ଆକାଶରୁ ହେଲା ଚଢ଼େଇ ବର୍ଷା
ଫିଲାଡେଲଫିଆ, ୧୦।୧୦: ଆକାଶରୁ ମେଘ ବର୍ଷା ହେବା ଜଣାଅଛି। ତେବେ ହଠାତ୍ ଆକାଶରୁ ଚଢ଼େଇ ବର୍ଷା ହେବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ୭୨ ବର୍ଷ ପରେ ଆମେରିକାର ଫିଲାଡେଲଫିଆ ସହରରେ ଦେଖିବାକୁ ମିଳିଛି। ଅକ୍ଟୋବର ୨ ଭୋର…
ରାଜ୍ୟରେ କରୋନାରେ ଆଉ ୧୫ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର, ୧୦।୧୦(ବ୍ୟୁରୋ):ରାଜ୍ୟରେ କରୋନାରେ ଶନିବାର ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦୬ରେ ପହଞ୍ଚିଛି। ୧୫ ମୃତକଙ୍କ…
ଲଞ୍ଚ୍ପ୍ୟାଡ୍ରେ ୩୦୦ ଆତଙ୍କବାଦୀ: ଭାରତରେ ଅନୁପ୍ରବେଶ ଲାଗି ବସିଛନ୍ତି ସୁଯୋଗ ଉଣ୍ଡି
ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ଚିନରା କର୍ପସ୍ର ଜେନେରାଲ କମାଣ୍ଡିଂ ଅଫିସର ଲ୍ୟୁଟନାଟ୍ ଜେନେରାଲ ବି.ଏସ୍.…
CORONAVIRUS UPDATE: ରାଜ୍ୟରୁ ୨୮୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ୨୪୯୬୩ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର, ୧୦।୧୦(ବ୍ୟୁରୋ):ରାଜ୍ୟରେ ଶନିବାର ୨୮୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୫୯ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧୯୫…
ରବିବାର ‘ସ୍ବାମୀତ୍ୱ’ ଯୋଜନା ଆରମ୍ଭ କରିବେ ମୋଦି: ୭୬୩ ଗ୍ରାମର ହିତାଧିକାରୀ ହେବେ ଉପକୃତ
ନୂଆଦିଲ୍ଲୀ, ୧୦।୧୦: ଗ୍ରାମବାସୀଙ୍କ ଜମିର ମାଲିକାନା ସ୍ଥିତିିକୁ ସୁଦୃଢ଼ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ସ୍ବାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିବେ। ଯୋଜନା ଅନ୍ତର୍ଗତ ଲୋକଙ୍କୁ ଜମି ପଟା ବଣ୍ଟନ କରାଯିବ। ଏହା ଦ୍ୱାରା ୬ଟି ରାଜ୍ୟର ୭୬୩ ଗ୍ରାମର…
ଏଲ୍ଏସିରେ ଚାଇନା ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି: ପୋମ୍ପିଓ
ଓ୍ବାଶିଂଟନ, ୧୦।୧୦: ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ପକ୍ଷରୁ ଚାଇନା ଟାର୍ଗେଟ୍ କରାଯାଇଛି। ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାଇକ୍ ପୋମ୍ପିଓ କହିଛନ୍ତି ଯେ, ଚାଇନା ଏଲ୍ଏସିରେ ଅଶାନ୍ତି ସୃଷ୍ଟି କରିବା ଲାଗି ୬୦…
ରଣବୀରଙ୍କୁ ପ୍ରେମିକା ଦେଲେ ଏହି ସ୍ବତନ୍ତ୍ର ଉପହାର: ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଏବେ ରାଜ୍ କରୁଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ସମ୍ପର୍କ ବିଷୟରେ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ନିକଟରେ ରଣବୀରଙ୍କୁ ଏକ ସାଇକେଲ ଚଲାଉଥିବାର…
ଯବାନଙ୍କ ପାଇଁ ବିନା ବୁଲେଟ୍ ପ୍ରୁଫ୍ ଟ୍ରକ୍, ମୋଦିଙ୍କ ଲାଗି ୮୪୦୦ କୋଟିର ବିମାନ: ପ୍ରଶ୍ନ କଲେ ରାହୁଲ
ନୂଆଦିଲ୍ଲୀ, ୧୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଘେରିବା ଉଦ୍ୟମ ଜାରି ରହିଛି। ଏପରିସ୍ଥଳେ ରାହୁଲ ଗାନ୍ଧୀଙ୍କର ଏକ ଭିଡ଼ିଓ ଟୁଇଟରରେ ଅପଲୋଡ୍ କରାଯାଇଛି। ଏଥିରେ ରାହୁଲ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଦେଶରେ…
ମିଳିତ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା
ଶ୍ରୀନଗର, ୧୦।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସ୍ଥାନୀୟ କୁଲଗାମ୍ ଜିଲାର ଚିଙ୍ଗାମ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଶନିବାର ସକାଳେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଠାରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ…
ମନ୍ଦିର ପୂଜକଙ୍କୁ ଜାଳିଦେଲେ
ଜୟପୁର,୧୦।୧୦: ରାଜସ୍ଥାନର କରୌଲିରେ ଜମି ବିବାଦକୁ ନେଇ ଦୁର୍ବୃତ୍ତମାନେ ମନ୍ଦିର ପୂଜକ ବାବୁଲାଲ୍ ବୈଷ୍ଣବଙ୍କୁ ନିସ୍ତୁକ ମାଡ଼ମାରିବା ସହ ପେଟ୍ରୋଲ ଢାଳି ଜାଳିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ରାଜନୈତିକ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ପୂଜକ…
ସିରିୟଲ୍ କିଲରଙ୍କୁ ଫାଶୀଦଣ୍ଡ
ଆବୁଜା,୧୦।୧୦: ନାଇଜେରିଆର ସିରିୟଲ୍ କିଲର ଗ୍ରେସିୟସ୍ ଡେଭିଡ୍- ଓ୍ବେଷ୍ଟଙ୍କୁ ମୃତ୍ୟୁଦଣ୍ଡ ମିଳିଛି। ୨୦୧୯ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ହୋଟେଲ ରୁମ୍ରେ ବଳାତ୍କାର ପରେ ତଣ୍ଟିଚିପି ୯ ମହିଳାଙ୍କୁ ହତ୍ୟା କରିଥିଲେ। ପୂର୍ବରୁ ଏଭଳି ଅନେକ ଅପରାଧ ସେ ଘଟାଇଥିବାବେଳେ ପ୍ରମାଣ ମିଳୁ…
ଜେଡିୟୁକୁ ଅଡ଼ୁଆ ଅନୁକମ୍ପା ହାଓ୍ବା
ପାଟନା, ୧୦ା୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ ପରଲୋକ ହୋଇଛି। ଏହି ଘଟଣା ରାଜନୈତିକ ସମୀକରଣକୁ ବଦଳାଇଦେବା ଭଳି ସମ୍ଭାବନା ସୃଷ୍ଟି କରିଛି।…
Archives


