ବିଭିନ୍ନ ଦାବି ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ
କୋରାପୁଟ,୩ା୧୨(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ଏ ସମ୍ପର୍କିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଲମତାପୁଟ ସିନ୍ଧିପୁଟିଠାରେ ଏକ ମେଗା ବ୍ରିଜ କରାଯିବା,…
ଘରେ ଶାନ୍ତି ଏବଂ ଧନବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ
ସାଧାରଣତଃ ସମସ୍ତେ ଚାହିଁଥାନ୍ତି ପରିବାରରେ ହସଖୁସିରେ ରହିବା ପାଇଁ। ଘରେ ହସ ଏବଂ ଖୁସିର ବାତାବରଣ ରହିଲେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଅନେକଙ୍କ ପରିବାରରେ ସର୍ବଦା କଳିତକରାଳ ଲାଗି ରହିଥାଏ। ଯେଉଁଥିପାଇଁ ବାସ୍ତୁଦୋଷ ରହିଥାଏ ବୋଲି ଜ୍ୟୋତିର୍ବିଦ୍ମାନେ କୁହନ୍ତି। ତେଣୁ…
ବାସ୍ତବ ଦୁନିଆର ‘ମୋଗଲି’: ଆଖି ପିଛୁଳାକେ ଚଢ଼ନ୍ତି ଗଛ, ଜଙ୍ଗଲରେ ବିତାନ୍ତି ସମୟ
ନୂଆଦିଲ୍ଲୀ: ଫିଲ୍ମ ‘ଜଙ୍ଗଲ ବୁକ୍’ରେ ବେଶ୍ ଲୋକପ୍ରିୟ ହୋଇଥିଲା ମୋଗଲି ଚରିତ୍ର। ଜଙ୍ଗଲରେ ରହିବା ସହ ପଶୁପକ୍ଷୀଙ୍କ ମଧ୍ୟରେ ସମୟ ବିତାଉଥିବାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଥିଲା। ହେଲେ ବାସ୍ତବରେ ମୋଗଲୀଙ୍କୁ ଦେଖିବାକୁ ଚାହାନ୍ତି ଯଦି ଆପଣଙ୍କୁ ପୂର୍ବ ଆଫ୍ରିକାର…
ଇସ୍ରାଏଲର ନୂଆ ଯୁଦ୍ଧ ଜାହାଜ ଦେଖି ଇରାନ ଛାନିଆ
ଜେରୁଜେଲମ,୩ା୧୨: ଇସ୍ରାଏଲକୁ ଏହାର ଆଧୁନିକ ଯୁଦ୍ଧ ଜାହାଜ ମିଳିଛି। ଏହା ଆସିବା ପରେ ଇରାନ ସବୁଠୁ ଭୟଭୀତ ଏବଂ ଚିନ୍ତାଗ୍ରସ୍ତ ହୋଇପଡ଼ିଛି। ଇସ୍ରାଏଲ ଏହି ଯୁଦ୍ଧ ଜାହାଜକୁ ଜର୍ମାନୀରୁ ମଗାଇଛି। ଏହି ଜାହାଜକୁ ଜର୍ମାନୀରେ ‘ସିଲ’୍ଡ କୁହାଯାଏ। ଏବେ ଇସ୍ରାଏଲ ଏବଂ…
୪୭୦୦ ବର୍ଷ ପୁରୁଣା ପିରାମିଡ୍ ସମ୍ମୁଖରେ ସେକ୍ସି ଫଟୋଶୁଟ୍ କରି ଫସିଲେ ଏହି ମଡେଲ; ଫଟୋ ଭାଇରାଲ ପରେ…
ହଜାର ହଜାର ବର୍ଷ ପୁରୁଣା ଇଜିପ୍ଟର ବିଶ୍ୱ ପ୍ରସିଦ୍ଧ ପିରାମିଡ୍ ସମ୍ମୁଖରେ ଫଟୋଶୁଟ କରି ଜଣେ ମଡେଲ ଏବେ ଅଡ଼ୁଆରେ। ମଡେଲ ସଲମା ଅଲ ସିମିଙ୍କ ଫଟୋ ଉଠାଇଥିବା ଫଟୋଗ୍ରାଫରଙ୍କୁ ଇଜିପ୍ଟ ପୋଲିସ ଗିରଫ କରିସାରିଛି। ଅର୍ଦ୍ଧନଗ୍ନ ଅବସ୍ଥାରେ ୪,୭୦୦ ବର୍ଷ…
ଚର୍ଚ୍ଚାରେ ଶମିତା
ବଲିଉଡ୍ରେ ଭାଗ୍ୟ ଏବଂ ପରିଶ୍ରମ ଏକାସାଙ୍ଗରେ କାମ କରିଥାଏ। ସୁପରହିଟ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଭାଗ୍ୟ ବେଳେ ବେଳେ ସାଥ୍ ଦେଇ ନ ଥାଏ। ଯେମିତିକି ଅଭିନେତ୍ରୀ ଶମିତା ଶେଟ୍ଟୀ। ଶମିତାଙ୍କ ବଡ଼ ଭଉଣୀ ଶିଳ୍ପା ଶେଟ୍ଟୀ ବଲିଉଡ୍ର…
ଦିଲ୍ଲୀରୁ ଆସିଲା ଖୁସି ଖବର: ଜାନୁୟାରୀ ସୁଦ୍ଧା ଭାରତରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ,୩।୧୨: ଭାରତରେ କରୋନା ମହାମାରୀ ଥମିବାର ନା ଧରୁନି। ଏପରିସ୍ଥଳେ ଗୁରୁବାର ଦିଲ୍ଲୀରୁ ଖୁସି ଖବର ଆସିଛି। ଜାନୁୟାରୀ ସୁଦ୍ଧା ଦେଶରେ କରୋନା ଟିକା ମିଳିବ ବୋଲି ଏମ୍ସ୍ର ନିର୍ଦ୍ଦେଶକ ଡ.ରଣଦୀପ୍ ଗୁଲେରିଆ ସୂଚନା ଦେଇଛନ୍ତି। ସମ୍ପ୍ରତି ଦେଶରେ କରୋନା ଟିକାର…
୬୬ ବର୍ଷରେ ଦ୍ୱିତୀୟ ବିବାହ କଲେ ବାପା: ସୋସିଆଲ ମିଡିଆରେ ପୁଅ ଲେଖିଲେ ହୃଦୟସ୍ପର୍ଶୀ ବାର୍ତ୍ତା
୬୬ ବର୍ଷୀୟ ଜଣେ ବ୍ୟକ୍ତି ଏବଂ ୬୩ ବର୍ଷୀୟା ଜଣେ ମହିଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସବୁଠୁ ଉତ୍ସାହ ତଥା ଆବେଗପୂର୍ଣ୍ଣ କଥା ହେଲା ଏହି ଦମ୍ପତିଙ୍କ ପ୍ରେମ କାହାଣୀ ସଂପୃକ୍ତ ବ୍ୟକ୍ତିଙ୍କ ପୁଅ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ଭାରତୀ-ହର୍ଷଙ୍କୁ ସହଯୋଗ ଅଭିଯୋଗ: ୨ ଏନ୍ସିବି ଅଫିସର ନିଲମ୍ବିତ
ମୁମ୍ବାଇ,୩।୧୨: ଡ୍ରଗ୍ସ୍ ମାମଲାରେ ବଲିଉଡ୍ର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ୨ ଜଣ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଏହି ତଦନ୍ତକାରୀ ଅଫିସରମାନେ ଭାରତୀ, ହର୍ଷ ଏବଂ…
ଦେଶର ପ୍ରଥମ ରାଷ୍ଟ୍ରପତିଙ୍କ ନାତୁଣୀ ହେଲେ ଏହି ବଲିଉଡ୍ ଅଭିନେତ୍ରୀ: ଗ୍ଲାମରକୁ ନେଇ ରହିଥାନ୍ତି ଚର୍ଚ୍ଚାରେ
ବମ୍ବେ: ଅଭିନେତ୍ରୀ ଶ୍ରେୟା ନାରାୟଣ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ନାରାୟଣଙ୍କ ପଣନାତୁଣୀ। ଅନେକ ଫିଲ୍ମରେ ସେ କାମ କରିସାରିଛନ୍ତି। ଗ୍ଲାମରସ ଏବଂ ସୁନ୍ଦରୀ ହୋଇଥିବା ହେତୁ ବଲିଉଡ୍ରେ ତାଙ୍କ କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିହାରରେ ଶ୍ରେୟାଙ୍କ ଜନ୍ମ।…
ଦେଶର ଶ୍ରେଷ୍ଠ ୧୦ ଥାନା: ଶୀର୍ଷରେ ନୋଙ୍ଗ୍ପୋକ୍ ସେକମାଇ
ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ଶ୍ରେଷ୍ଠ ୧୦ ଥାନାର ନାମ ଗୁରୁବାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କିତ ତାଲିକା ପ୍ରକାଶ ପାଇଛି। ୨୦୨୦ର ଶ୍ରେଷ୍ଠ ଥାନା ମଧ୍ୟରେ ମଣିପୁରର ଥୋଉବଲସ୍ଥିତ ନୋଙ୍ଗ୍ପୋକ୍ ସେକମାଇ ଥାନା ଶୀର୍ଷରେ ରହିଛି।…
ସମୁଦ୍ରରୁ ମିଳିଲା ଏପରି ଜିନିଷ, ରାତାରାତି କୋଟିପତି ହେଲେ ମତ୍ସ୍ୟଜୀବୀ
କଥାରେ ଅଛି, ଈଶ୍ୱର ଯାହାକୁ ଦିଅନ୍ତି ଛପର ଫାଡ଼ି କି ଦିଅନ୍ତି। ସେମିତି ଏକ ଘଟଣା ଥାଇଲାଣ୍ଡରୁ ସାମ୍ନାକୁ ଆସିଛି। ଆଶା କରାଯାଉଥିବା ଅଧିକ କିଛି ପାଇବା ପରେ ଲୋକଙ୍କ ଗୋଡ଼ ତଳେ ଲାଗେନି। ଯାହାକି ଜଣେ ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ ଘଟିଛି।…
Archives


