Home

ସଂସ୍କୃତରେ ଶପଥ ନେଲେ ମୂଳ ଭାରତୀୟ ସାଂସଦ: ଭିଡ଼ିଓ ଭାଇରାଲ

ଓ୍ବିଲିଂଟନ୍‌,୨୬।୧୧: ନ୍ୟୁଜିଲାଣ୍ଡରେ ମୂଳ ଭାରତୀୟ ସାଂସଦ ଡ. ଗୌରବ ଶର୍ମା ଇତିହାସ ରଚିଛନ୍ତି। ସେ ସଂସ୍କୃତରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି। ହିମାଚଳ ପ୍ରଦେଶର ବାସିନ୍ଦା ଗୌରବ ନିର୍ବାଚନରେ ଲେବର ପାର୍ଟିର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡରେ…

ଲଘୁ ଖଣିଜ ନିର୍ଦ୍ଦେଶାଳୟ: ଆରମ୍ଭରୁ ଦୁର୍ବଳ

ଯାଜପୁର ଅଫିସ,୨୬ା୧୧:ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କ୍ରମେ ୧୩ା୮ା୨୦୧୯ରେ ସ୍ବତନ୍ତ୍ର ଲଘୁଖଣିଜ ନିର୍ଦ୍ଦେଶାଳୟ ଗଠିତ ହୋଇଛି। ରାଜ୍ୟର ଲଘୁଖଣିଜ ପଦାର୍ଥଗୁଡିକର ସୁବିନିଯୋଗ ଓ ପରିଚାଳନା ଏହାର ଲକ୍ଷ୍ୟ। ଲୋକସେବା ଭବନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି। ଏଥିରେ ନିର୍ଦ୍ଦେଶକଙ୍କ ସମେତ ୨୯ଟି ପଦବୀ…

ସୁପର୍‌ ଫ୍ରାଇଡେକୁ ଅପେକ୍ଷା: ଗୋଟିଏ ଦିନରେ ଖେଳାଯିବ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌

ସିଡନୀ,୨୬।୧୧: ମହାମାରୀ କରୋନା ଯୋଗୁ କ୍ରିକେଟ ଆୟୋଜନ ଦୀର୍ଘ ସମୟ ଧରି ବ୍ରେକ ଲଗାଯାଇଥିଲା। ଏହା ପରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ ସହିତ ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ ହୋଇଥିଲା। ତା’ପରେ ଆଇପିଏଲ, ସିପିଏଲ, ବିବିଏଲ ଏବଂ କିଛି…

ଆମେରିକାରେ ପ୍ରତିବାଦ: ମୂଳ ଭାରତୀୟ ନ୍ୟାୟ ପାଇଁ କଲେ ଦାବି

ଓ୍ବାଶିଂଟନ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକାରେ ମୂଳ ଭାରତୀୟଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଆମେ ନ୍ୟାୟ ଚାହୁଁଛୁ ବୋଲି ସେମାନେ ଦାବି କରିଛନ୍ତି। ପାକିସ୍ତାନ ଦୂତାବାସ ସମ୍ମୁଖରେ ଏକତ୍ରିତ ହୋଇ ମୂଳ ଭାରତୀୟମାନେ ସ୍ଲୋଗାନ…

ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ପୂର୍ବ ଜିଲାର ଉପକୂଳବର୍ତ୍ତି ଅଞ୍ଚଳରେ ଏହି ପ୍ରତିମା ସ୍ଥାନନ…

୪୬ ବର୍ଷ ପରେ ଡିଗ୍ରୀ ହାସଲ କଲେ ଏହି ପ୍ରସିଦ୍ଧ ଭଜନ ଗାୟକ

ଭଜନ ଗାୟକରୁ ନିକଟରେ ଅଭିନେତା ସାଜିଥିବା ଅନୁପ ଜାଲୋଟା ୪୬ ବର୍ଷ ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୭୪ରେ ଅନୁପ ଏଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। କିନ୍ତୁ ଡିଗ୍ରୀ ସାର୍ଟିଫିକେଟ ନେଇ ନ ଥିଲେ। ଏବେ…

ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ସିପିଆଇଏମ୍‌ର ଧର୍ମଘଟ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): କୃଷି ବିରୋଧୀ ଆଇନ, ଶ୍ରମିକ ବିରୋଧୀ ଓ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ଓ କୃଷକ ସଂଗଠନମାନଙ୍କ ପକ୍ଷରୁ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଡାକରା ସହ ବିଭିନ୍ନ ଦାବିକୁ ନେଇ ଓଡ଼ିଶାରେ ସଫଳ କରିବାକୁ ରାଜ୍ୟ…

କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ମିଟର ପର୍ଯ୍ୟନ୍ତ ହେବ ସିଲ୍‌: ଯୋଗୀ ସରକାର

ଲକ୍ଷ୍ନୌ,୨୬।୧୧: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ନୂଆ ନିୟମ ପ୍ରଣୟନ କରାଯାଇଛି। କରୋନା ଆକ୍ରାନ୍ତ ବାସ କରୁଥିବା ଅଞ୍ଚଳରେ ୫୦ ମିଟର ପର୍ଯ୍ୟନ୍ତ ସିଲ୍‌ କରିବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି। ଏକାଧିକ…

କ୍ରିକେଟର ସ୍ତ୍ରୀଙ୍କୁ ଧମକ ଦେବା ପଡିଲା ମହଙ୍ଗା

କୋଲକାତା,୨୬।୧୦: ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ଧମକ ଅଭିଯୋଗରେ କୋଲକାତା ପୋଲିସ ବୁଧବାର ୨୫ ବର୍ଷ ଯୁବକଙ୍କୁ ଗିରଫ କରିଛି। ଗତ ଦୁଇ ମାସ ମଧ୍ୟରେ ହସିନଙ୍କୁ ଅନେକ ଥର ଧମକ ଦେଇଥିବା ସେ ପୋଲିସରେ…

ଭୋଗରାଇରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ଭୋଗରାଇ,୨୬ା୧୧(ଡି.ଏନ୍‌.ଏ.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ମିଶ୍ରିତ ପ୍ରଭାବ ପଡ଼ିଛି। ଥାନାଛକଠାରେ ଆନ୍ଦୋଳନକାରୀମାନେ ମୁଖ୍ୟ ରାସ୍ତା ଅବରୋଧ କରିବା ଗାଡ଼ି ଚଳାଚଳ ବନ୍ଦ ହୋଇଛି। ଦୋକାନ, ସରକାରୀ ଅଫିସ ଖୋଲା…

୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ସମ୍ବିଧାନ ଅନୁସାରେ ୧୮ ବର୍ଷରୁ ଅଧିକ ବୟସ୍କ ଯୁବତୀ ନିଜ ପସନ୍ଦର ଯୁବକଙ୍କ ସହିତ ରହିବାକୁ ସ୍ବତନ୍ତ୍ର। ସେ ସାବାଳିକା ହୋଇଥିବାରୁ ଏହା ତାଙ୍କର ଗଣତାନ୍ତ୍ରିକ ଅଧିକାର ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ସେ ନିଜ ଇଛାରେ ଘର…

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ: ମୃତଦେହ ରଖି ରାସ୍ତା ଅବରୋଧ

କେସିଙ୍ଗା,୨୬ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ନର୍ଲା ଗ୍ରାମର ଜୟନ୍ତୀ ନଗରପଡ଼ାର କୈବଲ୍ୟ ସେନାପତିଙ୍କ ପୁଅ ମନୋଜ(୧୨)। ବୁଧବାର ବିଳମ୍ବିତ ରାତିରେ ପେଟ ବ୍ୟଥା ହେବାରୁ ନର୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?