Home

ନକଲି ପନିର ପରେ ଚା’

କଟକ ଅଫିସ/କଟକ ସଦର, ୭।୧: ବର୍ଷବର୍ଷ ଧରି ସହରରେ ନକଲି ସାମଗ୍ରୀର ଚାଲିଥିବା କାରବାର ଏବେ ଧୀରେ ଧୀରେ ପଦାକୁ ଆସୁଛି। ନକଲି ମସଲା, ଘିଅ, ସସ୍‌, ସିମେଣ୍ଟ, ପନିର ପରେ ଏବେ ନକଲି ଚା’ପତି ବିକ୍ରି କରାଯାଉଥିବା ଜଣାପଡ଼ିଛି। କଟକ…

ଜାତୀୟ ସଙ୍ଗୀତ ବାଜୁଥିବାବେଳେ ଭୋ ଭୋ ହୋଇ କାନ୍ଦିଲେ ଏହି କ୍ରିକେଟର୍‌

ସିଡନୀ,୭।୧: ସିଡନୀ କ୍ରିକେଟ ଗ୍ରାଉଣ୍ଡରେ (ଏସସିଜି) ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଜାତୀୟ ସଂଗୀତରେ ଭାବପ୍ରବଣ ହୋଇଥିଲେ। ସିରାଜ ତାଙ୍କ ଭାବନାକୁ ନିୟନ୍ତ୍ରଣ କରିପାରି ନ ଥିଲେ ଏବଂ…

ରତନ ଟାଟାଙ୍କ କାର୍‌କୁ ଜରିମାନା

ମୁମ୍ବାଇ, ୭ା୧: ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ଟାଟା ସନ୍‌ସ ଚେୟାରମ୍ୟାନ ରତନ ଟାଟାଙ୍କ ନିକଟକୁ ଇ-ଚାଲାଣ ପଠାଇଛି। ରତନ ଟାଟା ଏଭଳି ନିୟମ ଭାଙ୍ଗିବା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଯାଞ୍ଚ ପରେ ପ୍ରକୃତ ଘଟଣା ସାମ୍‌ନାକୁ…

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା

ସିଡନୀ,୭।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରଜ୍‌ର ତୃତୀୟ ମ୍ୟାଚ ସିଡନୀରେ ଆରମ୍ଭ ହୋଇଛି। ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଘରୋଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୩.୩…

୪ ମତ୍ସ୍ୟଜୀବୀଙ୍କୁ ବଞ୍ଚାଇଲେ ଛାତ୍ର

ଥିରୁଭାନନ୍ତପୁରମ୍‌, ୭ା୧: ଆରବ ସାଗରରେ ବୁଡ଼ି ଯାଉଥିବା ୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ହିରୋ ପାଲଟିଛନ୍ତି କେରଳର ଜଣେ ଇଞ୍ଜିନିୟରିଂ ଛାତ୍ର, ଦେବଙ୍ଗ ସୁବିଲ। ଏଥିପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଥ୍ରିଶୁରର ନାଟିକା ଉପକୂଳରେ ବୁଧବାର ଏକ ଡଙ୍ଗା…

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଣବଳାତ୍କାର ପରେ ହତ୍ୟା

ଲକ୍ଷ୍ନୌ, ୭।୧(ପି.ଟି.): ଉତ୍ତରପ୍ରଦେଶର ବୁଦାଉଁ ଜିଲାରେ ଜଣେ ୫୦ ବର୍ଷୀୟ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ଗଣବଳାତ୍କାର କରାଯିବା ସହ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ମନ୍ଦିରର ଜଣେ ମହନ୍ତ ଓ ତାଙ୍କର ଦୁଇ ସହଯୋଗୀ ସମ୍ପୃକ୍ତ ଥିବା ପୋଲିସ କହିଛି।…

ପୂର୍ବତନ ଟିଡିପି ମନ୍ତ୍ରୀ ଗିରଫ

ହାଇଦ୍ରାବାଦ, ୭।୧: ଜମି ବିବାଦକୁ ନେଇ ୩ ଭାଇଙ୍କୁ ଅପହରଣ କରିଥିବା ଅଭିଯୋଗରେ ବୁଧବାର ଆନ୍ଧ୍ରପ୍ରଦେଶର ଜଣେ ପୂର୍ବତନ ଟିଡିପି ମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ୨୦୦ କୋଟି ଟଙ୍କାର ଏକ ଜମି ବାବଦକୁ ନେଇ ପୂର୍ବତନ ମନ୍ତ୍ରୀ ଭୂମା ଅଖିଳ ପ୍ରିୟା…

କୃଷି ଆଇନ ବିରୋଧରେ ଆବେଦନର ଶୁଣାଣି ୧୧ରେ

ନୂଆଦିଲ୍ଲୀ, ୭।୧(ପି.ଟି.): ନୂଆ କୃଷି ଆଇନକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନର ଶୁଣାଣି ୧୧ ତାରିଖରେ କରିବାକୁ ସୁପ୍ରିମକୋର୍ଟ ବୁଧବାର କହିଛନ୍ତି। ଏଥିସହିତ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ନେଇ ଦେଖାଦେଇଥିବା ସମସ୍ୟା ଉପରେ ଆବେଦନର ମଧ୍ୟ ସେହିଦିନ ଶୁଣାଣି…

‘ସର୍ଜିକାଲ ଷ୍ଟ୍ରାଇକ୍‌ର ଅତ୍ୟଧିକ ପ୍ରଚାର କରିଥିଲେ ମୋଦି’

ନୂଆଦିଲ୍ଲୀ, ୭ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଉପରେ ୨୦୧୬ରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ର ବହୁଳ ପ୍ରଚାର କରିଥିଲେ ବୋଲି ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଏଭଳି ପ୍ରଚାରର କୌଣସି ଆବଶ୍ୟକତା…

ଅନୁପ୍ରବେଶ ଅପେକ୍ଷାରେ ୪୦୦ ଆତଙ୍କବାଦୀ

ଜମ୍ମୁ,୭।୧: ଶୀତଋତୁରେ ଜମ୍ମୁ-କଶ୍ମୀରେ ପ୍ରବେଶ କରିବା ଲାଗି ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଆରପଟେ ଥିବା ଲଞ୍ଚ୍‌ପ୍ୟାଡ୍‌ଗୁଡ଼ିକରେ ପ୍ରାୟ ୪୦୦ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଛନ୍ତି। ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପଠାଇବା ଲାଗି ପାକିସ୍ତାନର ଏକ ଉଦ୍ୟମ ବିଫଳ ହେବା ପରେ ସେମାନେ…

କରନଙ୍କୁ ବିବାହ କରିବା ପୂର୍ବରୁ ଜନ୍‌ ଆବ୍ରାହମ୍‌ଙ୍କ ସହିତ ୯ ବର୍ଷ ଲିଭ୍‌ଇନ୍‌ରେ ଥିଲେ ବିପାଶା…

ମୁମ୍ବାଇ,୭।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ବିପାଶା ବସୁଙ୍କୁ ଗୁରୁବାର ୪୧ ବର୍ଷ ପୂରିଛି। ସେ ୪୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ଜାନୁୟାରୀ ୭ରେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ବହୁ ଫିଲ୍ମରେ ସେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି…

ରିଲ୍‌ ଲାଇଫ୍‌ରେ ସଫଳ ଥିବା ରୀନା ରାୟ ରିୟଲ ଲାଇଫ୍‌ରେ ରହିଥିଲେ ଅସଫଳ…

ମୁମ୍ବାଇ,୭।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରୀନା ରାୟଙ୍କୁ ଗୁରୁବାର ୬୩ ବର୍ଷ ପୂରିଛି। ସେ ୬୪ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୫୭ ଜାନୁୟାରୀ ୭ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?