Home

ପିପିଇ କିଟ୍‌ ପିନ୍ଧି ଡାକ୍ତରଖାନା ଟଏଲେଟ୍‌ ସଫା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ଚେନ୍ନାଇ,୩୦ା୮: ସରକାରୀ ଡାକ୍ତରଖାନାର ଟଏଲେଟ୍‌ ଅବସ୍ଥା କିପିର କରାଯାଏ ତାହା ଊଣା ଅଧିକେ ସମସ୍ତଙ୍କୁ ଜଣା। ଦେଶର ଅଧିକାଂଶ ସରକାରୀ ଡାକ୍ତରଖାନା ଅବସ୍ଥା ଏମିତି। ଏହି ସମୟରେ ପୁଡୁଚେରୀରେ ଥିବା ସରକାରୀ ଡାକ୍ତରଖାନାର ଚିତ୍ର ଲୋକଲୋଚନକୁ ଆସିଛି। ଯେତେବେଳେ ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ…

ଧୋନୀଙ୍କୁ ଇମରାନଙ୍କ ସହ ତୁଳନା କଲେ ପାକିସ୍ତାନର ପୂର୍ବ ଅଧିନାୟକ: କହିଲେ ଏଭଳି କିଛି..

ନୂଆଦିଲ୍ଲୀ,୩୦।୮: ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଜଣାଇବା ପରେ କ୍ରିକେଟ ପ୍ରତି ଯୋଗଦାନ ନିମନ୍ତେ କୋଟି କୋଟି ଲୋକ…

ମହାକାଶରେ ଉପଗ୍ରହ ଭିଡ଼: ଗବେଷଣାରେ ସୃଷ୍ଟି ହେବ ବାଧା !

ଓ୍ବାଶିଂଟନ, ୩୦।୮: ଆଗାମୀ ଦିନରେ ମହାକାଶ ଗବେଷଣା କ୍ଷେତ୍ରରେ ବାଧା ସୃଷ୍ଟି ହେବା। ଏନେଇ ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ଧୀରେଧୀରେ ମହାକାଶରେ କୃତ୍ରିମ ଉପଗ୍ରହଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅକାମୀ ହୋଇଯାଇଥିବା ଉପଗ୍ରହଗୁଡ଼ିକ ଏଣେତେଣେ ଘୁରି ବୁଲୁଛନ୍ତି। ଏହାଯୋଗୁ ଭବିଷ୍ୟତର…

ରୁଷିଆ ଆଣିଲା ନୂଆ ଡିଭାଇସ୍‌ : ମାତ୍ର କେଇ ସେକେଣ୍ଡରେ ଚିହ୍ନଟ ହେବ କରୋନା

ମସ୍କୋ,୩୦ା୮: କରୋନା ଭାଇରସ୍‌ ଭଳି ମହାମାରୀ ସମୟରେ ରୁଷିଆ ଏମିତିି ଏକ ଉପକରଣ ବାହାର କରିଛି ଯାହା ବାୟୁ ଦ୍ୱାରା ଭୂତାଣୁ, ବିଷାକ୍ତ ପଦାର୍ଥ ଏବଂ ଜୀବାଣୁ ଚିହ୍ନଟ କରିବାରେ ସକ୍ଷମ ହେବ। ଏହି ଉପକରଣଟି କରୋନା ଭୂତାଣୁ ମଧ୍ୟ ଚିହ୍ନଟ…

ଭିକାରିଙ୍କୁ ଚାକିରି ଦେବେ ରାଜ୍ୟ ସରକାର

ଜୟପୁର, ୩୦।୮: ଭିକାରିଙ୍କୁ ଚାକିରି ଦେବାକୁ ରାଜସ୍ଥାନ ସରକାର ଅଣ୍ଟା ଭିଡ଼ିଛନ୍ତି। ରାସ୍ତାଘାଟ, ପର୍ଯ୍ୟଟନସ୍ଥଳ, ଧର୍ମସ୍ଥଳ ଆଦିରେ ଭିକାରିଙ୍କ ଯୋଗୁ ଭିଡ଼ ସୃଷ୍ଟି ହେଉଛି। ତେଣୁ ଭିକାରିଙ୍କୁ କର୍ମନିଯୁକ୍ତି ଦେବା ଲାଗି ଯୋଜନା କରାଯାଉଛି। ଏନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ…

ଆପଣଙ୍କ ଫୋନ୍‌ ଅନ୍ୟ କେହି ଦେଖୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ପାସ୍‌ଓ୍ବାର୍ଡ ନ ପଡ଼ି ମଧ୍ୟ ଖୋଲିବନି

ଆପଣ ନ ଥିବା ସମୟରେ ଆପଣଙ୍କ ଫୋନ୍‌ ଅନ୍ୟ କେହି ଦେଖୁଛନ୍ତି କି? ସେ ସାଙ୍ଗସାଥୀ ହୁଅନ୍ତୁ କି ଆଉ କେହି। ଏମିତି କି ଆପଣ ମଧ୍ୟ ସେମାନଙ୍କୁ ମନା ବି କରିପାରିବେନି ଯେ, ସେ ଆପଣଙ୍କ ଫୋନ୍‌ ଛୁଅନ୍ତୁ ବୋଲି।…

ପୁଣି ନୂଆ ବିପଦ: କରୋନା ଯୋଗୁ ପ୍ରଜନନ କ୍ଷମତା ହରାଇ ବସୁଛନ୍ତି ପୁରୁଷ !

ନୂଆଦିଲ୍ଲୀ, ୩୦।୮: କରୋନା ମହାମାରୀର ପ୍ରଭାବ ଯୋଗୁ ପରବର୍ତ୍ତୀ ସମୟରେ ନୂଆ ବିପଦ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। କରୋନା ପ୍ରଭାବରେ ପୁରୁଷ ପ୍ରଜନନ କ୍ଷମତା ହରାଇ ବସୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। କରୋନା ଆକ୍ରାନ୍ତ ପୁରୁଷଙ୍କର ଟେଷ୍ଟୋଷ୍ଟେରନ୍‌…

୯ ଜିଲାରୁ ୧୨ ମୁଣ୍ଡ ନେଲା କରୋନା: ଗଞ୍ଜାମରୁ ସର୍ବାଧିକ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ଆଉ ୧୨ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରର ୫୩ ବର୍ଷୀୟ ବ୍ୟକ୍ତି, କଟକର ୬୩ ବର୍ଷୀୟ ବୃଦ୍ଧ, ଗଞ୍ଜାମର(୩୫ ବର୍ଷୀୟ ବ୍ୟକ୍ତି, ୩୦ ବର୍ଷୀୟ ବ୍ୟକ୍ତି, ୬୫ ବର୍ଷୀୟ ବୃଦ୍ଧ, ୫୦ ବର୍ଷୀୟ ବ୍ୟକ୍ତି), ଯାଜପୁରର…

ଏକାଧିକ ଲଢ଼େଇ ଲଢୁଛି ଦେଶ: ମୋଦି

ନୂଆଦିଲ୍ଲୀ, ୩୦।୮: କରୋନା ମହାମାରୀ ସଙ୍କଟ ସମୟରେ ଦେଶ ଏକାଧିକ ଲଢ଼େଇ ଲଢୁଛି। ସୀମାରେ ଲଢ଼େଇ ସହିତ ଦେଶ ଭିତରେ ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରାଯିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି। ଏପରିସ୍ଥଳେ ଆତ୍ମନିର୍ଭର ଭାରତ ଗଠନ ଅପରିହାର୍ଯ୍ୟ ହୋଇପଡ଼ିଛି। ଆତ୍ମନିର୍ଭର…

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର

ଭଦ୍ରକ ଅଫିସ,୩୦ା୮: ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରୁ ଜଣେ ଅନୁସୂଚିତ ଜନଜାତିର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଭଦ୍ରକ ଚାଇଲ୍ଡଲାଇନ୍‌ । ସମ୍ପୃକ୍ତା ନାବାଳିକାକୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବା ପରେ ଆସିଆନା ମୁକ୍ତ ଆଶ୍ରୟସ୍ଥଳୀରେ…

ପୁତ୍ର ମୋହରେ ଅନ୍ଧ କଂଗ୍ରେସ: ଦଳରେ ବାଡ଼ ଡିଆଁ ଆଶଙ୍କା ଘନଉଛି !

ନୂଆଦିଲ୍ଲୀ, ୩୦।୮: କଂଗ୍ରେସରେ ଘର କନ୍ଦଳ ଏବେ ପଦାକୁ ଆସିବାରେ ଲାଗିଛି। ଗାନ୍ଧୀ ପରିବାର ଉପରେ ଆଶ୍ରିତ କଂଗ୍ରେସ ଦଳରେ ଚାଲିଥିବା କାମଚଳା ନୀତି ଯୋଗୁ ବହୁ ସଦସ୍ୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଲାଗି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିନ୍ତା…

ଓଡ଼ିଶାରେ ୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା: ଆଜି ଚିହ୍ନଟ ହେଲେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ରାଜ୍ୟରେ ରବିବାର ଆଉ ୩୦୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮୬୮ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୧୪୬ ଲୋକାଲ କଣ୍ଟାକ୍ଟ ଅଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧,୦୦,୯୩୪କୁ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ୨୯୬୮୫ ଆକ୍ଟିଭ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri