‘ଏଭଳି ପୁଅ ବଞ୍ଚିବା ଅପେକ୍ଷା ମରିଯିବା ଭଲ’: ଜାଣନ୍ତୁ ସନ୍ତାନକୁ ନେଇ ଏଭଳି କାହିଁକି କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗକୁ ନେଇ ବର୍ଣ୍ଣନା କରିଛନ୍ତି। ବିଶେଷକରି ଧନ, ପଦୋନ୍ନତି, ବ୍ୟବସାୟ, ଚାକିରି, ପରିବାର ଏବଂ ବୈବାହିକ ଜୀବନ ସହ ଜଡ଼ିତ ସମସ୍ୟା ଓ ତାର ସମାଧାନକୁ ନେଇ ନୀତିଶାସ୍ତ୍ରରେ ଚାଣକ୍ୟ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଏକ ଶ୍ଲୋକରେ ଚାଣକ୍ୟ ପୁଅଙ୍କ ସଦ୍‌ଗୁଣ ଏବଂ ଦୁର୍ଗୁଣ ବିଷୟରେ କହିଛନ୍ତି।

-ଚାଣକ୍ୟ କୁହନ୍ତି ଶହେ ବୁଦ୍ଧିମାନ ପୁଅ ଅପେକ୍ଷା ଜଣେ ଯୋଗ୍ୟ ତଥା ବୁଦ୍ଧିମାନ ପୁଅ ଭଲ। ଏଭଳି ସନ୍ତାନ ପିତାମାତାଙ୍କୁ ସୁଖ ଦିଅନ୍ତି ଏବଂ ତାଙ୍କର ଦୁଃଖକୁ ନିଜ ଦୁଃଖ ବୋଲି ଭାବନ୍ତି।

-ଦୁର୍ଗୁଣ ବିଷୟରେ ଚାଣକ୍ୟ କୁହନ୍ତି, ଯଦି ପୁଅର ଖରାପ ଅଭ୍ୟାସ ରହିଛି ଅଥବା ସେ ଅଜ୍ଞ ତେବେ ଏଭଳି ପୁଅ ରହିବା ଅପେକ୍ଷା ମରିଯିବା ଭଲ। ଏଭଳି ପୁଅର ମୃତ୍ୟୁରେ ପିତାମାତା କିଛି ସମୟ ପାଇଁ ଦୁଃଖ ପାଇପାରନ୍ତି। ହେଲେ ଯଦି ପୁଅ ଦୀର୍ଘଦିନ ଧରି ଜୀବିତ ରୁହେ ତେବେ ସେମାନେ ସାରାଜୀବନ ଦୁଃଖୀ ହେବେ।

-ଏକ ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି, କ୍ଷୀର ଦେଉ ନ ଥିବା ତଥା ବାଛୁରୀ ଜନ୍ମ କରୁ ନ ଥିବା ଗାଈର ମୂଲ୍ୟ ନ ଥାଏ। ସେହିଭଳି ମୁର୍ଖ ନଚେତ ମା’ବାପାଙ୍କ ପ୍ରତି ଶ୍ରଦ୍ଧାଭାବ, ସମ୍ମାନ ନ ଥିବା ପୁଅ/ସନ୍ତାନର କୌଣସି ଲାଭ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ଜୀବନ ଅନ୍ତରାଳେ

ବିଶ୍ୱସ୍ତରରେ ଭାରତ ଏକ ସର୍ବଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ଭାବେ ପ୍ରସିଦ୍ଧି ଲାଭ କରିଛି l ଏଠାରେ ସର୍ବଧର୍ମ ସମନ୍ବୟ ନ୍ୟାୟରେ ପ୍ରାୟ ପୃଥିବୀର ସମସ୍ତ ଜାତିର...

ସିଗାରେଟ୍‌ : ଜୀବନ ଘାତକ

‘ପ୍ରାୟ ଦୁଇ ଦଶକ ପୂର୍ବେ ସ୍ବାସ୍ଥ୍ୟ ଉପରେ ଧୂମପାନର ଭୟାବହ ପରିଣାମ କ୍ରମେ ଜଣାଗଲା । ସେଥିରୁ ଜଣାପଡ଼ିଲା ଯେ, ସିଗାରେଟ୍‌ ଧୂଆଁରେ ଥାଏ ପ୍ରାୟ...

ଟ୍ରାଇ କଲର୍‌ ଫ୍ୟାଶନ

ସାଧାରଣତନ୍ତ୍ର ଦିବସ ଅବସରରେ ଟିକେ ଖାସ୍‌ ଲୁକ୍‌ ପାଇବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ଜାତୀୟ ପତାକାର ରଙ୍ଗ ସହ ମ୍ୟାଚ୍‌ କଲା...

ସ୍ବାମୀଙ୍କ ଉପରେ ହୁକୁମ ଚଲାନ୍ତି ଏହି ରାଶିର ମହିଳା; ହେଲେ ଏମାନଙ୍କ ପ୍ରେମରେ…

ଆଜିର ରାଶି ସମ୍ବନ୍ଧୀୟ ଆଲୋଚନାରେ ବିଛା ରାଶିର ମହିଳାଙ୍କ ବିଷୟରେ ଆଲୋଚନା କରିବା। ଏମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି। ଜୀବନରେ ଯାହାକୁ ହାସଲ କରିବାକୁ ଏମାନେ...

ସ୍ମରଣ ଶକ୍ତି ବୃଦ୍ଧିର ନୂଆ ଉପାୟ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପାଇଁ ଆମକୁ ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ତା’ ସହ...

ଥରା ରୋଗ ପାଇଁ ପ୍ରାରମ୍ଭିକ ଚିକିତ୍ସା ଜରୁରୀ

ଥରା ରୋଗର ଏଭଳି ଏକ ସ୍ନାୟୁଜନିତ ରୋଗ, ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହଁି। ଉକ୍ତ ରୋଗୀଙ୍କୁ ନିୟମିତ ଔଷଧ ଖାଇବା ସହ ଅଭିଜ୍ଞ ବିଶେଷଜ୍ଞଙ୍କ...

କରୋନାକୁ ଏବେ ଭୟ ନାହିଁ: ବଜାରକୁ ଆସିବ ସେଫ୍ଟି ଗଗଲ୍ସ

ଚଣ୍ଡିଗଡ଼, ୨୮।୬: ଭାରତରେ କରୋନା ମହାମାରୀ ସଂକ୍ରମଣ ନେଇ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଏବେ ଆଉ କରୋନାକୁ ଭୟ ନାହିଁ। ବଜାରରେ ଖୁବ୍‌ ଶୀଘ୍ର...

କିପରି କମାଇବେ ବିଜୁଳି ବିଲ୍‌

ବିଜୁଳି ବିଲ୍‌କୁ ନେଇ ଆପଣ ଚିନ୍ତିତ କି? ଯଦି ହଁ, ତେବେ ନିମ୍ନୋକ୍ତ କେତୋଟି ଟିପ୍ସକୁ ଆପଣାଇଲେ କିଛିମାତ୍ରାରେ ବିଜୁଳି ବିଲ୍‌ କମାଇ ପାରିବେ… ଯଦି...

Advertisement
Archives

Model This Week