Posted inଜାତୀୟ

ବୟଲର ଫାଟିବାରୁ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ, ୯ମୃତ

ଅହମଦାବାଦ,୪।୧୧: ଗୁଜରାଟ ଅହମଦାବାଦରେ ଏକ କପଡ଼ା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ନାନୁକାକା ଇଷ୍ଟେଟ ସ୍ଥିତ ଏକ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ ଘଟିବା ପରେ ବିଲଡିଂରେ ବିସ୍ଫୋରଣ ହେବାରୁ ଛାତଟି ଭୁଷୁଡ଼ିପଡ଼ିଥିଲା। ଯେଉଁଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ୧୨ଟି ଦମକଳବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିବାକୁ ଉଦ୍ୟମ କରିବା ସହ ରେସକ୍ୟୁ ଅପରେସନ୍‌ ଜାରି ରହିଛି। ଏବେ ବି ଭଗ୍ନାବଶେଷ ତଳେ କେତେକ ଲୋକ ଦବି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ଆହତଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ଅନୁସାରେ ଗୋଦାମ ନିକଟରେ ଥିବା ଏକ ବୟଲରରେ ବ୍ଲାଷ୍ଟ ହେବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାମାରୀରେ ବିଦେଶରୁ ଫେରିଛନ୍ତି ୭ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୫।୨: କୋଭିଡ୍‌ ମହାମାରୀ ଆରମ୍ଭ ହେବା ପରେ ବନ୍ଦେ ଭାରତ ମିଶନରେ ୬ ଉପସାଗରୀୟ ରାଷ୍ଟ୍ରରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ଶ୍ରମିକ ଫେରିଛନ୍ତି। ଏଥିସହିତ...

ବିବାଦୀୟ ଟୁଇଟ୍‌ ଡିଲିଟ୍‌ କଲେ ବିବେକ

ମୁମ୍ବାଇ,୨୧।୫: ବିଲିଉଡ୍‌ ଅଭିନେତା ବିବେକ ଓବରଏ ଟୁଇଟର୍‌ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର...

୧୩ରେ ବିରୋଧୀଙ୍କ ମିଳିତ ରଣନୀତି

ନୂଆଦିଲ୍ଲୀ,୮ା୧(ପି.ଟି.): କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ନେତାମାନେ ଆଗାମୀ ୧୩ରେ ଦିଲ୍ଲୀରେ ଏକାଠି ହୋଇ ଜେଏନ୍‌ୟୁ ସ୍ଥିତି ଓ ସିଏଏ ବିରୋଧୀ ହିଂସାକାଣ୍ଡ ସମ୍ପର୍କରେ...

ଅକ୍ଷୟ କୁମାରଙ୍କୁ ମୋଦି କହିଲେ ମନର କଥା: ମମତା ଦିଦି କୁର୍ତ୍ତା ଓ ମିଠା ଉପହାର ଦିଅନ୍ତି

ନୂଆଦିଲ୍ଲୀ,୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ୍‌କାର ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନିଜର ମନର କଥା ଖୋଲି କହିଛନ୍ତି। ବିଭିନ୍ନ ରାଜନୈତିକ...

ଏଏପି ବିବାହରେ ଆମନ୍ତ୍ରିତ ହୋଇ ନ ଥିବା ଡ୍ୟାନ୍ସର: ଫଡ଼ନାଭିସ…

ଭାବନଗର,୧୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ତ୍ରିକୋଣୀୟ ଆଡ଼କୁ ମୁହାଁଇଛି। ଭାଜପା କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ଏଏପି...

ପ୍ରଭୁ ଶ୍ରୀରାମ କେବଳ ହିନ୍ଦୁ ନୁହେଁ, ସମସ୍ତଙ୍କର ଭଗବାନ: ଫାରୁଖ ଅବଦ୍ଦୁଲ୍ଲା

ଶ୍ରୀନଗର,୨୪।୩: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନସି)ର ସଭାପତି ଫାରୁକ ଅବଦୁଲ୍ଲା ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହି ଦଳ...

ପୋଷ୍ଟର ବିବାଦ: ସୁଭାଷ ବୋଷ-ସାବରକରଙ୍କ ଫଟୋ ଏକାଠି, ହଟାଇବାକୁ କଂଗ୍ରେସର ଦାବି…

ବେଙ୍ଗାଲୁରୁ,୧୭।୮ : କର୍ନାଟକର ଉଡୁପିରେ ଥିବା ବ୍ରହ୍ମଗିରି ସର୍କଲରେ ଥିବା ଏକ ପୋଷ୍ଟର ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି ପୋଷ୍ଟରରେ ବୀର ସାବରକର ଏବଂ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଚିରିବା ମାମଲା: କଂଗ୍ରେସ ବିଧାୟକଙ୍କ ଉପରେ ୯୯ ଟଙ୍କା ଜୋରିମନା

ନୂଆଦିଲ୍ଲୀ,୨୮।୩: ଗୁଜରାଟର ନଭସାରିର ଏକ କୋର୍ଟ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟର ଚିରିବା ମାମଲାରେ କଂଗ୍ରେସ ବିଧାୟକ ଅନନ୍ତ ପଟେଲଙ୍କ ଉପରେ ୯୯ ଟଙ୍କା...

Advertisement
Archives

Model This Week