Home

ପର୍ଯ୍ୟଟନ ମନ୍ତ୍ରୀଙ୍କୁ କରୋନା, ଟୁଇଟ୍‌ କରି ଦେଲେ ସୂଚନା

ଭୁବନେଶ୍ୱର,୭ା୯(ବ୍ୟୁରୋ): ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମନ୍ତ୍ରୀ ନିଜେ ଟୁଇଟ୍‌ କରି ସୋମବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୦ରୁ ନିରନ୍ତର ଭାବେ କାର୍ଯ୍ୟ କରିଆସୁଥିଲି। ଏହି ମହାମାରୀ ସମୟରେ ଲୋକମାନେ ଯେମିତି…

୫୦ କୋଟିର ଘର, ୩.୨୯ କୋଟିର କାର, ୬୮ ଲକ୍ଷର ଜୋତା ଏବଂ ୩୦୭ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଅଭିନେତା

ବର୍ତ୍ତମାନ ସମୟରେ ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ମଧ୍ୟରେ ଜଣେ ରଣବୀର ସିଂ। ଗତ କିଛି ବର୍ଷ ମଧ୍ୟରେ ସେ ଅନେକ ହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ତାଙ୍କର ଶେଷ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହେବାର ମାତ୍ର ୪ ଦିନରେ ୯୬.୩୫ କୋଟି…

ପ୍ରତିଦିନ ସକାଳେ ପିଅନ୍ତୁ ରସୁଣ ଭିଜା ପାଣି, ମିଳିବ ଏସବୁ ଉପକାର

ଲକ୍‌ଡାଉନ ସମୟରେ ମେଦବହୁଳତା ସମସ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଅଧିକାଂଶ ଲୋକ ବଢୁଥିବା ଓଜନକୁ ନେଇ ବହୁତ ଚନ୍ତିତ ଥାନ୍ତି। ଓଜନ ବୃଦ୍ଧି ବହୁତ ସହଜ କିନ୍ତୁ ଏହାକୁ ହ୍ରାସ କରିବା ମଧ୍ୟ ସମାନ କଷ୍ଟକର। ଡାଏଟିଂ ଏବଂ ବ୍ୟାୟାମ…

ଅଜୀର୍ଣ୍ଣ ସମସ୍ୟାର ଘରୋଇ ଉପଚାର

ବିଭିନ୍ନ ପ୍ରକାର ଖାଦ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଖାଇଲେ, ଖାଇବା ଅନୁସାରେ ପାଣି ନ ପିଇଲେ, ଅଜୀର୍ଣ୍ଣ ସମସ୍ୟା ଦେଖାଦେଇଥାଏ। ଏପରି କେତେକ ଘରୋଇ ଉପଚାର ରହିଛି ଯାହାକୁ ଆପଣ ଅନୁସରଣ କରିପାରନ୍ତି… କେତେକ ଖାଦ୍ୟ ରହିଛି ଯାହା ଅଜୀର୍ଣ୍ଣ…

ଲାଲ୍‌ ରାଇଜ

ଲୋହିତ ଗ୍ରହ ମଙ୍ଗଳ ଜଳ ଓ ଜୀବନର ଉପସ୍ଥିତି ଦୃଷ୍ଟିରୁ ମଣିଷ ପାଇଁ ସର୍ବଦା ଏକ ରହସ୍ୟ, ରୋମାଞ୍ଚଘେରା ରାଇଜ ହୋଇ ରହିଆସିଛି। ପୃଥିବୀ ସହିତ ଏହି ଗ୍ରହର ଅନେକ ସାମଞ୍ଜସ୍ୟ ରହିଛି। ପୃଥିବୀ ସଦୃଶ ଏହି ଗ୍ରହର ଅକ୍ଷ ୨୩.୫…

ପ୍ରଥମଥର ପାଇଁ ସ୍ବାଭିମାନ ଅଞ୍ଚଳବାସୀ ପାଇଲେ ମୋବାଇଲ ସେବା

ଚିତ୍ରକୋଣ୍ଡା,୭ା୯(ଡି.ଏନ୍‌.ଏ.): ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ୮ଟି ପଞ୍ଚାୟତ ଯଥା ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗା ଧୂଳିପୁଟ ଓ ପାପରମେଟଲା ସମେତ ବଡ଼ପଦରର ବହୁ ଗ୍ରାମ ଆଧୁନିକ ସଭ୍ୟତାଠାରୁ ବହୁ ଦୂରରେ ଥାଇ ଦଶନ୍ଧି…

ହାଇ ମାରି ଚର୍ଚ୍ଚାରେ ଅଛନ୍ତି ଏହି କ୍ରିକେଟର୍‌, ସ୍ବାମୀଙ୍କ ଏହି ଅଭ୍ୟାସକୁ ନେଇ ସ୍ତ୍ରୀ କହିଲେ ଏମିତି

ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି। ଏବେ ସେ ମ୍ୟାଚ୍‌ବେଳେ ହାଇ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବିଶ୍ୱକପରେ ଉଇକେଟ କିପିଂ କରିବା ସମୟରେ ହାଇ ମାରିବା ହେଉ କି ନିକଟରେ ଇଂଲଣ୍ଡ…

ଏହି ଅଭିନେତାଙ୍କୁ ସୁରକ୍ଷାକର୍ମୀ ପୂରାଇ ଦେଇ ନ ଥିଲେ ଘରକୁ, ଏବେ ସେହି ଘରର ମାଲିକ

ବଲିଉଡ୍‌ର ଜଣେ ସଫଳ ତଥା ଲୋକପ୍ରିୟ ଅଭିନେତା ହେଉଛନ୍ତି ଖିଲାଡି ହିରୋ ଅକ୍ଷୟ କୁମାର। ସେପ୍ଟେମ୍ବର ୯ରେ ଦିଲ୍ଲୀର ଚାନ୍ଦନୀ ଚୌକ୍‌ରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅକ୍ଷୟଙ୍କର ଖେଳପ୍ରତି ଆଗ୍ରହ ରହିଥିଲା। ତେଣୁ ୧୦ମ ପାସ୍‌ କଲା ପରେ ସେ…

ଭାରତ ପାଲଟିଛି ପୃଥିବୀର କରୋନା କ୍ୟାପିଟାଲ: ଜବାବ ଦିଅନ୍ତୁ ମୋଦି

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଘେରିବା ଆରମ୍ଭ ହୋଇଛି। କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁର୍ଜଓ୍ବୋଲା କହିଛନ୍ତି ଯେ, ମୋଦି କରୋନା ରୋକିବା…

ପୂର୍ବତନ ଏମ୍‌ପି ନରେନ୍ଦ୍ର ସ୍ବାଇଁଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୯(ବ୍ୟୁରୋ): ପୂର୍ବତନ ରାଜ୍ୟସଭା ଏମ୍‌ପି ନରେନ୍ଦ୍ର ସ୍ବାଇଁଙ୍କ ସୋମବାର ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ…

୭୩ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଭାରତ ଫେରିଲେ ଏହି ସଫ୍ଟଓ୍ବେୟାର ଇଞ୍ଜିନିୟର, ଏବେ ମକା ଚାଷ କରି ରୋଜଗାର କରୁଛନ୍ତି…

ବେଙ୍ଗାଲୁରୁ,୭ା୯: ଅଧିକାଂଶ ଭାରତୀୟ ଗାଁ ଛାଡ଼ି ସହର ତଥା ବିଦେଶରେ କାମ କରିବା ପାଇଁ ସ୍ବପ୍ନ ଦେଖିଥାନ୍ତି। ମାତ୍ର ବିଦେଶରେ ମୋଟା ଅଙ୍କର ଦରମା ପାଉଥିବା ଜଣେ ଭାରତୀୟ ଗାଁରେ ଆସି ଚାଷବାସ କରିବା ନିଶ୍ଚିତ ପ୍ରଶଂସାର ବିଷୟ। ଆମେରିକାରେ ଲକ୍ଷାଧିକ…

ବିବାହ ଦିନ ଜାଣିଶୁଣି ଫଟା ଶାଢି ପିନ୍ଧି ଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫ ମସିହା ସେପ୍ଟେମ୍ବର ୭ରେ ପୁଣେରେ ଜନ୍ମଗ୍ରହଣ କରିଥିବା ରାଧିକା ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ୨୦୧୨ରେ ସେ ବିଦେଶୀ ମ୍ୟୁଜିସିଆନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri