ରହିଥିବା ବେଳେ ଚାଲିଥିବା ଅନ୍ଲାଇନ ନେଶନ୍ସ କପ୍ ଚେସ ଟୁର୍ନାମେଣ୍ଟରେ ଭାରତ ତା’ର ଅଷ୍ଟମ ରାଉଣ୍ଡ ମ୍ୟାଚ୍ରେ ୟୁରୋପକୁ ଭେଟିଥିଲା। ତେବେ ଏହି ମୁକାବିଲା ଡ୍ର ରହିଛି। ଏହା ପୂର୍ବରୁ ଭାରତ ଅବଶିଷ୍ଟ ଏକାଦଶକୁ…
କୋଭିଡ-୧୯ ଲଢେଇରେ ସାମିଲ ହେଲେ ମାରାଡୋନା
ବ୍ୟୁନସ୍ ଆୟର୍ସ,୯।୫ (ଏଏଫ୍ପି): କୋଭିଡ-୧୯ ମାହମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛନ୍ତି ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା। ବ୍ୟୁନସ ଆୟର୍ସର ଗରିବ ଲୋକଙ୍କ ସହାୟତା ପାଇଁ ମରାଡୋନାଙ୍କ ଅଟୋଗ୍ରାଫ୍ ସମ୍ବଳିତ ଜର୍ସିକୁ ଏକ ଲଟେରୀ ଦ୍ୱାରା ବିକ୍ରି କରାଯିବ।…
ଗଞ୍ଜାମରେ ନୂଆ ୫ ଆକ୍ରାନ୍ତ ସୁରଟ ଫେରନ୍ତା: କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ; ଜିଲାରେ ପଜିଟିଭ୍ ସଂଖ୍ୟା ୮୯
ଭୁବନେଶ୍ୱର,୯।୫(ବ୍ୟୁରୋ): ଗଞ୍ଜାମରେ ଚିହ୍ନଟ ହୋଇଥିବା ନୂଆ ୫ ଆକ୍ରାନ୍ତ ସୁରଟ ଫେରନ୍ତା। ସମସ୍ତେ ପୁରୁଷ ହୋଇଥିବା ବେଳେ ବୟସ ଯଥାକ୍ରମେ ୩୯,୪୯,୧୬,୪୮,୪୫ ବର୍ଷ। ସମସ୍ତେ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ଥିଲେ। ସେମାନଙ୍କ ନିକଟରେ କୌଣସି ଲକ୍ଷଣ ନ ଥିଲା। ତେବେ ନମୂନା ପଜିଟିଭ୍…
ନଦୀ ପାର ବେଳେ ଜୀବନ ଗଲା
ରାଇରଙ୍ଗପୁର, ୯।୫(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରାଇରାଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମରେ ପରମେଶ୍ୱର ମହାନ୍ତ ନାମକ ଜଣେ ବ୍ୟକ୍ତି ନଦୀ ପାର ହୋଇ ଯିବାବଳେ ଭାସିଯାଇ ପ୍ରାଣ ହରାଇଛନ୍ତି। ସେ ଶନିବାର ମାର୍କେଟିଂ କରିବାପାଇଁ ରାଇରଙ୍ଗପୁର ସହରାଞ୍ଚଳକୁ ଯାଉଥିଲେ। ନଦୀ ପାର…
ଜୁନ୍ ମଧ୍ୟଭାଗରେ ଲା ଲିଗା ଆରମ୍ଭ ହେବା ସମ୍ଭାବନା
ଚେନ୍ନାଇ,୯।୫: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଲିଗ୍ ରୂପେ ପରିଗଣିତ ହେଉଥିବା ‘ଲା ଲିଗା’ ଆଗାମୀ ଜୁନ୍ ମାସ ମଧ୍ୟ ଭାଗରୁ ଆରମ୍ଭ ହେବା ସମ୍ଭାବନା ସୃଷ୍ଟି ହୋଇଛି। ସ୍ପାନିଶ୍ ଫୁଟବଲ ଲିଗ୍ ସିଷ୍ଟମର ଏହି ପୁରୁଷ ପେସାଦାର ଫୁଟବଲ ଡିଭିଜନକୁ…
CORONAVIRUS UPDATE: ଗଞ୍ଜାମରେ ଆଉ ୫ ପଜିଟିଭ୍ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୯୪କୁ ବୃଦ୍ଧି
ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମରେ ଶନିବାର ଅପରାହ୍ନରେ ଆଉ ୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି। ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ…
ରଥ ଖଳାରେ କୋଭିଡ୍ ଗାଇଡ୍ଲାଇନ ସଚେତନତା
ପୁରୀ ଅଫିସ, ୯।୫: ମହାମାରୀ କରୋନା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣକୁ ନେଇ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହା ଦୂର ହୋଇଛି। କେନ୍ଦ୍ର ସରକାରଙ୍କଠାରୁ ସର୍ତ୍ତମୂଳକ ଅନୁମତି ମିଳିବା ପରେ ଶୁକ୍ରବାର ଠାରୁ ରଥ ନିର୍ମାଣ କାମ ଚାଲିଛି। ରଥ…
୪,୦୦୦ ବଞ୍ଚିତଙ୍କୁ ସଚିନ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି
ନୂଆଦିଲ୍ଲୀ,୯।୫(ପି.ଟି.): କୋଭିଡ-୧୯ ମହମାରୀର ଆତଙ୍କ ଜାରି ରହିଥିବା ବେଳେ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ପୁଣି ଥରେ ସହାୟତାର ହାତ ବଢାଇଛନ୍ତି। ସେ ୪,୦୦୦ ବଞ୍ଚିତ ତଥା ଶୋଷିତ ବ୍ୟକ୍ତିଙ୍କୁ ଆର୍ଥତ୍କ ଭାବେ ସହାୟତା ପ୍ରଦାନ କରୁଛନ୍ତି। ଏମାନଙ୍କ ମଧ୍ୟରେ ବ୍ରିହାନମୁମ୍ବାଇ…
୨୨ ବର୍ଷ ହେଲା ମୋ ଜୀବନରେ ଲକ୍ଡାଉନ୍ ଆରମ୍ଭ ହୋଇଯାଇଛି: ଅଜୟ ଦେବ୍ଗନ
କରୋନାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଲକ୍ଡାଉନ୍ ପାଇଁ ପ୍ରାୟ ସମସ୍ତେ ଏବେ ଘରେ ସମୟ ବିତାଉଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ କଳାକାର। ସେମାନେ ଘରେ ରହିବା ସହ ଲକ୍ଡାଉନ୍ରେ କିପରି ସମୟ କାଟୁଛନ୍ତି ସେ ନେଇ ସୋସିଆଲ…
ଜେଲ୍ରେ ଫିନାଇଲ ପିଇ ମହିଳା କଏଦୀଙ୍କ ଜୀବନ ଗଲା
ଜୟପୁର,୯ା୫(ନି.ପ୍ର.): ଜୟପୁର ଉପଖଣ୍ଡ କାରାଗାରରେ ବିଚାରାଧୀନ ମାମଲାର ଜଣେ ମହିଳା କଏଦୀ ଫିନାଇଲ ପିଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମହିଳା କଏଦୀ ଜଣକ ଦୀର୍ଘଦିନ ହେଲା ଗଞ୍ଜେଇ ଚୋରା ଚାଲାଣ କେସ୍ରେ ସଜା କଟିଥିଲେ। ମୃତ ମହିଳା କଏଦୀ ଜଣକ ଜୟପୁର…
Archives


