Home

ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ, ୧୨ା୮: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ି ଥିବା ଜଣାପଡ଼ିଛି। ସେ ଏବେ ମିଲିଟାରି ହସ୍ପିଟାଲରେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ୮୪ ବର୍ଷୀୟ ମୁଖାର୍ଜୀ ସୋମବାର ମସ୍ତିଷ୍କ ସର୍ଜରି ପୂର୍ବରୁ କରୋନା…

କ୍ୟାବିନେଟ୍‌ ବୈଠକ ଆଜି

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ୫ଟା ୩୦ମିନିଟ୍‌ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଭିଡିଓ କନ୍‌ଫରେନ୍ସରେ ହେବାକୁ ଥିବା ଏହି ବୈଠକରେ ୧୮ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।…

ମୋଦିଙ୍କ ଯୋଜନା ଗୁଜରାଟରେ ପ୍ରତ୍ୟାଖ୍ୟାତ

ଅହମ୍ମଦାବାଦ/ନୂଆଦିଲ୍ଲୀ,୧୨ା୮ : ଭାଜପା ଶାସିତ ଗୁଜରାଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ)କୁ ଶକ୍ତ ଝଟ୍‌କା ଲାଗିଛି। ଗୁଜରାଟ ଏହି ମହତ୍ତ୍ୱାକାଂକ୍ଷୀ ଶସ୍ୟ ବୀମା ଯୋଜନାକୁ ଅତ୍ୟଧିକ ପ୍ରିମିୟମ ବୋଝ ସୃଷ୍ଟିକାରୀ ଭାବେ ଅଭିହିତ କରି ପ୍ରତ୍ୟାଖ୍ୟାନ କରିଦେଇଛି। ପୂର୍ବରୁ ପଶ୍ଚିମବଙ୍ଗ, ବିହାର,…

୨୯୬ ଛୁଇଁଲା କରୋନା ମୃତ୍ୟୁ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୧୦ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ଜୀବନ ଯାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ୧୦ ମୃତକଙ୍କ…

ରୁଷିଆ କହୁଛି ଭାକ୍ସିନ ଆଣିଲା

ମସ୍କୋ/ଜେନେଭା,୧୨ା୮ (ଆଇଏଏନ୍‌ଏସ୍‌): ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଇଚାଲିଥିବା ଆତଙ୍କ ସୃଷ୍ଟିକାରୀ ମହାମାରୀ କରୋନାର ପ୍ରଥମ ଟିକା ରୁଷିଆ ଉଦ୍ଭାବନ କରିଛି। ମଙ୍ଗଳବାର ସକାଳେ ‘ସ୍ପୁଟନିକ୍‌ ଭି’ ଭାକ୍ସିନକୁ ମଞ୍ଜୁରୀ ଦିଆଯାଇଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଏହି…

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କ୍ୟାନସର, ଚିକିତ୍ସା ପାଇଁ ଯିବେ ବିଦେଶ

ମୁମ୍ବାଇ, ୧୨।୮: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର। ସଞ୍ଜୟଙ୍କୁ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ତୃତୀୟ ଷ୍ଟେଜ୍‌ରେ ଅଛି। ଏହାର ଚିକିତ୍ସା ପାଇଁ ସେ ଶୀଘ୍ର ବିଦେଶ ଯିବେ…

ରୁଷିଆର କରୋନା ଟିକା ଉପରେ ବିଶ୍ୱକୁ ହେଉନାହିଁ ଭରସା? ଜାଣନ୍ତୁ ୫ କାରଣ

ମସ୍କୋ,୧୧।୮: ରୁଷିଆ ଆଣିଲା ବିଶ୍ୱର ପ୍ରଥମ କରୋନା ଟିକା। ଏନେଇ ମଙ୍ଗଳବାର ରୁଷିଆ ପ୍ରଧାନମନ୍ତ୍ରୀ ଭ୍ଲାଡିମିର ପୁଟିନ୍‌ ଘୋଷଣା କରିଛନ୍ତି। ହେଲେ ଏହାର ଟିକାକୁ ସନ୍ଦେହଜନକ ଦୃଷ୍ଟିରେ ଦେଖାଯାଉଛି। କାରଣ କରୋନା ଟିକା ପ୍ରସ୍ତୁତ ନେଇ ଶହେରୁ ଅଧିକ ଦେଶ ପ୍ରୟାସ…

