Home

ଅଷ୍ଟ୍ରେଲିଆ- ଓ୍ବେଷ୍ଟଇଣ୍ଡିଜ୍‌ ଟି୨୦ ସିରିଜ ସ୍ଥଗିତ

ମେଲବୋର୍ନ, ୪।୮(ପି.ଟି.): ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆ- ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ସ୍ଥଗିତ ରଖାଯାଇଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ସୂଚନା ଦେଇଛି। ଟି୨୦ ବିଶ୍ୱକପ୍‌ ପୂର୍ବରୁ ଏହାକୁ ଏକ ଓ୍ବାର୍ମଅପ୍‌ ସିରିଜ…

କରୋନା ଯୋଦ୍ଧା ଏଏସ୍‌ଆଇଙ୍କର କରୋନାରେ ମୃତ୍ୟୁ: ଗାର୍ଡ ଅଫ୍‌ ଅନର ଦେଲା ଗଞ୍ଜାମ ପୋଲିସ

ଛତ୍ରପୁର, ୪।୮(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ତାରସିଂ ଥାନାର କରୋନା ଯୋଦ୍ଧା ଏଏସ୍‌ଆଇ ଶିବରାମ ଦାଶଙ୍କର ସୋମବାର କରୋନାରେ ମୃତ୍ୟୁ ଘଟିଥିଲା। ମଙ୍ଗଳବାର ଛତ୍ରପୁର ଠାରେ ତାଙ୍କର ପାର୍ଥିବ ଶରୀରକୁ ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଗଞ୍ଜାମ…

ଅତିଥିଙ୍କୁ ଉପହାର ମିଳିବ ସ୍ବତନ୍ତ୍ର ରୁପା ମୁଦ୍ରା

ଅଯୋଧ୍ୟା, ୪।୮: ରାମମନ୍ଦିରର ଭୂମି ପୂଜନ ଉତ୍ସବ ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଶୁଭାରମ୍ଭ ହେବ। କାର୍ଯ୍ୟକ୍ରରେ ଯୋଗଦେବା ପାଇଁ ଅତିଥିଙ୍କୁ ନିମନ୍ତ୍ରିତ କରାଯାଇଛି। ଏହି ଅବସରରେ ସେମାନଙ୍କୁ ସ୍ବତନ୍ତ୍ର ରୁପା ମୁଦ୍ରା ଉପହାର ଦିଆଯିବାର ବ୍ୟବସ୍ଥା କରାଯାଇଛି। ରୁପା ମୁଦ୍ରାର…

ଭଣ୍ଡାରିପୋଖରୀରୁ ୩ ପଜିଟିଭ ଚିହ୍ନଟ: ରହଣିଆ ପଞ୍ଚାୟତର ୩ ୱାର୍ଡ ୭ ଦିନ ଶଟ୍‌ଡାଉନ

ଭଣ୍ଡାରିପୋଖରୀ,୪।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରୁ ମଙ୍ଗଳବା ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରହଣିଆ ପଞ୍ଚାୟତ ରାଣିଗଡ଼ିଆ ଗ୍ରାମରୁ ୨ ଜଣ ରହିଥିବା ବେଳେ ଆକୁଲିକଣା ଗ୍ରାମରୁ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଏହା ପରେ ରହଣିଆ…

ଶ୍ରୀନଗରରେ ହିଂସା ଆଶଙ୍କାରେ ୨ଦିନ କର୍ଫ୍ୟୁ ଜାରି: ରାସ୍ତା ବଜାର ସିଲ୍‌

ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଠିକ୍‌ ବର୍ଷେ ତଳେ କେନ୍ଦ୍ର ସରକାର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ୨୦୧୯ ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀର ନିଜର ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହରାଇଥିଲା। ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ବର୍ଷେ ପୂରିଛି। ଏହି ଦିନଟି…

ରାମମନ୍ଦିର ଆନ୍ଦୋଳନର ୪ ମହାରଥୀ ଏବେ ରାଜନୀତିରୁ ଦୂରରେ

ନୂଆଦିଲ୍ଲୀ, ୪।୮: ରାମମନ୍ଦିରର ଭୂମି ପୂଜନ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି। ବୁଧବାର ମଧ୍ୟାହ୍ନ ୧୨ଟା ୧୫ରେ ଭୂମି ପୂଜନ କାର୍ଯ୍ୟର ଶୁଭାରମ୍ଭ ହେବ। ତେବେ ଦିନେ ରାମମନ୍ଦିର ଆନ୍ଦୋଳନର ଚର୍ଚ୍ଚିତ ଚେହେରା ପାଲଟି ଥିବା ୪ ମହାରଥୀ…

ମୋମୋ ଖାଇବା ପଡ଼ିଲା ମହଙ୍ଗା: ଜାଣନ୍ତୁ କ’ଣ ହେଲା…

ରାଗ, ମସଲା ବା ଚଟ୍‌ପଟି ଖାଦ୍ୟ ଦେଖିବା ମାତ୍ରେ ପାଟିରୁ ଲାଳ ବହିଯାଏ। ଭାରତରେ ଅନେକ ଲୋକ ଏପରି ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ଚାଇନାର ଲୋକମାନେ ମସଲାଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତି। ହେଲେ ଚାଇନାର ଜଣେ ୬୩…

ରାମ ସବୁଥିରେ, ରାମ ନାମ ହିଁ ସାର: ଟୁଇଟ୍‌ କଲେ ପ୍ରିୟଙ୍କା

ଅଯୋଧ୍ୟା, ୪।୮: ରାମମନ୍ଦିର ଭୂମି ପୂଜନ ଆଉ ଗୋଟିଏ ଦିନ ପରେ ଅଗଷ୍ଟ ୫ରେ ହେବ। ଅଯୋଧ୍ୟା ଏନେଇ ଉତ୍ସବ ମୁଖର ହୋଇ ଉଠିଛି। ଏପରିସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ଟୁଇଟ୍‌ ନେଇ ଏବେ ଚର୍ଚ୍ଚା ଜାରି…

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଦାବି କଲେ ବିହାର ସରକାର

ପାଟନା,୪।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ ଘେରରେ ରହିଛି। ଜଣେ ଦକ୍ଷ ଅଭିନେତା କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ ବା…

ଜେଲ ଗଲା ବିଲେଇ: ଜାଣନ୍ତୁ କ’ଣ କରିଥିଲା

ଗୁରୁତର ଅପରାଧ ପାଇଁ ଏକ ବିଲେଇକୁ ଜେଲ ଯିବାକୁ ପଡିଛି। ମାତ୍ର ବିଲେଇଟି କିଛି ଦିନ ଜେଲରେ ରହିବା ପରେ ସେଠାରୁ ଖସି ପଳାଇବାରେ ସଫଳ ହୋଇଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଶ୍ରୀଲଙ୍କାରେ। ବିଲେଇକୁ ଡ୍ରଗ୍‌ସ ଏବଂ ସିମ୍‌…

ଭୂମି ପୂଜନ ପୂର୍ବରୁ ଏହି ନେତା ବଦଳାଇଲେ ଟୁଇଟରର ପ୍ରୋଫାଇଲ୍‌ ଫଟୋ

ଭୋପାଳ,୪।୮: ଉତ୍ତରପ୍ରଦେଶ ଅଯୋଧ୍ୟାରେ ଅଗଷ୍ଟ ୫ ଅର୍ଥାତ୍‌ ବୁଧବାର ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ କମଳା ରଙ୍ଗରେ ରଙ୍ଗେଇ ହୋଇଛି ରାମନଗରୀ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ: ପ୍ରଦୀପ ସିଂ ଟପ୍ପର, ୮ ନମ୍ବର ସ୍ଥାନରେ ଓଡ଼ିଶାର ଅଭିଷେକ

ନୂଆଦିଲ୍ଲୀ, ୪।୮: ୟୁପିଏସ୍‌ସି ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଜତିନ୍‌ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତିଭା ବର୍ମା ରହିଛନ୍ତି। ପରୀକ୍ଷା ଫଳ ୟୁପିଏସ୍‌ସି ଓ୍ବେସାଇଟ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri