Home

ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଆତ୍ମହତ୍ୟାର ଧମକ ଦେଲେ ଏହି ଅଭିନେତ୍ରୀ

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତ୍ରୀ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି। ଟେଲିଭିଜନ ଶୋ’ ‘ଖତରୋ କେ ଖିଲାଡ଼ି’ରେ ନଜର ଆସିଥିବା ଭୋଜପୁରୀ ଅଭିନେତ୍ରୀ ରାଣୀ ଚାଟାର୍ଜୀଙ୍କ…

ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ

ଦକ୍ଷିଣ ଭାରତର ଟିଭି ଧାରାବାହିକର ଏକ ଚର୍ଚ୍ଚିତ ନାମ ନବ୍ୟା ସ୍ବାମୀ। ଏବେ ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନିଜେ ନବ୍ୟା ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ଶେୟାରକରି ଏହି ସୂଚନା ଦେଇଛନ୍ତି। ସେ…

ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ବିରାଟ ନିଅନ୍ତି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୨।୭: ଧନୀ ତାଲିକା ଜାରି କରିଛି ଇନ୍‌ଷ୍ଟାଗ୍ରାମ। ଏଥିରେ ଭାରତରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ କ୍ରିକେଟର ବିରାଟ କୋହଲୀ ଅଛନ୍ତି। ତାଲିକାର ୨୬ନଂ ସ୍ଥାନରେ ଅଛନ୍ତି ବିରାଟ। ସେହିଭଳି ପ୍ରିୟଙ୍କା ଅଛନ୍ତି ୨୮ତମ ସ୍ଥାନରେ। ଅପରପକ୍ଷେ ଫଲୋଅର୍‌ ସଂଖ୍ୟାକୁ ଯଦି…

ନକଲି ସୁନା ଇଟା ବନ୍ଧକ ରଖି ୨୧ ହଜାର କୋଟିରୁ ଅଧିକ ଠକେଇ

ବେଜିଂ, ୨।୭: ନକଲି ସାମଗ୍ରୀ ତିଆରି କରିବାରେ ଚାଇନା ବେଶ୍‌ ଜଣାଶୁଣା। କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନ ଏବେ ପୁଣି ଚର୍ଚ୍ଚାରେ ରହିଛି। ଏଠାରେ ହୋଇଥିବା ଏକ ବଡ଼ ଧରଣର ଠକେଇ ସମ୍ପର୍କରେ ଜଣାପଡ଼ିଛି। ଏନେଇ ଜିରୋ…

ଗଞ୍ଜାମରେ ଲକଡାଉନ୍‌ କଟକଣା ଉଲ୍ଲଂଘନ: ଦିନକରେ ୧ .୧୨ ଲକ୍ଷ ଜରିମାନା ଆଦାୟ

ବ୍ରହ୍ମପୁର ଅଫିସ,୨।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏବେ ଜିଲାରେ ବିସ୍ପୋରକ ସ୍ଥିତି ଦେଖାଦେଇଛି। ଏହାକୁ ରୋକିବା ପାଇଁ ସରକାର ଲକ୍‌ଡାଉନ କଟକଣାକୁ ଜୋର୍‌ଦାର କରିଛନ୍ତି…

ନିଜ କାହାଣୀର ନାୟିକା ସାଜିବେ ବିହାରର ଜ୍ୟୋତି

ବମ୍ବେ: ମହାମାରୀ କରୋନା ସମୟରେ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ସମୟରେ ଅନେକ ଲୋକ ଚର୍ଚ୍ଚାକୁ ଆସିଥିଲେ। ସେଭଳି ଜଣେ ଥିଲେ ବିହାର ଦରଭଙ୍ଗାରେ ରହୁଥିବା ଜ୍ୟୋତି କୁମାରୀ। ବୟସ ତାଙ୍କର ମାତ୍ର ୧୫ ବର୍ଷ। ହେଲେ ବାପାଙ୍କୁ ସାଇକେଲରେ…