ରାଜ୍ୟରେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୭୮୫ କରୋନା ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବଧିକ ୪୦୪ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୨୬୩, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେନ୍ଦୁଝରରୁ ୧୦୧, ମାଲକାନଗିରିରୁ ୯୧, କନ୍ଧମାଳରୁ ୮୪, ରାୟଗଡ଼ାରୁ ୮୧, ଗଜପତିରୁ ୮୦,…

‘ବୁଲାତି ହେ ପର୍‌ ଜାନେକା ନେହିଁ’: ଆଜି ବି ଇଣ୍ଟରନେଟରେ ଭାଇରାଲ ଇନ୍ଦୋରୀଙ୍କ କବିତାର ଏହି ପଂକ୍ତି

ନୂଆଦିଲ୍ଲୀ,୧୧।୮: ପରଲୋକରେ ଖ୍ୟାତନାମା କବି ରାହତ ଇନ୍ଦୋରୀ। ହୃଦଘାତରେ ତାଙ୍କର ନିଧନ ହୋଇଥିବା ସୂଚନା ମିଳିଥିବା ବେଳେ ସେ କରୋନାରେ ମଧ୍ୟ ଆକ୍ରାନ୍ତ ଥିବା ଜଣାପଡ଼ିଛି। ତେବେ ଅନେକ କବିତା ପାଇଁ ସେ ଚର୍ଚ୍ଚିତ ହୋଇଛନ୍ତି। ସେଥିରୁ ଗୋଟିଏ ଥିଲା ‘ବୁଲାତି…

ସ୍ତ୍ରୀ-ପିଲାଙ୍କ ନାମରେ ଟାଟୁ କରି ରାଇନା ଟ୍ରୋଲ: ପ୍ରଶଂସକ କରୁଛନ୍ତି ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ,୧୧।୮: ୟୁଏଇରେ ସେପ୍ଟେମ୍ବର ୧୯ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌। ଏହାକୁ ନେଇ ସମସ୍ତ ଖେଳାଳି ପ୍ରସ୍ତୁତି ଆରମ୍ଭ କଲେଣି। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟର ସୁରେଶ ରାଇନା ହାତରେ କରିଥିବା ଏକ ଟାଟୁର ଫଟୋ ଶେୟାର କରି ଟ୍ରୋଲ ହୋଇଛନ୍ତି।…

ରାଜଧାନୀରେ ବଢ଼ୁଛି ସଂକ୍ରମଣ: ଆଜି ଆଉ ୧୦୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜଧାନୀରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ମଙ୍ଗଳବାର ଏଠାରେ ଆଉ ୧୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟାେ ୪୧୭୧କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୬୦ କ୍ୱାରାଣ୍ଟାଇନ୍‌…

ସୁଶାନ୍ତଙ୍କ ବାପାଙ୍କ ଫୋନ୍‌, ମେସେଜ୍‌ର ଜବାବ ଦେଉ ନ ଥିଲେ ରିୟା-ଶ୍ରୁତି: ସ୍କ୍ରିନ୍‌ଶଟ୍‌ ଭାଇରାଲ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ସନ୍ଦେହ ଘେରରେ। ଦିନକୁ ଦିନ ଏହି ଘଟଣା ନୂଆମୋଡ ମଧ୍ୟ ନେଉଛି। ଉଭୟ ସିବିଆଇ ଏବଂ ଇଡି ମୃତ୍ୟୁ ସହ ସମ୍ପୃକ୍ତ ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri