Home

ମୋଦିଙ୍କ କଡ଼ା ଜବାବ: ବିହାରରେ ଡବଲ୍‌ ଯୁବରାଜଙ୍କ ସ୍ଥିତି ହେବ ଦୟନୀୟ, ଡବଲ ଇଞ୍ଜିନ ସରକାର ଆଗେଇବ

ପାଟନା,୧।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛପରାଠାରେ ଆୟୋଜିତ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ସେ କଂଗ୍ରେସର ରାହୁଲ ଗାନ୍ଧୀ ଏବଂ ଆର୍‌ଜେଡ଼ିର ତେଜସ୍ବୀ ଯାଦବଙ୍କ ନାମ ନ ନେଇ କହିିଛନ୍ତି ଯେ, ବିହାରରେ…

ମୋଦିଙ୍କୁ ତେଜସ୍ବୀଙ୍କ ପ୍ରଶ୍ନ: ଚପରାସି ଚାକିରି ପାଇଁ ଆବେଦନ କରୁଛନ୍ତି ଇଞ୍ଜିନିୟରିଂ ସ୍ନାତକ

ପାଟନା,୧।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାରଠାରୁ ୨ ଦିନିଆଗସ୍ତରେ ଆସିବେ। ଏହାର କେଇଘଣ୍ଟା ପୂର୍ବରୁ ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ମୋଦିଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ବିକାଶର କଥା କହୁଥିବାବେଳେ ବିହାରର…

କୃଷି ଆଇନ ବିରୋଧରେ ୩ ବିଲ୍‌ ଆଣିଲା ରାଜସ୍ଥାନ

ନୂଆଦିଲ୍ଲୀ,୧।୧୧(ପି.ଟି.): କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ଅକାମୀ କରିବା ପାଇଁ ରାଜସ୍ଥାନ ସରକାର ଶନିବାର ବିଧାନସଭାରେ ତିନୋଟି ବିଲ୍‌ ଆଗତ କରିଛନ୍ତି। ପୂର୍ବରୁ ପଞ୍ଜାବ ସରକାର ବିଧାନସଭାରେ କୃଷି ଆଇନ ବିରୋଧରେ ସଂକଳ୍ପ ଗୃହୀତ କରାଇବା ସହ ବିବାଦୀୟ ଆଇନ…

କମ୍‌ ଖର୍ଚ୍ଚରେ ମିଳିବ ଡାକ୍ତରୀ ଶିକ୍ଷା

ନୂଆଦିଲ୍ଲୀ,୧।୧୧(ପିଆଇବି): କମ୍‌ ଖର୍ଚ୍ଚରେ ଯେପରି ଡାକ୍ତରୀ ଶିକ୍ଷା ଉପଲବ୍ଧ ହୋଇପାରିବ ସେ ଦିଗରେ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନ୍ୟାଶନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ନୂତନ ନିୟମାବଳୀ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ‘ବାର୍ଷିକ ଏମ୍‌ବିବିଏସ୍‌ ନାମଲେଖା ନିୟମାବଳୀ…

ଭୂକମ୍ପ ମୃତ୍ୟୁସଂଖ୍ୟା ୨୭

ଇଜ୍‌ମିର୍‌ (ତୁର୍କୀ),୧।୧୧: ତୁର୍କୀ ଓ ଗ୍ରୀସ୍‌ରେ ଶୁକ୍ରବାର ଅପରାହ୍ଣରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ବଡ଼ ଧରଣର ଭୂକମ୍ପରେ ତୁର୍କୀର ଆଜିଆନ ଉପକୂଳ ଏବଂ ଗ୍ରୀସ୍‌ର ସାମୋସ ଦ୍ୱୀପ ଉତ୍ତର ଭାଗ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଟିମ୍‌…

ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି

ନୂଆଦିଲ୍ଲୀ,୧।୧୧(ଆଇଏଏନ୍‌ଏସ୍‌): କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦରେ ୭୧୩.୨୦ କୋଟି ଟଙ୍କା ବ୍ୟୟ କରିଛନ୍ତି। ଅର୍ଥାତ୍‌ ଦିନକୁ ବିଜ୍ଞାପନ ବାବଦରେ ହାରାହାରି ୧.୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ଅଧିକ ଭାଗ ଇଲେକ୍ଟ୍ରୋନିକ୍‌ ମିଡିଆକୁ ମିଳିଛି। ଆର୍‌ଟିଆଇ…

୭୦୦ କି.ମି. ଟ୍ରାଫିକ୍‌ ଜାମ୍‌

ପ୍ୟାରିସ୍‌,୧।୧୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଫ୍ରାନ୍ସ ସରକାର ପୁଣି ଥରେ ୪ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି। ଶୁକ୍ରବାରଠାରୁ ସେଠାରେ ଲକ୍‌ଡାଉନ ଆରମ୍ଭ ହୋଇଛି। ସହର ମଧ୍ୟରେ ଆବଦ୍ଧ ହୋଇ ରହିବା ଅପେକ୍ଷା…

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ,୩୧।୧୦- ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ। ଶୁକ୍ରବାର ମୁମ୍ବାଇର ଏକ ହୋଟେଲରେ ବୟଫ୍ରେଣ୍ଡ ଗୌତମ କିଚ୍‌ଲୁଙ୍କୁ ସେ ବିବାହ କରିଛନ୍ତି। କରୋନା ଯୋଗୁ ବିବାହୋତ୍ସବରେ ବହୁତ କମ୍‌ ଲୋକ ସାମିଲ ହୋଇଥିଲେ। କେବଳ ପରିବାର ଲୋକଙ୍କ…

ରାଜ୍ୟରେ ସୁସ୍ଥ ହେଲେ ୧୯୧୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୧୯୧୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୫୩, ବଲାଙ୍ଗୀରରୁ ୧୩୮, ସୁନ୍ଦରଗଡରୁ ୧୦୧, ମୟୂରଭଞ୍ଜରୁ ୯୬, ଜଗତସିଂହପୁରରୁ ୮୧, ଅନୁଗୋଳରୁ ୭୮, କଳାହାଣ୍ଡିରୁ ୭୮, ନୂଆପଡାରୁ…

ଏମିତି ମାଟି ଦୀପ: ଯାହା ଜଳୁଛି ୪୦ ଘଣ୍ଟା

ରାୟପୁର,୩୧ା୧୦: ଛତିଶଗଡ଼ର କୋଣ୍ଡାଗାଁରେ ରହୁଥିବା ଅଶୋକ ଚକ୍ରଧାରୀ ଏକ ମାଟିର ଦୀପ ତିଆରି କରିଛନ୍ତି। ଯାହା ୨୪ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ। ଏହି ଦୀପକୁ ନେବା ପାଇଁ ଲୋକେ ଫୋନ୍‌ ପରେ ଫୋନ୍‌ କରୁଛନ୍ତି। ଅଶୋକଙ୍କୁ ଏଥିପାଇଁ ଜାତୀୟ ମେରିଟ୍‌…

୧୦ ହଜାର ଟଙ୍କାକୁ ବନ୍ଧା ପଡ଼ିଥିଲା ରାଶନକାର୍ଡ, ସହଯୋଗର ହାତ ବଢ଼ାଇଲେ ଯୁବ ସ୍ବେଚ୍ଛାସେବୀ

ଗଞ୍ଜାମ,୩୧ା୧୦(ଡି.ଏନ୍‌.ଏ.): ଅଭାବ ଅନଟନ ହେଲେ ସାଧାରଣତଃ ଲୋକେ ସୁନା ରୁପା ବନ୍ଧକ ରଖି ଟଙ୍କା ଧାର ଆଣିଥାନ୍ତି l କିନ୍ତୁ ପରିବାର ବୋଝ ପାଇଁ ସରକାର ପ୍ରଦାନ କରିଥିବା ରାଶନକାର୍ଡ ମାତ୍ର ୧୦ ହଜାର ଟଙ୍କାରେ ବନ୍ଧା ପକାଇବା ଘଟଣା ସ୍ଥାନୀୟ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମଲନାଥ

ନୂଆଦିଲ୍ଲୀ,୩୧ା୧୦: ଷ୍ଟାର କ୍ୟାମ୍ପେନର ତାଲିକାରୁ ହଟାଯିବା ପରେ ବରିଷ୍ଠ କଂଗ୍ରେସ ନେତା କମଲନାଥ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଯୋଗୁ ଶୁକ୍ରବାର ନିର୍ବାଚନ କମିଶନ କମଲନାଥଙ୍କ ଷ୍ଟାର୍‌ କ୍ୟାମ୍ପେନର ମାନ୍ୟତା ପ୍ରତ୍ୟାହାର କରିଥିଲେ। ଏହି ନିଷ୍ପତ୍ତି ବିରୋଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri