Home

୩୦ କୋଟିଙ୍କୁ ଦିଆଯିବ କରୋନା ଟିକା: ଏକକାଳୀନ ହେବ ବ୍ୟବସ୍ଥା

ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକା ଅଗ୍ରଗତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇ କହିଛନ୍ତି,ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ। ଟିକା ଜରୁରୀ…

ମୁକେଶ ଅମ୍ବାନୀଙ୍କ ଦୁଇ ସମୁଦିଙ୍କ ମଧ୍ୟରୁ କିଏ ବେଶୀ ଧନୀ? ଜାଣନ୍ତୁ କେଉଁ ପର୍ଯ୍ୟନ୍ତ ବ୍ୟାପିଛି କାରବାର

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ସେ ନିଜ ଝିଅ ଇଶା ଏବଂ ପୁଅ ଆକାଶଙ୍କ ବିବାହ ଦୁଇ ବଡ଼ ବ୍ୟବସାୟୀଙ୍କ ପରିବାରରେ କରିଛନ୍ତି। ଆକାଶଙ୍କ ବିବାହ ଶ୍ଳୋକାଙ୍କ ସହ ହୋଇଛି। ଶ୍ଳୋକା ଅରୁଣ ମେହଟ୍ଟାଙ୍କ ଝିଅ।…

ସେନା ଅଧିକାରୀ ହେବାର ସ୍ବପ୍ନ ଥିଲା, ମା’ କହିବାରୁ କ୍ରିକେଟକୁ କରିଥିଲେ କ୍ୟାରିୟର

ନୂଆଦିଲ୍ଲୀ,୮।୧୨: ଆର୍ମି ଅଫିସର(ସେନା ଅଧିକାରୀ) ହେବାର ସ୍ବପ୍ନ ଥିଲା। ହେଲେ ମା’ଙ୍କ ପରାମର୍ଶ ମୁତାବକ ସେ କ୍ରିକେଟର ହୋଇଥିଲେ ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଓପନର୍‌ ଗୌତମ ଗମ୍ଭୀର। ୟୁଟ୍ୟୁବର ଗୌରବ କପୁରଙ୍କ ଶୋ’ ବ୍ରେକ୍‌ଫାଷ୍ଟ ଉଇଥ୍‌ ଚାମ୍ପିଆନ୍ସରେ…

ବ୍ୟବସାୟ ନୁହେଁ ମଡେଲିଂ କରିବେ ଆପଲ ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍ସଙ୍କ ଝିଅ: ଭାଇରାଲ ହେଲା ବାଥ୍‌ଟବ୍‌ରେ ବୋଲ୍ଡ ଫଟୋ

ନୂଆଦିଲ୍ଲୀ: ମୋବାଇଲ ଫୋନର ରାଜା କୁହାଯାଉଥିବା ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବ୍ସ ଦୁନିଆର ଲୋକପ୍ରିୟ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ତାଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଥାଏ। ହେଲେ ଏବେ ତାଙ୍କ ଝିଅ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଜୋବ୍ସଙ୍କ ଝିଅ ଇଭ…

ଏଠାରେ ଅଛନ୍ତି ଦୁନିଆର ସବୁଠାରୁ ଛୋଟ ମାଙ୍କଡ: ଆକାର ପିଙ୍ଗପଙ୍ଗ୍‌ ବଲ୍‌ଠାରୁ ମଧ୍ୟ ଛୋଟ

ଦକ୍ଷିଣ ଆମେରିକାର ‘ରେନ୍‌ ଫରେଷ୍ଟ’ କଲମ୍ବିଆ, ଇକ୍ୟୁଏଡର୍‌, ପେରୁ ଏବଂ ପଶ୍ଚିମ ବ୍ରାଜିଲ ପର୍ଯ୍ୟନ୍ତ ବ୍ୟାପିଛ। ଏହି ଜଙ୍ଗଲରେ ଅନେକ ପ୍ରକାରର ଜୀବଜନ୍ତୁ ବାସ କରନ୍ତି, ଯାହା ଏହି ଜଙ୍ଗଲକୁ ଅଧିକ ଆକର୍ଷଣୀୟ କରିଥାଏ। ଏହି ପ୍ରଜାତିଗୁଡିକ ମଧ୍ୟରୁ ଗୋଟିଏ ହେଉଛି…

ଡିସେମ୍ବର ୧୪ ମଧ୍ୟରାତ୍ରରୁ ବଦଳିଯିବ ଟଙ୍କା ନେଣଦେଶ ସମ୍ପର୍କିତ ଏସବୁ ନିୟମ, ଲାଭବାନ ହେବେ..

ମୁମ୍ବାଇ,୮।୧୨: କରୋନା କାଳରେ ଡିଜିଟାଲ ନେଣଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିଅଲ ଟାଇମ୍‌ ଗ୍ରସ୍‌ ସେଟଲମେଣ୍ଟ(ଆର୍‌ଟିଜିଏସ୍‌) ସିଷ୍ଟମ୍‌ ଡିସେମ୍ବର ୧୪ ତାରିଖରୁ ୨୪ ଘଣ୍ଟା ଧରି କାମ କରିବ ବୋଲି କହିଥିଲା। ଏବେ…

ଏହି ଦେଶରେ ଭୋ ଭୋ ହୋଇ କାନ୍ଦିବା ଅଭ୍ୟାସ କରନ୍ତି ଲୋକେ; ନ ମାନିଲେ ଘରୁ ଉଠାଇ ନିଆଯାଏ: କାରଣ ଜାଣିଲେ ହେବେ..

ଉତ୍ତରକୋରିଆରେ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଏ। ସେଠାର ଜନସାଧାରଣ ରାଜପରିବାରକୁ ବହୁତ ଡରିଥାନ୍ତି। କାରଣ ଦେଶରେ ଶାସକଙ୍କୁ ବଞ୍ଚିଥିବା ବେଳେ ସମ୍ମାନ ଦେବା ଏବଂ ମରିବା ପରେ ମଧ୍ୟ ତାଙ୍କ ପାଇଁ ଲୋକେ କାନ୍ଦିବାର ପରମ୍ପରା ରହିଛି।…

ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୮।୧୨(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ। ତାଙ୍କ ଦସ୍ତଖତ ନମୁନାକୁ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ। ଆପଏଣ୍ଟମେଣ୍ଟ ଲେଟରରେ ଥିବା ଆକାଶଙ୍କ ଦସ୍ତଖତକୁ ମେଳକ କରାଯିବ। ଟାଟା ନାଁରେ ଆକାଶ ବାଣ୍ଟିଥିବା…

ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ପାଇଲଟ୍‌ଙ୍କର ପରଲୋକ

ଓ୍ବାଶିଂଟନ୍‌, ୮।୧୨: ଶବ୍ଦଠାରୁ ଅଧିକ ବେଗରେ ବିମାନ ଉଡ଼ାଉଥିବା ବିଶ୍ୱର ପ୍ରଥମ ପାଇଲଟ୍‌ ଚକ ୟେଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ସେ ଆମେରିକାର ବାସିନ୍ଦା ଥିଲେ। ତାଙ୍କର ଜଣେ ବନ୍ଧୁ ଭିକ୍ଟୋରିୟା ୟେଗର ଟୁଇଟ୍‌କରି…

ଟି-ଶର୍ଟରୁ ପ୍ରାଇସ୍‌ ଟ୍ୟାଗ୍‌ କାଢ଼ିବାକୁ ଭୁଲିଗଲେ ଏହି ବିଶ୍ୱସୁନ୍ଦରୀ

ମିସ୍‌ ଓ୍ବାଲ୍ଡ ଟାଇଟଲ ଜିତିଥିବା ମାନୁଷୀ ଛିଲର କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ତେବେ ଖାସ୍‌ କଥା ହେଲା ଏହି ସମୟରେ ମାନୁଷୀ କଳା ରଙ୍ଗରଏକ ଟି-ଶର୍ଟ ପିନ୍ଧିଥିଲେ। ହେଲେ…

ଭୂକମ୍ପ ପରେ ନ କମି ବଢ଼ିଛି ଏଭରେଷ୍ଟ ଉଚ୍ଚତା: ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳ ଦେଲା ସୂଚନା

କାଠମାଣ୍ଡୁ,୮।୧୨: ଗିରିଶୃଙ୍ଗ ଏଭରେଷ୍ଟର ଉଚ୍ଚତା ୨୦୧୫ରେ ନେପାଳରେ ହୋଇଥିବା ଭୂକମ୍ପ ଯୋଗୁ କମିନି, ବଂର ଏହାର ଉଚ୍ଚତା ଭୂକମ୍ପ ପରେ ବଢ଼ିଛି। ଏହାର ସଂଶୋଧିତ ଉଚ୍ଚତା ସମ୍ପର୍କରେ ନେପାଳର ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗାୟାଓ୍ବାଲି ମଙ୍ଗଳବାର ଟୁଇଟ୍‌ କରି ସୂଚନା…

ବିବାହ କରିବେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମାଉସୀ ପଦ୍ମିନୀ କୋହ୍ଲାପୁରେଙ୍କ ଅଭିନେତା ପୁଅ ପ୍ରିୟାଙ୍କ ଶର୍ମା ନିଜ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ବର୍ଷ ଅର୍ଥାତ୍‌ ୨୦୨୧, ଫେବୃୟାରୀରେ ପ୍ରିୟାଙ୍କ ପ୍ରଯୋଜକ କରିମ ମୋରାନୀଙ୍କ ଝିଅ ଶାଜା ମୋରାନୀଙ୍କୁ ବିବାହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri