Home

ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀ ବିରାଟ କୋହଲିଙ୍କ ସହ ୟୁଏଇରେ ଅଛନ୍ତି। ବିରାଟ ଏବେ ଆଇପିଏଲ୍‌ ବ୍ୟସ୍ତ ଥିବାବେଳେ ଅନୁଷ୍କା ଷ୍ଟାଡିୟରେ ଉପସସ୍ଥିତ ରହି ତାଙ୍କୁ ଚିୟର କରୁଛନ୍ତି। କୋହଲି ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏମିତିରେ…

ବିଶ୍ୱର ସବୁଠୁ ଦାମୀ ଜିନ୍ସ, ଏହା ବଦଳରେ କିଣିହେବ ୧୦ ଫ୍ଲାଟ୍‌

ବିଶେଷକରି ଧନୀ ଲୋକମାନେ ଦାମୀ ଜିନିଷ ପସନ୍ଦ କରିଥାନ୍ତି। ନିଜର ଇଚ୍ଛା ପୂରଣ କରିବା ପାଇଁ ଏହି ଶ୍ରେଣୀର ଲୋକେ ଖୁବ୍‌ ଅର୍ଥ ବ୍ୟୟ କରିଥାନ୍ତି। ଧନୀକମାନେ ସବୁବେଳେ ନୂଆ ନୂଆ ଜିନିଷ ଆଉ ଦାମୀ ଜିନିଷ କିଣି ପିନ୍ଧିବାକୁ ବେଶି…

ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ: ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ ହେବେ..

ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର ହେଲେ ଶାହରୁଖ ଖାନ୍‌। ସେ କିଙ୍ଗ ଖାନ୍‌, ରୋମାନ୍ସ କିଙ୍ଗ ଭାବେ ପ୍ରଶଂସକଙ୍କ ଗହଣରେ…

ମେୟର ଭାବେ ନିର୍ବାଚିତ ହେଲା କୁକୁର

ଓ୍ବାଶିଂଟନ,୫।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଏଠାକାର ସହରରେ ମେୟର ନିର୍ବାଚନ ମଧ୍ୟ କରାଯାଇଛି। କେଣ୍ଟୁକି ସହରରେ ମେୟର ଭାବେ ଏକ କୁକୁରକୁ ନିର୍ବାଚିତ କରାଯାଇଛି। ଏହି କୁକୁର ନାମ ଓ୍ବିଲବର…

ପରଦେଶ୍‌ ମେ ନିକଲା ଚାନ୍ଦ୍‌: କରଓ୍ବାଚୌଥ୍‌ ଲୁକ୍‌ ଅପଲୋଡ୍‌ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ,୫।୧୧: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହିତ ଆମେରିକାରେ ଅଛନ୍ତି। କରଓ୍ବାଚୌଥ୍‌ ଅବସରରେ ପ୍ରିୟଙ୍କା ସୋସିଆଲ୍‌ ମିଡ଼ିଆରେ କେତେକ ଫଟୋ ଅପଲୋଡ୍‌ କରିଛନ୍ତି। ପରଦେଶ୍‌ ମେ ନିକଲା ଚାନ୍ଦ୍‌ ଦର୍ଶାଇ ପ୍ରିୟଙ୍କା ଇନଷ୍ଟାଗ୍ରାମ୍‌ରେ ଲାଲ୍‌ ଶାଢ଼ି…

୭୦୦ ବର୍ଷ ତଳେ ଏହି ଗାଁକୁ ମିଳିଥିଲା ଅଭିଶାପ, ଆଜି ବି ଏହି କାମ କରିବାକୁ ଡରନ୍ତି ଲୋକେ

ସମସ୍ତେ ଚାହିଁଥାନ୍ତି ବିଳାସପୂର୍ଣ୍ଣ ଘରେ ରହିବାକୁ। ନିଜ ଘରକୁ କେମିତି ସୁନ୍ଦର କରିବେ ସେ ନେଇ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି କେହି ବି ଦ୍ୱିତୀୟ ମହଲା କରନ୍ତି ନାହିଁ। ଏପରି…

ଦୀପାବଳିରେ ବାଣ ନ ଫୁଟାଇ ଲକ୍ଷ୍ମୀପୂଜା କରିବାକୁ ଅପିଲ୍‌ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୫।୧୧: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ନ ଫୁଟାଇବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଚଳିତ ଥର ଦିଲ୍ଲୀ ସରକାର ଜନତାଙ୍କ ସହ ମିଶି ଦୀପାବଳି ମନାଇବା ପାଇଁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।…

ଜୀବନ ପ୍ରଦୀପ ଦାସ ବିଜେଡିରୁ ନିଲମ୍ବିତ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ବିଜେଡିରୁ ସସ୍‌ପେଣ୍ଡ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।

ବିନା ପୋଷାକରେ ବିମାନ ଯାତ୍ରା କଲେ ଏହି ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମସ୍କୋ,୫ା୧୧: ବିମାନଯାତ୍ରା ସମୟରେ ଅନେକ ଅଜବ କଥା ସବୁ ଦେଖିଥିବେ ବା ଶୁଣିଥିବେ। ମାତ୍ର ଆଜି ଏମିିତି ଏକ ଘଟଣା ଜଣାଇବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଜଣେ ବିମାନଯାତ୍ରୀ ଉଲଗ୍ନ ହୋଇ ଯାତ୍ରା କରିଥିଲେ। ଏହି ଘଟଣା ମସ୍କୋରେ ଦେଖିବାକୁ…

ପତ୍ନୀ ଅନୁଷ୍କାଙ୍କୁ ଏହି ନାମରେ ଡାକନ୍ତି ବିରାଟ: ଆପଣ ଜାଣନ୍ତି କି ତାଙ୍କର ଏସବୁ ସିକ୍ରେଟ୍‌…

ନୂଆଦିଲ୍ଲୀ,୫।୧୧: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲୀଙ୍କ ଆଜି ହେଉଛି ହାପି ବର୍ଥ ଡେ। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା…

ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ

ନୂଆଦିଲ୍ଲୀ,୫।୧୧: ଭାରତୀୟ ସେନା କର୍ମଚାରୀଙ୍କ ଅବସର ବୟସ ସୀମା ବଢ଼ିବା ନେଇ ପ୍ରସ୍ତାବ ଦିଆଯାଇଛି। ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ଏଭଳି କରାଯାଉଥିବା ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ଜେନେରାଲ ବପିନ ରାଓ୍ବତ କହିଛନ୍ତି। କାର୍ଯ୍ୟକାଳ ପୂର୍ବରୁ ଅବସର ଗ୍ରହଣ କରୁଥିବା…

ଏକାଠି ମିଶି କପୁର ପରିବାର ପାଳିଲେ କରଓ୍ବାଚୌଥ

ମୁମ୍ବାଇ: ସାରାଦେଶରେ ବୁଧବାର କରଓ୍ବାଚୌଥ ପାଳିତ ହୋଇଛି। ଏଥିରେ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ନିର୍ଜଳା ବ୍ରତ ରଖିଥାନ୍ତି। ପରେ ରାତିରେ ଜହ୍ନଙ୍କ ପୂଜା କରି ନିଜର ବ୍ରତ ଖୋଲିଥାନ୍ତି। କରୋନା ପାଇଁ ଚଳିତ ବର୍ଷ ଏହି ପୂଜା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri