Home

ଅପେକ୍ଷାର ଫଳ ମିଠା

ସତରେ ଅପେକ୍ଷାର ଫଳ ମିଠା। ହେଲେ ସେଥିପାଇଁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ନିକଟରେ ଜ୍ୟାକଲିନ୍‌ ଫର୍ନାଡିସ୍‌ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଅର୍ଥାତ୍‌, ସେ ଏକ ଚାଲେଞ୍ଜିଂ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବାକୁ ଚାହୁଁଥିଲେ, ଆଉ ତାଙ୍କୁ ଏପରି ଏକ…

ଆଇଓସିଏଲ୍‌ ବସାଇବ ଗ୍ରାସ୍‌ରୁଟ ନିଡେଲ କୋକର ୟୁନିଟ୍‌

ଭୁବନେଶ୍ୱର,୩ା୯ : ଇଣ୍ଡିଆନ ଅଏଲ୍‌ କର୍ପୋରେଶନ ଲିମିଟେଡ(ଆଇଓସିଏଲ୍‌) ପକ୍ଷରୁ ଏହାର ପାରାଦୀପ ରିଫାଇନେରିଠାରେ ଗ୍ରାସ୍‌ରୁଟ୍‌ ନିଡେଲ କୋକର ୟୁନିଟ୍‌ ସ୍ଥାପନ କରାଯିବ। କମ୍ପାନୀ ବୋର୍ଡ ଏ ନେଇ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟଧାରାକୁ ନିକଟରେ ମଞ୍ଜୁରୀ ପ୍ରଦାନ କରିଛି। ନିଜସ୍ବ ଗବେଷଣା ଏବଂ…

ଏସ୍‌ସିବିରେ କାର୍ଯ୍ୟକ୍ଷମ ହେବ ପ୍ରସ୍ତାବିତ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ,୨ା୯:ଏସ୍‌ସିବି ଆଇସୋଲେଶନ ୱାର୍ଡରେ ବର୍ତ୍ତମାନ କ୍ଷମତାଠାରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ଚିକିତ୍ସା କରାଯାଉଛି। ଏଥିଯୋଗୁ ରୋଗୀ ସେବା ପ୍ରଭାବିତ ହେବା ସହ ରୋଗୀ, ରୋଗୀ ସମ୍ପର୍କୀୟ ଓ ସ୍ବାସ୍ଥ୍ୟକର୍ମୀମାନେ ଏକ ପ୍ରକାର ମାନଶିକ ଚାପ ମଧ୍ୟରେ…

ଅବଧି ୧୦ ଦିନ ବୃଦ୍ଧି ପାଇଁ ୟୁଜିସିକୁ ଅନୁରୋଧ

ଭୁବନେଶ୍ୱର, ୨।୯(ବ୍ୟୁରୋ): ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଧାର୍ଯ୍ୟ କରାଯାଇଛି। ହେଲେ ଏହାକୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର…

ଖୋଲିବ ରେଷ୍ଟୁରାଣ୍ଟ, ବାର୍‌

ଭୁବନେଶ୍ୱର(ବ୍ୟୁରୋ),୩ା୯:ଦୀର୍ଘଦିନ ପରେ ପୁଣିଥରେ ରେଷ୍ଟୁରାଣ୍ଟରେ ବସି ଖାଇପାରିବେ ଲୋକେ। ଅନ୍‌ଲକ୍‌ ୪.୦ ଗାଇଲାଇନ୍‌ ଅନୁଯାୟୀ ରାଜ୍ୟରେ ରେଷ୍ଟୁରାଣ୍ଟ ଓ ବାର୍‌କୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଅନୁମତି ମିଳିବା ପରେ ବୁଧବାର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏନେଇ ହୋଟେଲ…

୫୦ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଅଭିଯୋଗ

ଭୁବନେଶ୍ୱର,୩ା୯(ବ୍ୟୁରୋ):ଜନ୍ମପୂର୍ବରୁ ମା’ର ଗର୍ଭ ନଷ୍ଟ କରିବାକୁ ଚାହୁଁଥିଲେ ବାପା। ହେଲେ ଜନ୍ମ ପରେ ଶିଶୁପୁତ୍ରଙ୍କୁ ଅନ୍ୟଜଣଙ୍କୁ ୫୦ହଜାର ଟଙ୍କାରେ ବିକ୍ରି କରିଦେଲେ। ଗତ କିଛିମାସ ତଳେ ରାଜଧାନୀରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା। ପୋଲିସଠାରୁ ନ୍ୟାୟ ନ ପାଇ ଶିଶୁପୁତ୍ରର ମା’…

ଓଡ଼ିଶୀ ସଙ୍ଗୀତ’ ପାଇଁ ବାଟ ଖୋଲିଲା

ଭୁବନେଶ୍ୱର,୩ା୯(ବ୍ୟୁରୋ):ଦୀର୍ଘଦିନ ଧରି ନିଜ ହକ୍‌ ପାଇପାରୁ ନ ଥିବା ଓଡ଼ିଶୀ ସଙ୍ଗୀତକୁ ମିଳିବ ଶାସ୍ତ୍ରୀୟ ମାନ୍ୟତା। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ଦେବାଲାଗି ନିଆଯିବ ତ୍ୱରିତ ପଦକ୍ଷେପ। ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ ପ୍ରସ୍ତାବ ବୁଧବାର ରାଜ୍ୟ କ୍ୟାବିନେଟ୍‌ରେ ପାରିତ…

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢୁଛି

ଖୋର୍ଦ୍ଧା ଅଫିସ, ୩ା୯:ରାଜୁଆ ଓ ଦୟା ଆଣିଛି ଦୁଃଖ। ଏହି ଦୁଇ ନଦୀରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା, ଜଟଣୀ, ବାଲିଅନ୍ତା, ବାଲିପାଟଣା ଓ ବେଗୁନିଆ ବ୍ଲକରେ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି। ଖୋର୍ଦ୍ଧା ବ୍ଲକର…

ଖୋଲା ଆକାଶ ତଳେ ବିପନ୍ନ

ପୁରୀ ଅଫିସ/କଣାସ(ସ୍ବ.ପ୍ର.),୩ା୯:ପୁରୀ ଜିଲାରେ ବନ୍ୟା ପରିସ୍ଥିତି ସ୍ଥିର ରହିଛି। ଜିଲାର ପ୍ରମୁଖ ନଦୀରେ ଯଦିଓ ବନ୍ୟା ପାଣି ଏତେଟା ବଢୁନାହିିଁ କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସିନାହିିଁ। କାରଣ ପୂର୍ଣ୍ଣିିମା ଯୋଗୁ ସମୁଦ୍ର ପାଣି ଟାଣୁନି। ତେଣୁ ବିଭିନ୍ନ ଅଞ୍ଚଳରୁ ବନ୍ୟାପାଣି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଥିବା ଜଣାପଡିଛି। ଆକାଉଣ୍ଟ ହ୍ୟାକ କରିବା ପରେ ହ୍ୟାକର୍ସମାନେ ବିଟକଏନ ଦାବି କରିଥିଲେ। ପିଏମ୍‌ ନ୍ୟାସନାଲ୍‌ ରିଲିଫ ପାଣ୍ଠିରେ କ୍ରିପ୍ଟୋ ମୁଦ୍ରା ମାଧ୍ୟମରେ ହ୍ୟାକର୍ସ ଟୁଇଟ୍‌ କରି ଦାନ ମାଗିଥିଲେ।…

୭ ପ୍ରକଳ୍ପ ଲାଗି ଖର୍ଚ୍ଚ ହେବ ୩୨୦୫.୬୭ କୋଟି

ଭୁବନେଶ୍ୱର,୩ା୯(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଷ୍ଟେଟ ଲେବେଲ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି(ଏସ୍‌ଏଲ୍‌ଏସଡବ୍ଲ୍ୟୁସିଏ)ବୈଠକରେ ୭ ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଗୁଡ଼ିକର ମୋଟ ମୂଲ୍ୟ ୩୨୦୫.୬୭ କୋଟି ଟଙ୍କା। ଏହାଦ୍ୱାରା ୨୪୯୪ଙ୍କ…

‘ଆୟକର ପ୍ରଶାସନକୁ ପାରଦର୍ଶୀ କରିବ ନୂଆ ବ୍ୟବସ୍ଥା’

ଭୁବନେଶ୍ୱର,୩ା୯:ଲୋକ ଚରିତ୍ର ମହାନ୍‌ ହେଲେ ପ୍ରଶାସନିକ କଟକଣା ଓ ଆଇନର ଛାଟ ଅନାବଶ୍ୟକ। ଟିକସ ପଇଠ କରିବାକୁ ସକ୍ଷମ ବ୍ୟକ୍ତିବିଶେଷ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାର ଆବଶ୍ୟକତା ରହିଛି। ନୂଆ ବ୍ୟବସ୍ଥା ଆୟକର ପ୍ରଶାସନକୁ ସ୍ବଚ୍ଛ ଏବଂ ପାରଦର୍ଶୀ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?