ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା: ମେଡିସିନ, ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର ବନ୍ଦ
ଝାରସୁଗୁଡ଼ା ଅଫିସ,୨୭ା୭: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହା ପରେ ତୁରନ୍ତ ମେଡିସିନ ବିଭାଗ, ରେଜିଷ୍ଟ୍ରେଶନ କାଉଣ୍ଟର ଏବଂ ଓପିଡି ବନ୍ଦ କରାଯାଇଛି। ୩ ଦିନ ପାଇଁ ଏହା…
ରାଜ୍ୟର ୬୧ ପ୍ରତିଶତ ଅଞ୍ଚଳରେ ନାହାଁନ୍ତି ପୋଲିସ: ରାଜସ୍ବ ବିଭାଗ କର୍ମଚାରୀଙ୍କ ହାତରେ ସୁରକ୍ଷା ଦାୟିତ୍ୱ
ଡେରାଡୁନ୍, ୨୭।୭: ସୁରକ୍ଷା ଦାୟିତ୍ୱ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି କାର୍ଯ୍ୟ ପୋଲିସ ବିଭାଗ ଉପରେ ନ୍ୟସ୍ତ ରହିଥାଏ। ତେବେ ଭାରତରେ ଏଭଳି ଏକ ରାଜ୍ୟ ରହିଛି ଯାହାର ୬୧ ପ୍ରତିଶତ ଦୁର୍ଗମ ଅଞ୍ଚଳରେ ପୋଲିସ ନାହାଁନ୍ତି। ସେମାନଙ୍କ ସ୍ଥାନରେ ରାଜସ୍ବ…
ଶଗଡ ଚଢିଲେ ଶିକ୍ଷକ, ଜାଣନ୍ତୁ କାହିଁକି
ମଧ୍ୟ ପ୍ରଦେଶର ଜଣେ ଶିକ୍ଷକ ଶଗଡ ଚଢି ଚର୍ଚ୍ଚାକୁ ଆସିଛନ୍ତି। ରାୟସେନ ଜିଲାର ସାଲେଗଡ ଗ୍ରାମର ପ୍ରାଥମିକ ସ୍କୁଲରେ ଶିକ୍ଷକ ଥିବା ନୀରଜ ସକ୍ସେନା ଶଗଡରେ ବହି ବୋହି ସ୍କୁଲକୁ ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଇଣ୍ଟଖେଡି ସଙ୍କୁଲ…
ଭଦ୍ରକରେ ଆଉ ୨୫ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭ରେ ପହଞ୍ଚିଲା
ଭଦ୍ରକ ଅଫିସ,୨୭ା୭: ସୋମବାର ଭଦ୍ରକ ଜିଲାରୁ ଆଉ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ,…
ଚାଇନା ବୁଦ୍ଧି ଶିଖିଲା: ଅଧାବାଟରେ ଅଟକିଲା ଏସ୍-୪୦୦ ମିଜାଇଲ୍ ଡିଫେନ୍ସ୍ ସିଷ୍ଟମ
ବେଜିଂ/ମସ୍କୋ, ୨୭।୭: ଚାଇନା ଏବେ ବୁଦ୍ଧି ଶିଖିଛି। ରୁଷ୍ ପକ୍ଷରୁ ଚାଇନାକୁ ଏସ୍-୪୦୦ ମିଜାଇଲ୍ ଡିଫେନ୍ସ୍ ସିଷ୍ଟମ୍ ଯୋଗାଇଦେବା ନେଇ ଚୁକ୍ତି ହୋଇଥିଲା। ତେବେ ଏହାର ଡେଲିଭରୀ ଦେବାକୁ ରୁଷ୍ ଏବେ ମନା କରିଛି। ଏହାପଛର କାରଣ ମଧ୍ୟ ରୁଷ୍ କହିନାହିଁ।…
ଆଜି ଆଉ ୭ ଜୀବନ ନେଲା କରୋନା: ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି
ଭୁବନେଶ୍ୱର,୨୭ା୭(ବ୍ୟୁରୋ) : ସୋମବାର ରାଜ୍ୟରେ କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ…
ଡ୍ୟୁଟି ସରିବା ପରେ ଏମିତି କାମ କରି ଚର୍ଚ୍ଚାରେ ପୋଲିସ କର୍ମଚାରୀ
ପୋଲିସ ଡ୍ୟୁଟି ସହଜ ନୁହେଁ। ଅନ୍ୟର ଜୀବନ ସୁରକ୍ଷିତ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାନ୍ତି ପୋଲିସ କର୍ମଚାରୀ। କରୋନା ଯୋଗୁ ମଧ୍ୟ ସେମାନଙ୍କ କାର୍ଯ୍ୟ ଆହୁରି ବଢିଯାଇଛି। ଘରଠାରୁ ଦୂରରେ ରହି ପୋଲିସ କର୍ମଚାରୀ ଅନ୍ୟର ସହାୟତା…
ଲୋକେ ଭକୁଆ: କରୋନା ଟୀକାର ଦେଖାନାହିଁ, ଅଫିସରଙ୍କ ପକେଟ ଗରମ
ଓ୍ବାଶିଂଟନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। କରୋନା ପ୍ରତିଷେଧକ ଟୀକା ଆଶାରେ ସାଧାରଣ ଲୋକଙ୍କ ଜୀବନ ବିତୁଛି। କେବେ ଟୀକା ଆସିବ ମଣିଷ ମହାମାରୀ ସମସ୍ୟାରୁ ମୁକ୍ତି ପାଇବ, ସେନେଇ ଲୋକେ ଆଶାବାନ୍ଧି ବସିଛନ୍ତି।…
୧୬୫ କୋଟି ଟଙ୍କା ଲଟେରୀ ଜିତିବା ପରେ ଏହି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ କଲେ ବ୍ୟକ୍ତି
ଜୀବନରେ ଟଙ୍କା ନା ବନ୍ଧୁତ୍ୱ ବଡ। ଦୁଇ ବୃଦ୍ଧ ସାଙ୍ଗକୁ ଦେଖିଲେ ଆପଣ ଟଙ୍କ କଥା କିଛି ସମୟ ପାଇଁ ଭୁଲି ଯିବେ। ବନ୍ଧୁତାର ଏକ ମିଶାଲ ପ୍ରସ୍ତୁତ କରିଛନ୍ତି ଏହି ଦୁଇ ବୃଦ୍ଧ। ଆମେରିକାର ଓ୍ବିସ୍କୋସିନ୍ସରେ ରହୁଥିବା ଦୁଇ ବନ୍ଧୁ…
CORONAVIRUS UPDATE: ରାଜ୍ୟରେ ୨୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୫୦୩
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ସୋମବାର ଆଉ ୧୫୦୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୦୨ ଜଣ…
ଏହି ମହିଳାଙ୍କ ପାଇଁ ପ୍ରଥମେ କେକ୍ ପ୍ରସ୍ତୁତ କରିଥିଲେ କୋହଲି
କରୋନା ଯୋଗୁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଘରେ ସମୟ ବିତାଉଛନ୍ତି। ଲକଡାଉନ ଆରମ୍ଭରୁ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସେ ମୁମ୍ବାଇରେ ଅଛନ୍ତି ଏବଂ ଏହି ସମୟ ମଧ୍ୟରେ ଉଭୟ ସୋସିଆଲ ମିଡିଆରେ ଫଟୋ ଶେୟାର କରୁଛନ୍ତି। ଲକ୍ଡାଉନ୍…
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ଟପିଲା
ନୂଆଦିଲ୍ଲୀ, ୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛିି। ସୋମବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୨ ହଜାର ୭୭୧ ଛୁଇଁଛି। ଗତ ୨୪ ଘଣ୍ଟାରେ…
Archives


