Home

୧୧ ରାଜ୍ୟ ସଭା ଆସନ ପାଇଁ ନଭେମ୍ବର ୯ରେ ନିର୍ବାଚନ

ନୂଆଦିଲ୍ଲୀ, ୧୩।୧୦: ନଭେମ୍ବର ୯ରେ ୧୧ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି। ନିର୍ବାଚନ ପାଇଁ ଅକ୍ଟୋବର ୨୦ରୁ ୨୭ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ।…

କିଛି ବର୍ଷ ମଧ୍ୟରେ ଉତ୍ତରମେରୁ ହେବ ବରଫ ଶୂନ୍ୟ: ମିଶନ ଆଇସ୍‌ବ୍ରେକର ରିପୋର୍ଟ

ଓ୍ବାଶିଂଟନ, ୧୩।୧୦: ପୃଥିବୀର ଉତ୍ତରମେରୁ ଆସନ୍ତା କିଛି ବର୍ଷ ମଧ୍ୟରେ ବରଫ ଶୂନ୍ୟ ହେବ। ଖରାଦିନେ ଏଠାରେ ଆଉ ବରଫର ଆବରଣ ରହିବ ନାହିଁ। ମିଶନ ଆଇସ୍‌ବ୍ରେକର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ ରହିଛି। ଉତ୍ତରମେରୁରେ ଅନ୍ତର୍ଜାତୀୟସ୍ତରରେ ବୈଜ୍ଞାନିକମାନଙ୍କ ଦ୍ୱାରା…

ସମସ୍ତ ସରକାରୀ ସ୍କୁଲ ହେଲା ଡିଜିଟାଲ

ଥିରୁଭାନନ୍ତପୁରମ୍‌, ୧୩।୧୦: ପାଠପଢ଼ାରେ ଏକ ନମ୍ବର ରାଜ୍ୟ ପାଲଟି ଥିବା କେରଳରେ ଏବେ ଏକ ନୂଆ ଯୋଜନାରେ ରେକର୍ଡ କରିଛି। ରାଜ୍ୟ ସରକାର ସମସ୍ତ ସରକାରୀ ସ୍କୁଲକୁ ଡିଜିଟାଲ କରିିଛନ୍ତି। ରାଜ୍ୟର ୧୬ ହଜାର ସେକେଣ୍ଡାରୀ ଏବଂ ପ୍ରାଇମେରୀ ସ୍କୁଲରେ ଏବେ…

ଆରୋଗ୍ୟ ସେତୁ ଆପ୍‌କୁ ପ୍ରଶଂସା କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା, ୧୩।୧୦: କରୋନା ମହାମାରୀ ସଙ୍କଟ ପୃଥିବୀରେ ଥମିବାର ନାଁ ଧରୁନି। ଏପରିସ୍ଥଳେ ଭାରତର ଯୋଜନାବଦ୍ଧ କରୋନା ଲଢ଼େଇକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରଶଂସା କରାଯାଇଛି। ଭାରତରେ ଆରୋଗ୍ୟ ସେତୁ ଆପ୍‌ ଯୋଗୁ କରୋନା ସଂକ୍ରମଣ ସୀମିତ ହୋଇ ରହିଥିବା…

ପୋଙ୍ଗୋଙ୍ଗରେ ଡ୍ରାଗନର ନଜର: ବ୍ୟବହାର କରୁଛି ହାଇସ୍ପିଡ୍‌ ପାଟ୍ରୋଲିଂ କ୍ରାଫ୍ଟ୍‌

ଲେହ, ୧୩।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ଭାରତୀୟ ସେନାର କଡ଼ା ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଚାଇନା ଏବେ ପୋଙ୍ଗୋଙ୍ଗ ହ୍ରଦରେ ଅଣ୍ଡର ଓ୍ବାଟର ଗତିବିଧିକୁ ଜୋରଦାର କରିଛି। ଚାଇନା ଏଠାରେ ହାଇସ୍ପିଡ୍‌ ପାଟ୍ରୋଲିଂ…

ବିହାର ବିଧାନସଭା ନିର୍ବାଚନ: ୫୦ ଆସନରେ ପ୍ରାର୍ଥୀ ଦେବ ଶିବସେନା

ମୁମ୍ବାଇ, ୧୩।୧୦: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏଠାରେ ୪୦ରୁ ୫୦ ଆସନରେ ଶିବସେନା ପ୍ରାର୍ଥୀ ଦେବ ବୋଲି ଯୋଜନା କରିଛନ୍ତି। ଏନେଇ ଶିବସେନା ପକ୍ଷରୁ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ଶିବସେନା ପ୍ରତିନିଧି ଏନେଇ ବିହାର ଯିବେ…

ପିଓକେରେ ପାକିସ୍ତାନକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ଲୋକେ

ମୁଜାଫରାବାଦ, ୧୩।୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାରକୁ ନିଜ ଦେଶରେ ମଧ୍ୟ ଲୋକେ ବିରୋଧ କରୁଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ରେ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗିଲଗିଟ୍‌ ବଲ୍ଟିସ୍ତାନକୁ ପ୍ରଦେଶର ମାନ୍ୟତା ଦେବାକୁ ନେଇ ପାକିସ୍ତାନ ସରକାରଙ୍କ ଯୋଜନାକୁ ଲୋକେ…

ମା’ ହେବେ ସାଗରିକା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, କରୀନା କପୁରଙ୍କ ସମେତ ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ମା’ ହେବାକୁ ଯାଉଛନ୍ତି। ସେ ହେଲେ ‘ଚକ୍‌ ଦେ ଇଣ୍ଡିଆ’ ଅଭିନେତ୍ରୀ ସାଗରିକା ଘାଟଗେ। ତେଣୁ ସାଗରିକା ଏବଂ ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ…

ତଙ୍ଗଧାରରେ ଅସ୍ତ୍ରଶସ୍ତ୍ର ଚୋରା କାରବାରର ପର୍ଦ୍ଦାଫାଶ୍‌

ଶ୍ରୀନଗର, ୧୩।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ପାକିସ୍ତାନ ଲଗାତାର ଏଲ୍‌ଓସି ବାଟ ଦେଇ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣର ଉଦ୍ୟମ ଅବ୍ୟାହତ ରଖିଛି। ତଙ୍ଗଧାର ସେକ୍ଟରରେ ଅସ୍ତ୍ରଶସ୍ତ୍ର ଚୋରା କାରବାରର ପର୍ଦ୍ଦାଫାଶ୍‌ ହୋଇଛି। ଭାରତୀୟ ସେନା…

ପୂଜାଙ୍କ ଭାଗ୍ୟ ହ୍ରିତିକ୍‌ଙ୍କ ସହିତ ଅଭିନୟ ପରେ ଖୋଲିଥିଲା…

ମୁମ୍ବାଇ,୧୩।୧୦: ସାଉଥ୍‌ ଅଭିନେତ୍ରୀ ପୂଜା ହେଗ୍‌ଡ଼େ ମଙ୍ଗଳବାର ନିଜର ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ବର୍ଷରେ ପାଦ ଥାପିଛନ୍ତି। ୧୯୯୦ ଅକ୍ଟୋବର ୧୩ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ମହେଞ୍ଜୋଦାରୋର ନାୟିକା ଭାବେ ପୂଜା ବେଶ୍‌…

ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇଦ୍ରାବାଦ, ୧୩ା୧୦: ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ସୋସିଆଲ ମିଡିଆରେ ଭୁଲ୍‌ ଭାବେ ଦର୍ଶାଇ ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯିବା ପରେ ସୋମବାର ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଚାରପତିଙ୍କ ମାନହାନି ହେବା ଘଟଣାରେ ମାମଲା ରୁଜୁ କରିବାକୁ…

ଫାରୁକ୍‌ଙ୍କୁ ଭାଜପାର ସମାଲୋଚନା

ନୂଆଦିଲ୍ଲୀ, ୧୩ା୧୦:ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ମନ୍ତବ୍ୟକୁ ନେଇ ଭାଜପା ତୀବ୍ର ସମାଲୋଚନା କରିଛି। ଚାଇନା ୩୭୦ ଧାରା ଉଚ୍ଛେଦକୁ ବେଆଇନ ବୋଲି କହୁଛି। ଏହାର ସହାୟତାରେ ଜମ୍ମୁ-କଶ୍ମୀରରେ ୩୭୦ ଧାରା ପୁନଃ ଲାଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?