Home

ଘରର ଏସବୁ ସ୍ଥାନରେ ଲଗାନ୍ତୁ ଏହି ୪ ବୃକ୍ଷ: ବଢ଼ିବ ଧନପ୍ରାପ୍ତିର ଯୋଗ

ବାସ୍ତୁଶାସ୍ତ୍ର ଅନୁଯାୟୀ ବିଭିନ୍ନ ବୃକ୍ଷ ଘର ଏବଂ ପରିବାରର ସଦସ୍ୟଙ୍କ ଜୀବନରେ ପ୍ରଭାବ ପକାଇଥାଏ। ଏପରିକି ସଠିକ୍‌ ଦିଗରେ ରଖିବା ଦ୍ୱାରା ଧନପ୍ରାପ୍ତିର ଯୋଗ ବଢ଼ିଥାଏ। ଏଣୁ ସବୁ ବୃକ୍ଷ ପାଇଁ ଏକ ନିଦ୍ଦିଷ୍ଟ ଦିଗ ରହିଛି। ଯଦି ସେଭଳି ରଖାଯାଏ…

ଗାଧୋଇବାକୁ ଯାଇ ବ୍ରାହ୍ମଣୀରେ ବୁଡ଼ିଗଲେ ବୃଦ୍ଧ

କଣିହାଁ,୩ା୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ବିକିଶର ଗ୍ରାମରେ ବ୍ରାହ୍ମଣୀରେ ବୁଡ଼ିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସେହି ଗ୍ରାମର ନବୀନା ନାଏକ (୭୦)। ନବୀନାଙ୍କ ପୁଅ କିଶୋରୀ ଅଭିଯୋଗ ମୁତାବକ ତାଙ୍କ ବାପା (ବୁଧବାର) ଅପରାହ୍ନ…

କୋଟିଏ କି ୨ କୋଟି ନୁହେଁ, ଏହି ମେଣ୍ଢାର ଦାମ୍‌ ରହିଛି …

ଅତି ବେଶିରେ ଲକ୍ଷେ କି ୨ ଲକ୍ଷ ଟଙ୍କାରେ ମେଣ୍ଢା କିଣାବିକା ଖବର ଶୁଣିଥିବେ । ମାତ୍ର ଏମିତି ଏକ ମେଣ୍ଢା, ଯାହା ବିଶ୍ୱର ସବୁଠାରୁ ଦାମୀ ଭାବେ ପରିଗଣିତ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏହି…

ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ, ହାତ ମିଳାଇବାକୁ ବଢାଇବାରୁ ଏମିତି ଦେଲେ ଉତ୍ତର

ମସ୍କୋ,୩।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ)ରେ ଯୋଗ ଦେବାକୁ ପାଇଁ ବୁଧବାର ମସ୍କୋରେ ପହଞ୍ଚିଛନ୍ତି। ଏଠାରେ ସେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟି ଦ୍ୱିପାକ୍ଷୀୟ ସହଯୋଗ ବଢାଇବା ନେଇ ଆଲୋଚନା କରିବେ। ଏହି ସମୟରେ…

ହନିଟ୍ରାପ୍‌ଙ୍କ ସହିତ ଜେଲରଙ୍କ ଫଟୋ ଭାଇରାଲ

ଭୋପାଳ, ୩।୯: ଜଣେ ଜିଲା ଜେଲରଙ୍କ ଫଟୋ ଏବେ ସୋସିଆଲ୍‌ ମିଡ଼ଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ହନିଟ୍ରାପ୍‌ ଶ୍ୱେତା ବିଜୟ ଜୈନଙ୍କ ସହିତ ଇନ୍ଦୋର ଜିଲା ଜେଲର କେ.କେ.କୁଳଶ୍ରେଷ୍ଠଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଅପ୍‌ଲୋଡ୍‌ କରାଯାଇଛି। ଏହାକୁ ନେଇ…

ଧରାପଡ଼ିଲେ ୧୨ ଜାଲ୍‌ ଶିକ୍ଷକ

କେନ୍ଦୁଝର, ୩ା୯(ସ୍ବ.ପ୍ର.):ବାହାର ରାଜ୍ୟ ବିଶ୍ୱବିଦ୍ୟାଳୟରୁ ଜାଲ୍‌ ବିଏଡ୍‌ ପ୍ରମାଣପତ୍ର ଆଣି କେନ୍ଦୁଝର ଜିଲା ଅନ୍ତର୍ଗତ ୮ ଟି ବ୍ଲକରେ ଶିକ୍ଷକ ଚାକିରି କରୁଥିବା ୧୨ ଚୁକ୍ତିଭିତ୍ତିକ ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ ୭ଦିନ ମଧ୍ୟରେ ଥାନାରେ ଏତଲା ଦେବାକୁ ଜିଲା ପ୍ରକଳ୍ପ…

ମହିଳାଙ୍କୁ ଗଛରେ ବାନ୍ଧି ମାଡ଼: ଭିଡିଓ ଭାଇରାଲ ପରେ ପୋଲିସର ତନାଘନା

ଭଦ୍ରକ ଅଫିସ,୩ା୯ :ଭଦ୍ରକ ଟାଉନ ଥାନା ଅଞ୍ଚଳରେ ବକେୟା ଟଙ୍କା ଓ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୁଧବାର ମଧ୍ୟାହ୍ନରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଉକ୍ତ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ…

ସ୍ମାର୍ଟସିଟି ଯୋଜନା ବାଟବଣା

ଭଦ୍ରକ ଅଫିସ, ୩ା୯: ଭଦ୍ରକ ପୌରପାଳିକା ପକ୍ଷରୁ ୧୫ମାସ ପୂର୍ବେ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ପରିକଳ୍ପନା କରାଯାଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ମାତ୍ର ମହତାବ ଛକରୁ ଘୋଷରା ବଜାର ପର୍ଯ୍ୟନ୍ତ…

ମାସ୍କ ପିନ୍ଧିବା ପାଇଁ ପୋଲିସ କଲା ଏମିତି ଅନୁରୋଧ, ଜାଣିଲେ କରିବେ ପ୍ରଶଂସା

ପୁଣେ,୩ା୯: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ସ୍ଥାନକୁ ନ ଯିବା ପାଇଁ ବାରଣ କରାଯାଉଛି। ଯଦି ଜରୁରୀ କାମ ପଡ଼େ ତେବେ ମାସ୍କ ବାନ୍ଧିବାକୁ ଲଗାତର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି। ମାତ୍ର…

ବିବାହିତ ମହିଳାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ ନେଇ ଗଣମାଧ୍ୟମରେ ବେଶ୍‌ ଆଲୋଚନା ମଧ୍ୟ ହୋଇଥାଏ। କିନ୍ତୁ ଏମିତି ଜଣେ କ୍ରିକେଟର ଅଛନ୍ତି…

ଶନିବାର ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷାଫଳ

ଭୁବନେଶ୍ୱର,୩।୯(ବ୍ୟୁରୋ): ଆସନ୍ତା ଶନିବାର ଯୁକ୍ତ ୨ କଳା ପରୀକ୍ଷାଫଳ ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ସିଏଚ୍‌ଏସ୍‌ଇର କାର୍ଯ୍ୟାଳୟରେ ଫଳ ପ୍ରକାଶ ପାଇବା ନେଇ ଗୁରୁବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ବାଣିଜ୍ୟ ଓ…

ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ପଜିଟିଭ୍‌

ଭୁବନେଶ୍ୱର,୩।୯(ବ୍ୟୁରୋ): ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିବା ନେଇ ସେ ଗୁରୁବାର ସୂଚନା ଦେଇଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri