ଜନବସତି ଉପରେ ୨୩ ରକେଟ ମାଡ଼

କାବୁଲ୍‌,୨୧।୧୧: ଆଫଗାନିସ୍ତାନରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। କାବୁଲର ଓ୍ବଜିର ଆକବର ଖାଁ ଏବଂ ଶହର-ଇ-ନଓ୍ବା ଅଞ୍ଚଳରେ ଜନବସତି ଉପରେ ଆତଙ୍କବାଦୀମାନେ ୨୩ ରକେଟ ମାଡ଼ କରିଛନ୍ତି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଅର୍ଜାନ କିମତ ଏବଂ ଚହଲ ସୁନୁତ ଅଞ୍ଚଳରେ ୨ଟି ଆଇଇଡ଼ି ବିସ୍ଫୋରଣ ହୋଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇଇଡ଼ି ବିସ୍ଫୋରଣ ହେବାର କିଛି ମିନିଟ୍‌ ପରେ ସହରର ଚହର କାଲା, ଗୁଲ-ଇ-ସୁର୍ଖ, ସଦାରତ ଗୋଲ ରୋଡ୍‌, ସ୍ପିଞ୍ଜର ରୋଡ୍‌, ନ୍ୟାଶନାଲ ଆର୍କାଇଭ୍‌ ରୋଡ୍‌, ଲିସି ମରିୟମ୍‌, ପଞ୍ଜସାଦ୍‌ ପରିବାର ଆଦି ଅଞ୍ଚଳରେ ରକେଟ ମାଡ଼ ହୋଇଥିଲା। ଲୋକେ ଭୟରେ ଘରୁ ବାହାରି ଜୀବନ ବିକଳରେ ରାସ୍ତାରେ ଦୌଡ଼ିବାକୁ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ପବ୍‌ଜି ହେଲା ବ୍ୟାନ୍‌, ଜାଣନ୍ତୁ କାରଣ

ଲାହୋର,୩।୭: ପାକିସ୍ତାନରେ ଅସ୍ଥାୟୀ ଭାବେ ଲୋକପ୍ରିୟ ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଉପରେ ରୋକ ଲଗାଯାଇଛି। ବିଶେଷକରି ଶିଶୁ ତଥା ନାବାଳକମାନେ ଏହାକୁ ଖେଳିବା ଲାଗି ପାଗଳ...

କାବୁଲ ବିଶ୍ୱବିଦ୍ୟାଳୟ ନିକଟରେ ବିସ୍ଫୋରଣ: ୯ଛାତ୍ର ମୃତ, ୩୩ ଆହତ

କାବୁଲ,୧୯।୭: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ହୋଇଥିବା ଏକ ଆତଙ୍କବାଦୀ ବିସ୍ଫୋରଣ ପୁଣି ଥରେ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ଏଠାରେ ଥିବା ବିଶ୍ୱବିଦ୍ୟାଳୟ ନିକଟରେ...

ଛୋଟ ପିଲାଙ୍କ ସ୍ମରଣଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଭିଟାମିନ୍‌ ବି-୧୨ ଶରୀର ପାଇଁ ବେଶ୍‌ ଉପଯୋଗୀ। ଏହାର ସ୍ତର ହ୍ରାସପାଇଲେ ସ୍ମରଣଶକ୍ତି ଦୁର୍ବଳ ହୋଇଯାଇଥାଏ। ଅଳ୍ପ କିଛି କାମକଲେ ହାଲିଆ ଲାଗେ। ଏହାର ଅଭାବରେ...

ବିଭାଜନ ନୁହେଁ ଏକତାକୁ ପ୍ରାଥମିକତା ଦିଆଯିବ: ବାଇଡେନ୍‌

ଓ୍ବାଶିଂଟନ,୮।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୭୭ ବର୍ଷ ବୟସ୍କ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କର ବିଜୟ ହୋଇଛି। ବାଇଡେନ୍‌ ଦେଶର ୪୬ ତମ ରାଷ୍ଟ୍ରପତି...

ନାସା ଲଞ୍ଚ୍‌ କରିବ ଟ୍ବିନ୍‌ ସାଟେଲାଇଟ୍‌

ଓ୍ବାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା ଦୁଇଟି କ୍ଷୁଦ୍ର ସାଟେଲାଇଟ୍‌ ମହାକାଶକୁ ଲଞ୍ଚ୍‌ କରିବ। ପୃଥିବୀର ଉପର ବାୟୁମଣ୍ଡଳରେ ସାମରିକ ଓ ଏୟାରଲାଇନ୍‌ ଯୋଗାଯୋଗ...

ଲକ୍‌ଡାଉନ ଖୋଲିବା ପରେ ପୁଣି ଫେରିଲା କରୋନା: ଚାଇନାରେ ୧୮ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୨୨।୬: କରୋନା ମହାମାରୀ ସାରା ବିଶ୍ୱରେ ତା’ର ଉପସ୍ଥିତି ଜାହିର କରି ସାରିଥିବା ବେଳେ କିଛି ଦେଶରେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଗତ...

ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ସମ୍ମାନାର୍ଥେ ଚକୋଲେଟ ପ୍ରସ୍ତୁତ କଲା ଏହି ଦେଶର କମ୍ପାନୀ

ଓ୍ବାଶିଂଟନ୍‌,୨୪।୭: ଆମେରିକାର ଏକ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭ ଡାକ୍ତରଙ୍କୁ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛି। ଉକ୍ତ ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ...

ବାଇଡେନ୍‌ଙ୍କ କ୍ୟାବିନେଟରେ ସାମିଲ ହୋଇପାରନ୍ତି କେତେଜଣ ଭାରତୀୟ ମୂଳ ବାସିନ୍ଦା

ୱାଶିଂଟନ,୧୯ ।୧୧: ଆମେରିକାରେ ଏବେ ନୂଆ ରାଷ୍ଟ୍ରପତିଙ୍କ ଶାସନ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି ଭାବେ କମଲା...


Coronavirus Update

Archives

Model This Week

Why Dharitri