କ୍ଷମତା ଦଖଲ ପାଇଁ ବାଇଡେନ ପ୍ରସ୍ତୁତ: ପରାଜୟ ସ୍ବୀକାର କରିବାକୁ ଅରାଜି ଟ୍ରମ୍ପ୍
ଓ୍ବାଶିଂଟନ,୫।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍ ଏବେ କ୍ଷମତା ଦଖଲ ମୁହାଁ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ୫୦ ରାଜ୍ୟ ମଧ୍ୟରୁ ୪୩ ରାଜ୍ୟର ଫଳାଫଳ ମିଳିଛି। ମିଳିଥିବା ଫଳାଫଳ ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ପଛରେ…
ମୋବାଇଲ୍ ପାଇଁ ସ୍ତ୍ରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଲେ ସ୍ବାମୀ
ଚତରା,୫।୧୧:ଝାଡଖଣ୍ଡର ଚତରାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ମୋବାଇଲକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ବାମୀ ସ୍ତ୍ରୀକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଏହି ଘଟଣା…
ଖାଆନ୍ତୁ କଦଳୀଗଛର ମୂଳ
ନୂଆଦିଲ୍ଲୀ: କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ କେହି ହୁଏତ ଜାଣି ନ ଥିବେ କି କଦଳୀ ଭଳି ସେହି ଗଛର ମୂଳ ମଧ୍ୟ ଖାଇହେବ। କଦଳୀ…
୯ ବର୍ଷରେ ବିଶ୍ୱ ରେକର୍ଡ
ହାଇଦ୍ରାବାଦ: ହାଇଦ୍ରାବାଦର ବାଳକ ଏସ୍.ପି. ଶଙ୍କର। ମାତ୍ର ୯ ବର୍ଷ ବୟସରେ ସେ ବିଭିନ୍ନ ଶୈଳୀରେ ରୁବିକ୍ସ କ୍ୟୁବ୍ ସମାଧାନ କରି ଆନ୍ତର୍ଜାତୀୟ ସ୍ତରର ପୁରସ୍କାର ହାସଲ କରିପାରିଛନ୍ତି। ହାଇଦ୍ରାବାଦର ମାତ୍ର ୯ ବର୍ଷ ବୟସର ବାଳକ ହେଉଛନ୍ତି ଏସ୍.ପି. ଶଙ୍କର।…
ସଚେତନତାର ନିଆରା ଷ୍ଟାଇଲ୍
ନୂଆଦିଲ୍ଲୀ: କଥାରେ ଅଛି କଠିନ ପରିଶ୍ରମ ବଳରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏମିତିକି ଛୋଟ ଏବଂ ଦୁର୍ବଳ ବି ଅନେକ ସମୟରେ ସବଳ ଉପରେ ବିଜୟପ୍ରାପ୍ତ କରିଥାଏ। ଠିକ୍ ଏହି କଥାକୁ ବୁଝାଇବା ପାଇଁ ଠେକୁଆ ଓ କଇଁଛ ଗପ…
ପାକିସ୍ତାନର ଦାଦାଗିରି: କରତାରପୁର ଗୁରୁଦ୍ୱାରା ସେବାରୁ ହଟିଲେ ଶିଖ୍ ସମ୍ପ୍ରଦାୟ
ଇସଲାମାବାଦ,୫।୧୧: ପାକିସ୍ତାନ କରତାରପୁର ଗୁରୁଦ୍ୱାରା ସେବା ଏବଂ ରକ୍ଷାଣବେକ୍ଷଣ ଦାୟିତ୍ୱରୁ ଜାଣିଶୁଣି ଶିଖ୍ ସମ୍ପ୍ରଦାୟଙ୍କୁ ହଟାଇ ଦେଇଛି। ଏବେ ଏହାର ଭାର ଏକ ସଂସ୍ଥାକୁ ଦିଆଯାଇଛି। ସଂସ୍ଥାରେ ଶିଖ୍ ସମ୍ପ୍ରଦାୟର କୌଣସି ସଦସ୍ୟ ନ ଥିବା ଅଭିଯୋଗ ହୋଇଛି। ଏବେ କରତାରପୁର…
ସମୁଦ୍ର ଭିତରେ ବିଶାଳ ନଦୀ
ଧରାବକ୍ଷରେ ପ୍ରବହମାନ ଜଳସ୍ରୋତକୁ ନଦୀ ବା ଝରଣା କୁହାଯାଏ। କେବଳ ପୃଥିବୀ ପୃଷ୍ଠରେ ଏଭଳି ଧାରା ପ୍ରବାହିତ ବୋଲି ଧାରଣା ରହିଛି। ହେଲେ ଏହା ସମ୍ପୂର୍ଣ୍ଣ ଭୁଲ୍। ମହାସାଗରର ଅତଳ ଗର୍ଭରେ ମଧ୍ୟ ବିଶାଳକାୟ ନଦୀ ପ୍ରବାହିତ ହେଉଛି। ପୂର୍ବରୁ ଏହାକୁ…
ପ୍ରଥମଥର ପାଇଁ ସ୍ବାମୀଙ୍କ ସହ ନଜର ଆସିଲେ ଏହି ଅଭିନେତ୍ରୀ
ପୂର୍ବତନ ବିଗ ବସ ପ୍ରତିଯୋଗୀ ତଥା ହରିୟାଣୀ ନୃତ୍ୟଶିଳ୍ପୀ ସପନା ଚୌଧୁରୀ ପ୍ରଥମଥର ପାଇଁ ସ୍ବାମୀଙ୍କ ସହ କରଓ୍ବାଚୌଥ ପାଳନ କରିଛନ୍ତି। ସପନା ଭୀର ସାହୁଙ୍କୁ ସହ ଗୁପ୍ତରେ ବିବାହ କରିଥିଲେ। ବିହାହ ପରେ ସପ୍ନା ନିକଟରେ ଏକ ପୁତ୍ର ସନ୍ତାନ…
୫ ରାଜ୍ୟରେ ହ୍ବାଇଟ୍ ହାଉସ୍ ଚାବିି
ଓ୍ବାଶିଂଟନ,୫ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୨୭୦। ଅର୍ଥାତ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ହ୍ବାଇଟ୍ ହାଉସ୍ରେ ଆଉ ୪ ବର୍ଷ ରହିବାକୁ ହେଲେ ଇଲେକ୍ଟୋରାଲ କଲେଜର ୫୩୮ରୁ ୨୭୦ ଭୋଟ ଜିତିବା ଜରୁରୀ। ବର୍ତ୍ତମାନ ସୁଦ୍ଧା ଉଭୟ…
‘ଅତିଥି ସେବାରେ ଅବହେଳା କରନି’
ଭୁବନେଶ୍ୱର,୫।୧୧(ବ୍ୟୁରୋ): କରୋନା ମହାମାରୀ ପରିସ୍ଥିତି ଧୀରେ ଧୀରେ ସୁଧୁରୁଥିବାବେଳେ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଭଳି ସ୍ଥଳେ ହୋଟେଲ, ରେଷ୍ଟୁରାଣ୍ଟ, ହସ୍ପିଟାଲିଟି ଏବଂ ଟୁରିଜମ୍ ଶିଳ୍ପ ‘ନ୍ୟୁ ନର୍ମାଲ’ ବା ନୂଆ ସାଧାରଣ ସ୍ଥିତିର ସମ୍ମୁଖୀନ ହେବା…
ଫଳ ଝୁଲାଇଲା ଝୁଲା ରାଜ୍ୟ
ଓ୍ବାଶିଂଟନ,୫ା୧୧(ପି.ଟି./ଆଇଏଏନ୍ଏସ୍): ଆମେରିକାରେ ଭୋଟ ଗଣତି ଜାରି ରହିଥିବାରୁ ହ୍ବାଇଟ୍ ହାଉସ୍ ଦୌଡ଼ରେ କିଏ ବିଜୟୀ ହେବେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ତେବେ ଉଭୟ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ୍ ଓ ଡେମୋକ୍ରାଟ୍ ଜୋ ବାଇଡେନ୍ଙ୍କ ମଧ୍ୟରେ କଡ଼ା ଟକ୍କର ଚାଲିଥିବା ଗୁରୁତ୍ୱପୂର୍ଣ୍ଣ…
କ୍ରିକେଟର ‘ବିରାଟ’ ବାଦ୍ଶାହ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ବିଶ୍ୱକ୍ରିକେଟରେ ରାଜ୍ କରୁଥିବା କୋହଲି ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ସେ ପଛରେ ପକାଇ ଦେବେ…
Archives


