Home

କେନ୍ଦ୍ର ଦୂର ଥିଲେ ଶିକ୍ଷକଙ୍କୁ ଯାତ୍ରା, ରହଣି ସୁବିଧା

କଟକ ଅଫିସ,୧୬ା୫: ମାଟ୍ରିକ୍‌ ଖାତା ମୂଲ୍ୟାୟନ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଦାଏର ହୋଇଥିବା ଦୁଇଟି ମାମଲାର ଶୁକ୍ରବାର ଶୁଣାଣି ହୋଇଛି। ଯଦି କୌଣସି ଶିକ୍ଷକଙ୍କ ଘର ମୂଲ୍ୟାୟନ କେନ୍ଦ୍ରଠାରୁ ୧୦ କିମିରୁ ଅଧିକ ଦୂରରେ ଥାଏ, ତେବେ ସଂପୃକ୍ତ ଶିକ୍ଷକଙ୍କ ଯାତ୍ରା,…

୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାରେ ରେକର୍ଡ

ଭୁବନେଶ୍ୱର,୧୬ା୫ (ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ମାର୍ଚ୍ଚ ଓ ଏପ୍ରିଲ୍‌ରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ରେକର୍ଡ ସଂଖ୍ୟକ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇଛି। ମୟୂରଭଞ୍ଜରେ ୧୦୮ ଆମ୍ବୁଲାନ୍ସ ଜରିଆରେ ସର୍ବାଧିକ ଲୋକ ସେବା ପାଇଛନ୍ତି। ସେହିଭଳି ଅନୁଗୋଳ ଜିଲାରେ ୧୦୨…

ଅନ୍‌ଲାଇନରେ କାର୍ଯ୍ୟକ୍ରମ କରିବ ସଂସ୍କୃତି ବିଭାଗ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): କରୋନା ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବହୁ ଚିତ୍ରଶିଳ୍ପୀ ଓ ସ୍ଥାପତ୍ୟଶିଳ୍ପୀ ଘରେ ହାତବାନ୍ଧି ବସିଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ ସମସ୍ତ ବର୍ଗର କଳାକାରମାନେ ରୋଜଗାର ହରାଇଛନ୍ତି। ଏଭଳିସ୍ଥଳେ ସେମାନଙ୍କ ମନରେ ଉତ୍ସାହ ଭରିଦେବାକୁ ଓଡ଼ିଶା…

ନିର୍ଗୁଣ୍ଡି ଷ୍ଟେଶନରେ ଓହ୍ଲାଇଲେ ୭୯୩ ପ୍ରବାସୀ

ଚୌଦ୍ୱାର,୧୬ା୫ (ଡି.ଏନ.ଏ): ହାଇଦ୍ରାବାଦ୍‌ରୁ ପ୍ରବାସୀଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ ଆସି ଶୁକ୍ରବାର ରାତି ୯ଟାରେ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଏହି ଟ୍ରେନଟି ଦିନ ୧ଟାରେ ନିର୍ଗୁଣ୍ଡିରେ ପହଞ୍ଚିବ ବୋଲି ପୂର୍ବରୁ ପ୍ରଶାସନ କହିଥିଲା। ମାତ୍ର କୌଣସି କାରଣରୁ…

ତାମିଲନାଡୁରୁ ଫେରିଲେ ୬୮୧ ପ୍ରବାସୀ

ଖୋର୍ଦ୍ଧା ଅଫିସ,୧୬ା୫: ତାମିଲନାଡୁ କୋଏମ୍ବାଟୁରରୁ ଭଦ୍ରକକୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଶୁକ୍ରବାର ମଧ୍ୟାହ୍ନରେ ଖୋର୍ଦ୍ଧାରୋଡ୍‌ ଷ୍ଟେଶନରେ ପହଞ୍ଚିଥିଲା। ୨୦ ଜିଲାର ୬୮୧ ପ୍ରବାସୀ ଏହି ଷ୍ଟେଶନରେ ଓହ୍ଲାଇଥିଲେ। ଆସିଥିବା ସମସ୍ତ ପ୍ରବାସୀଙ୍କ ମଧ୍ୟରେ ଅନୁଗୋଳ ୮, ବଲାଙ୍ଗୀର ୪୯, ବୌଦ୍ଧ…

ଦିଲ୍ଲୀରୁ ଆସିଲେ ୪୯୬ ପ୍ରବାସୀ, ଗଲେ ୪୨୭

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ଦିଲ୍ଲୀରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ଆସିଥିବା ପ୍ରଥମ ସ୍ବତନ୍ତ୍ର ଟ୍ରେନ୍‌ ଶୁକ୍ରବାର ସନ୍ଧ୍ୟା ୭ଟା ୧୦ରେ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚିଥିଲା। ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେକ୍ସ (୦୨୮୨୪)ର ୧୮ ବଗିରେ ଆସିବାକୁ ୧୫୦୩ଜଣ ପ୍ରବାସୀ ପଞ୍ଜୀକରଣ କରିଥିବାବେଳେ ଭୁବନେଶ୍ୱରରେ ୪୯୬ଜଣ…

ବହିଷ୍କୃତ ହେଲେ କଣ୍ଟ୍ରୋଲ ଡିଲର

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଥରପେଣ୍ଠ ଗ୍ରାମର ପିଡିଏସ ସାମଗ୍ରୀ ବିକ୍ରି କରୁଥିବା କଣ୍ଟ୍ରୋଲ ଡିଲରଙ୍କୁ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର ବହିଷ୍କୃତ କରିଛନ୍ତି ା ପଥରପେଣ୍ଠ ଗ୍ରାମର କଣ୍ଟ୍ରୋଲ ଡିଲର ଅଜିତ୍‌ ମଳ୍ଲିକ ପିଡିଏସ ଚାଉଳ ଦେବାରେ ହେରଫେର…

ବିଦ୍ୟୁତ୍‌ ଆଘାତରେ ଅସ୍ଥାୟୀ ଲାଇନ୍‌ ମ୍ୟାନ ଗୁରୁତର:  ନେସ୍କୋ କାର୍ଯ୍ୟାଳୟ ଘେରାଉ

ବାହାନଗା, ୧୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲମ ତାଳପଦା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ଅସ୍ଥାୟୀ ଲାଇନମ୍ୟାନ୍‌ ଗୁରୁତର ହେବା ଘଟଣାକୁ ନେଇ ୨ଦିନ ପରେ ଗ୍ରାମବାସୀ ଶ୍ରୀଜଙ୍ଗ ନେସ୍କୋ ସେକ୍ସନ୍‌ କାର୍ଯ୍ୟାଳୟକୁ ଶୁକ୍ରବାର ଘେରାଉ କରିଥିଲେ। ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ…

ପ୍ରବାସୀ ଶ୍ରମିକଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ବସ୍‌

ସଇଁତଲା, ୧୫ା୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ସଇଁତଲା ବ୍ଲକ୍‌ କୁମ୍ଭାରୀ, ଡ଼େଙ୍ଗ ଓ ବୁଢ଼ାବାହାଲ ପଞ୍ଚାୟତରର ୧୭ ଜଣ ଶ୍ରମିକ ଗୁଜୁରାଟରୁ ବସ୍‌ରେ ଫେରଛନ୍ତି। ଏମାନେ ପ୍ରଥମେ ବଲାଙ୍ଗୀର ଆଟଇଟିଆଇ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ପହଞ୍ଚତ୍ ଥିଲେ। ସେଠାରେ ନାମ ପଞ୍ଜୀକରଣ ପରେ…

ବଜ୍ରପାତରେ ଯୁବକଙ୍କ ଜୀବନଗଲା

ସଜନାଗଡ, ୧୫ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ହାତିଆଶିଳା ଗ୍ରାମର ଗୁରା ସିଂ ( ୨୧ )ନାମକ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିିଛି। ଶୁକ୍ରବାର ସାରେ ବର୍ଷା ଓ ଘଡଘଡି ହେଉଥିବା ବେଳେ ଗୁରା ନିଜ ମା’ଙ୍କ ସହ ଘର ଭିତରେ…

କୋଚିଂ ସେଣ୍ଟରରେ ପାଠ ପଢ଼ାଇ ୨ ଅଧ୍ୟାପକ ତଣ୍ଡ ଗଣିଲେ

ବୌଦ୍ଧ,୧୫ା୫(ସ୍ବ.ପ୍ର.)-କେରାନା ଭୁତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ କୋଚିଂ ସେଣ୍ଟର ବନ୍ଦ ରହିଛି। ଯେଉଁମାନେ ଏହାର ଅବମାନନା କରିବେ ସେମାନେ ଦଣ୍ଡିତ ହେବାର ନିୟମ ଅଛି। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲାର ଦୁଇ ଅଧ୍ୟାପକ କୋଚିଂ…

ପିଡିଏସ୍‌ ଚାଉଳ ଦୁର୍ନୀତି ଅଭିଯୋଗରେ ଯୋଗାଣ ସହାୟକ ବହିଷ୍କୃତ

ବଲାଙ୍ଗୀର ଅଫିସ, ୧୫।୫-ବଲାଙ୍ଗୀର ଜିଲା ମହୀମୁଣ୍ଡା ପଞ୍ଚାୟତରେ ପିଡିଏସ୍‌ ଚାଉଳ ଦୁର୍ନୀତି ଘଟଣାରେ ଯୋଗାଣ ସହାୟକ ନିରଞ୍ଜନ ସାହୁଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଉପଜିଲାପାଳଙ୍କ ନିର୍ଦ୍ଦେଶ ଓ ବିଡିଓଙ୍କ ଚିଠି ବଳରେ ସରପଞ୍ଚ ଅନନ୍ତ ନାରାୟଣ ପ୍ରଧାନ ଯୋଗାଣ ସହାୟକ ସାହୁଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri