Home

ନଦୀ ପାର ହେଉଛି ୫୦ ଫୁଟ୍‌ ଲମ୍ବର ଆନାକୋଣ୍ଡା: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବ୍ରାଜିଲର ଜିଙ୍ଗୁ ନଦୀରେ ଏକ ୫୦ ଫୁଟ୍‌ ଲମ୍ବର ଆନାକୋଣ୍ଡା ନଦୀ ପାର ହେଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ବେଶ ଆକର୍ଷଣୀୟ ଶୈଳୀରେ ବିରାଟକାୟ ସାପଟି ନଦୀର…

ଦାଦାବଟି ଆଦାୟ ଅଭିଯୋଗ: ପେସାଦାର ଅପରାଧୀ ଗଲେ ଜେଲ୍‌

ଦିଗପହଣ୍ଡି,୩୧ା୧୦: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ, ଲଙ୍ଗଳଦେଇ ପ୍ରଭୃତି ଅଞ୍ଚଳରେ ଥିବା କ୍ରସର ୟୁନିଟ, ଇଟାଭାଟି, ପଥର ଖାଦାନ ସମେତ ବିଭିନ୍ନ ଠିକାଦାରଙ୍କ ଠାରୁ ଧମକ ଦେଇ ଦାଦାବଟି ଆଦାୟ କରୁଥିବା ଅଭିଯୋଗ ହେଉଥିଲା। ଏନେଇ ପୋଲିସ ଶନିବାର…

ରାଜଧାନୀରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ତଥାପି ରହିବାକୁ ପଡ଼ିବ ସତର୍କ: ବିଏମ୍‌ସି କମିଶନର

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏହି କିଛିଦିନ ହେବ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଶନିବାର ରାଜଧାନୀରୁ ୮୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୯ ଜଣ ଚିହ୍ନଟ…

ଭାଷଣ ଦେବାବେଳେ ମଞ୍ଚ ଭୁଶୁଡିଲା: ପପୁ ଯାଦବଙ୍କ ହାତ ଭାଙ୍ଗିଲା

ମୁଜଫରପୁର,୩୧।୧୦-ବିହାର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିର୍ବାଚନୀ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର ମୁଜଫରପୁର ଜିଲାର ମୀନାପୁରରେ ଜନ ଅଧିକାର ପାର୍ଟି ପକ୍ଷରୁ ଏକ ଜନସଭା ଆୟୋଜନ କରାଯାଇଥିଲା। ମଞ୍ଚରେ ଜନ ଅଧିକାର ପାର୍ଟିର ମୁଖ୍ୟ ପପୁ…

ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ ଦେବାକୁ ଘୋଷଣା କଲେ ସୋନୁ ସୁଦ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ ସମୟରୁ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହି ଆସୁଛନ୍ତି। ସୋନୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି। ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଯିଏ ସାହାଯ୍ୟ ଯେଉଁ ସାହାଯ୍ୟ ମାଗେ…

ମାଳଦ୍ୱୀପରେ ପହଞ୍ଚାଇବାକୁ ସୋନୁ ସୁଦ୍‌ଙ୍କୁ ଅନୁରୋଧ କଲେ ଜଣେ ବ୍ୟକ୍ତି, ଅଭିନେତାଙ୍କ ଉତ୍ତର ଶୁଣି ହସିହସି ଗଡ଼ିବେ

ମୁମ୍ବାଇ: କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଏମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ସୋନୁଙ୍କ ଏପରି ସାହାଯ୍ୟ ସହଯୋଗ…

ଯୁବପିଢ଼ିଙ୍କୁ ପଛରେ ପକାଇଲେ ଏହି ବୃଦ୍ଧା, ୟୁଟ୍ୟୁବ୍‌ରୁ ମିଳିଲା ସିଲଭର ବଟନ

ସୋସିଆଲ ମିଡିଆ ଆଜିକାଲି ଯୁବପିଢ଼ିଙ୍କ ପାଇଁ ବରଦାନ ସାଜିଛି। ଏଥିରୁ ବେଶ୍‌ ଅର୍ଥ ରୋଜଗାର କରୁଛନ୍ତି ଯୁବପିଢ଼ି। ବିଶେଷକରି ୟୁଟ୍ୟୁବ୍‌ରୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବେ ଚର୍ଚ୍ଚାରେ…

ନବଜାତ ପୁଅ ସହ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌତମ ଚୋପ୍ରା ୨ ମାସ ପୂର୍ବେ ନିଜ ମା’ବାପାଙ୍କୁ ହରାଇଥିଲେ। ଏହା ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗିପଡ଼ିଥିଲା। କିନ୍ତୁ କିଛି ଦିନ ହେବ ତାଙ୍କ ଘରକୁ ଖୁସି ଫେରିଆସିଛି। ଗୌତମଙ୍କ ସ୍ତ୍ରୀ ହିତିଶା ଚେରଣ୍ଡା…

ଗରିବ ପିଲାଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟି ଚର୍ଚ୍ଚାରେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ଫିଲ୍ମ ବ୍ୟତୀତ ସାମାଜିକ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମାନଙ୍କ ମଧ୍ୟ କିଛି ଷ୍ଟାର ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ନଜିର ମଧ୍ୟ ରହିଛି। ସେହିପରି ଜଣେ ଷ୍ଟାର ହେଉଛନ୍ତି ଉର୍ବଶୀ…

ଭାରତୀୟ ବିମାନ ସେବାରେ ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହେଲେ ହରପ୍ରୀତ୍‌

ନୂଆଦିଲ୍ଲୀ,୩୧ା୧୦: ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛନ୍ତି ହରପ୍ରୀତ୍‌ ଏ.ଡି.ସିଂହ। ହରପ୍ରୀତ୍‌ ଏଲାୟନ୍ସ ଏୟାରର ପ୍ରଥମ ମହିଳା ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଏୟାର ଇଣ୍ଡିଆ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି। ଏଆଇର ସବୁଠାରୁ ବରିଷ୍ଠ କମାଣ୍ଡରମାନଙ୍କ ମଧ୍ୟରେ…

ରଣବୀର-ଦୀପିକାଙ୍କ ବିବାହ ପାର୍ଟିରେ ଜବରଦସ୍ତି ଶାମିଲ ହୋଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ଦୀପିକା ପାଦୁକୋନ, ରଣବୀର ସିଂହଙ୍କ ଯୋଡି। ଏହି ଯୋଡି ଇଟାଲୀରେ ବିବାହ କରିଥିଲେ। ଭାରତ ଫେରିବା ପରେ ସେମାନେ ନିଜ ବନ୍ଧୁ, ସାମ୍ବାଦିକ ଏବଂ ବଲିଉଡ୍‌ ବନ୍ଧୁଙ୍କୁ ଅଲଗା ଅଲଗା ପାର୍ଟି ଦେଇଥିଲେ। ସେମାନଙ୍କ…

ମୁଣ୍ଡରୁ ବାହାର କରିବାକୁ ପଡ଼ିବ ବାବୁ ପଣିଆ: ପ୍ରୋବେସନାରୀ ଆଇଏଏସ୍‌ ଅଫିସରଙ୍କୁ ମୋଦିଙ୍କ ପରାମର୍ଶ

ଅହମଦାବାଦ,୩୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ପ୍ରୋବେସନାରୀ ଆଇଏଏସ୍‌ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ନିୟମ ଏବଂ ଭୂମିକା ମଧ୍ୟରେ ସନ୍ତୁଳନ ରଖିବା ଅପରିହାର୍ଯ୍ୟ ବୋଲି ମୋଦି କହିଛନ୍ତି। ଲୋକଙ୍କ ସେବା ପାଇଁ ମୁଣ୍ଡରୁ ବାବୁ ପଣିଆ ବାହାର କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri