ସାର ପାଇଁ କୃଷି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ଚାଷୀ
ବୁଗୁଡ଼ା,୨୧ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳରେ ଚାଷୀମାନେ ସାର ନ ପାଇ ହଇରାଣ ହରକତ ହେଉଥିବା ବେଳେ ସେମାନେ ସାର ପାଇବା ପାଇଁ ସ୍ଥାନୀୟ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଧାରଣା ସହ ପ୍ରତିବାଦ କରିଥିବା ଜଣାପଡ଼ିଛି। ଖବର ପାଇ ତହସିଲଦାର…
ଏହି ସୁନ୍ଦରୀଙ୍କୁ ଫେସ୍ବୁକ୍ରେ ମିଳିଲାନି ଅଧିକ ଲାଇକ୍: ଘଟାଇଲେ ଏମିତି କାଣ୍ଡ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ସୁଖ, ଦୁଃଖକୁ ପ୍ରତିମୁହୂର୍ତ୍ତରେ ବନ୍ଧୁଙ୍କ ସହ ଶେୟାର କରିଥାନ୍ତି। ଏହି କାରଣରୁ ଦୂରରେ ଥିବା ଲୋକମାନେ ପାଖରେ ଥିବାଭଳି ମନେ ହୁଏ। କିନ୍ତୁ ସୋସିଆଲ ନେଟଓ୍ବାର୍କିଂ ସାଇଟ୍ଗୁଡିକର ଅନେକ ଦୁର୍ଗୁଣ…
ବନ୍ଧା ହେଲେ ଦୁଇ ବାଇକ୍ ଚୋର
ପାଟଣା,୨୧ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଗୁରୁବାର ଦୁଇ ବାଇକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଖୁଣ୍ଟାପଶି ଗ୍ରାମର ଶାନ୍ତି ଜ୍ୟୋତି ସିଂ(୨୮) ଓ ଭୀମ…
କରୋନା ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ
ନୂଆଦିଲ୍ଲୀ,୨୧।୮: କରୋନା ସଙ୍କଟ ମଧ୍ୟରେ ଖୁବ୍ଶୀଘ୍ର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସଂସଦ ଅଧିବେଶନ ଆରମ୍ଭ ହେବ ବୋଲି ସୂତ୍ରରୁ ସୂଚନା ମିଳିଛି। ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ୪ସପ୍ତାହ ଧରି…
ଧନୀ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଲେ ମାର୍କ ଜୁକରବର୍ଗ
ନ୍ୟୁୟର୍କ,୨୧।୮: ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ ବିଶ୍ୱର ତୃତୀୟ ଧନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୦୦ ବିଲିୟନ୍ ଡଲାର ଟପିଛି। ସୋସିଆଲ୍ ନେଟଓ୍ବାର୍କିଂ କମ୍ପାନୀ ଫେସବୁକ୍ର ଶେୟାର ଗୁରୁବାର ୨.୫ ପ୍ରତିଶତ ବୃଦ୍ଧି ହୋଇଥିଲା।…
ଝାଡ଼ଖଣ୍ଡରେ ଭୂକମ୍ପ ଝଟ୍କା
ରାଞ୍ଚି,୨୧।୮: ଝାଡ଼ଖଣ୍ଡର ସାହିବଗଞ୍ଜ ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ସମୟରେ ଲୋକମାନେ ଭୟଭୀତ ହୋଇପଡ଼ି ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏଥିରେ…
ଲକ୍ଷ୍ମୀବଜାର, ବରାଳିନୀ ସାହିରୁ ଉଠିଲା କଣ୍ଟେନ୍ମେଣ୍ଟ୍
ଜି.ଉଦୟଗିରି,୨୧ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ସହରର ଲକ୍ଷ୍ମୀବଜାର ଯାହାକି ମୁଖ୍ୟ ବଜାର ଭାବେ ପରିଚିତ ସେଠାରୁ ଗୁରୁବାର କଣ୍ଟେନମେଣ୍ଟ ଜୋନ୍କୁ ଉଠାଇ ଦିଆଯାଇଛି। ଏଥିସହିତ ବରାଳିନୀ ସାହିରୁ ମଧ୍ୟ ଆଜି କଣ୍ଟେନ୍ମେଣ୍ଟ୍ ହଟିଛି। ଲକ୍ଷ୍ମୀବଜାରକୁ ଜୁଲାଇ ୨୯ ଓ ବରାଳିନୀ ସାହିକୁ…
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ପୁଣି ଉଚ୍ଛେଦ ଆରମ୍ଭ: ୩ ଘରୋଇ ପ୍ଲଟ ଉଚ୍ଛେଦ ଲାଗି ଯୋଜନା
ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନା’ ପାଚେରୀ କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ଜାଗା ଖାଲି କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଗତବର୍ଷ ଅଗଷ୍ଟ ୧୯ ତାରିଖରୁ ଉଚ୍ଛେଦ ଅଭିଯାନ ଆରମ୍ଭ…
ଧର୍ମଶାଳା ଜମି ବିକ୍ରି ବନ୍ଦ ଦାବି: ପୁରୀ ଜିଲା ଭାଜପା ପକ୍ଷରୁ ଧାରଣା
ପୁରୀ ଅଫିସ,୨୧ା୮: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ବିସ୍ଥାପିତ ଲଜ୍ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ପ୍ଲଟିଂକରି ବିକ୍ରି କରିବାକୁ ବିରୋଧ କରିଛି ପୁରୀ ଜିଲା ଭାଜପା । ବଗଲା ଜମି ବିକ୍ରି ବନ୍ଦ କରିବା ଦାବିରେ ଭାଜପା ପକ୍ଷରୁ ଶୁକ୍ରବାର ବଗଲା ଧର୍ମଶାଳା…
କାର୍ଠାରୁ ମଇଁଷି କିଣିବା ଅଧିକ ଖୁସି ଦେଇଛି: କାହିଁକି ଏମିତି କହିଲେ ସୋନୁ ସୁଦ
ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲକଡାଉନରେ ଶ୍ରମିକ ମାନଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଦେଶବିଦେଶରେ ଫସିଥିବା ଲୋକଙ୍କୁ ସହାୟତା କରି ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ବିହାରର ଜଣେ ବ୍ୟକ୍ତିଙ୍କ ପାଇଁ ଏକ ମଇଁଷି କିଣିଛନ୍ତି। ଏନେଇ ଟୁଇଟ୍…
୫ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଏହି କରୋନା ଟିକା
ଓ୍ବାଶିଂଟନ୍,୨୧ା୮: ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋନୋଟେକ୍ ଦ୍ୱାରା ଉତ୍ପାଦିତ ଏକ ନୂତନ କରୋନା ଭାଇରସ୍ ଟିକା ବହୁତ ଭଲ ଫଳାଫଳ ଦେଉଛି। ଏହାପୂର୍ବରୁ ପିଫାଇଜର ଗତ ମାସରେ ଅନ୍ୟ ଏକ କରୋନା ଟିକା ତଥ୍ୟ ପ୍ରକାଶ କରିଥିଲା।…
ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ୀ ନିଲାମ: କିଣିଲେ ଓଡ଼ିଆ ଛାତ୍ରୀ
ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲନ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ର ପ୍ରମୋଶନ ପାଇଁ ଯେଉଁ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ, ତାହା ନିଲାମ ହୋଇଯାଇଛି। ଅନ୍ଲାଇନ୍ରେ ଏହି ଶାଢ଼ିର ନିଲାମ ଡକାଯାଇଥିଲା। ତେବେ ଏହାକୁ ଜଣେ ଓଡ଼ିଆ ଛାତ୍ରୀ କିଣିଛନ୍ତି।…