ଦିଗପହଣ୍ଡିରେ ଲକ୍‌ଡାଉନ କଟକଣାକୁ ବେଖାତିର୍‌: ୩ ଦୋକାନ ସିଲ୍‌ କଲା ପ୍ରଶାସନ

ଦିଗପହଣ୍ଡି,୨।୭(ଡି.ଏନ୍‌.ଏ.): କରୋନା ମହାମାରୀ ବିପର୍ଯ୍ୟୟ ସମୟରେ ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୀତ କୋଭିଡ ନିୟମକୁ ଉଲ୍ଲଂଘନ କରୁଛନ୍ତି ବ୍ୟବସାୟୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡିର ୩ଟି ଦୋକାନକୁ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ…

କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀ ମୃତ: ଚିନ୍ତାରେ ସରକାର

ଗାବ୍ରୋନେ, ୨।୭: ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନାରେ ଗତ ୨ ମାସ ମଧ୍ୟରେ କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଛି। ଦେଶର ଅଧିକାଂଶ ଜଳାଶୟ ଶୁଖି ଯାଇଥିବାବେଳେ ଏଥିରେ କାଦୁଅ ଭରି ରହିଛି। କାଦୁଅରେ ପଶିବା ଏବଂ ବାହାରିବା ହାତୀ…

ଜୁଲାଇ ୩୧ ପର୍ଯ୍ୟନ୍ତ ଗଞ୍ଜାମରେ ବାଇକ୍‌ ଚଳାଚଳ ନିଷେଧ

ଛତ୍ରପୁର, ୨।୬(ଡି.ଏନ୍‌.ଏ.) ଗଞ୍ଜାମ ଜିଲାରେ ଜୁଲାଇ ୩୧ ପର୍ଯ୍ୟନ୍ତ ବାଇକ ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। କେବଳ ମେଡିକାଲ, କୃଷି କାର୍ଯ୍ୟ ପାଇଁ ପରିଚୟପତ୍ର ଦେଖାଇ ବାଇକ ଚଳାଚଳ କରିହେବ। ଏ ନେଇ ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌କରି…

‘ଲକ୍‌ଡାଉନ୍‌ ବିଶ୍ୱକପ୍‌ କ୍ୱାଲିଫାଇଂ ସମ୍ଭାବନାକୁ ପ୍ରଭାବିତ କରିଛି’

ଇମ୍ପାଲ,୨।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌ ୨୦୨୧ ବିଶ୍ୱକପ୍‌ କ୍ୱାଲିଫାଇଂ ସମ୍ଭାବନାକୁ ପ୍ରଭାବିତ କରିଛି ବୋଲି ଭାରତୀୟ ମହିଳା ଜୁନିୟର ଦଳ ଅଧିନାୟକିକା ସୁମନ ଦେବୀ ଥୋଉଡାମ୍‌ କହିଛନ୍ତି। ୨୦୨୦ ମହିଳ ଜୁନିୟର ଏସିଆକପ୍‌ ମାଧ୍ୟମରେ ଏଫ୍‌ଆଇଏଚ୍‌ ଜୁନିୟର…

ନ୍ୟୁଜିଲାଣ୍ଡ ବ୍ୟାଟିଂ କୋଚ୍‌ ପଦ ଛାଡିଲେ ଫଲଟନ

ଅକ୍‌ଲାଣ୍ଡ,୨।୭ (ପି.ଟି.): ପିଟର ଫଲଟନ ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ୍‌ ପଦ ଛାଡିଛନ୍ତି। ସେ କାଣ୍ଟେରବୁରି ପୁରୁଷ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହେବା ପାଇଁ ପଦ ଛାଡିଛନ୍ତି ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ ଗୁରୁବାର କୁହାଯାଇଛି। ନ୍ୟୁଜିଲାଣ୍ଡ ତରଫରୁ ଫଲଟନ…

କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଲା

କେନ୍ଦୁଝର,୨ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଛି। ଆକ୍ରାନ୍ତ ଜଣଙ୍କ ହାଟଡିହି ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri