Posted inଜାତୀୟ

ଜମାଟ ବାନ୍ଧିଲା ଡାଲ୍‌ ହ୍ରଦ ପାଣି

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରରେ ତୁଷାର ପାତ ଲାଗି ରହିଛି। ଏହାଯୋଗୁ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଯାଇଛି। ଫଳରେ ଶ୍ରୀନଗରର ଡାଲ୍‌ ହ୍ରଦର ପାଣି କେତେକ ସ୍ଥାନରେ ଜମାଟ ବାନ୍ଧି ଯାଇଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ ସୋମବାର ଏଠାରେ ସର୍ବନିମ୍ନ ତାପମାତ୍ରା ଶୂନରୁ ୬ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବ। ପ୍ରବଳ ଥଣ୍ଡା ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ କମି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ହିଂସା: କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୨୭ା୭(ପି.ଟି.): ଭିଡ଼ହିଂସା ଏବଂ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ହେଉଥିବା ହିଂସାକାଣ୍ଡ ରୋକିବା ଲାଗି ଗତବର୍ଷ ସୁପ୍ରିମକୋର୍ଟ ଏକାଧିକ ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହେଉ...

ପଶ୍ଚିମବଙ୍ଗ ସମେତ ତିନି ରାଜ୍ୟର ୪୦ ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ,୨୮ ।୧୧: ସିବିଆଇ ଦ୍ୱାରା ଶନିବାର ୩ ରାଜ୍ୟର ୪୦ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥିରେ କୋଇଲା...

୨୦୪୦ ସୁଦ୍ଧା ବିଶ୍ୱରେ ୩ଗୁଣା ବୃଦ୍ଧି ପାଇବ ପ୍ଲାଷ୍ଟିକ୍‌ ପ୍ରଦୂଷଣ, ପ୍ରଦୂଷଣର ୫୨ପ୍ରତିଶତ ଆବର୍ଜନା ପାଇଁ ଦାୟୀ ରହିବ ଭାରତ

ନୂଆଦିଲ୍ଲୀ,୩।୮: ବର୍ଜ୍ୟବସ୍ତୁ ପରିଚାଳନା ଦକ୍ଷତା ହେତୁ ଏହି ବର୍ଷ ୬,୮୬,୪୨,୯୯୯ ଟନ ଅତିରିକ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାଟିରେ ମିଶିଯିବ। କିନ୍ତୁ ୨୦୪୦ ସୁଦ୍ଧା ବିଶ୍ୱରେ ପ୍ଲାଷ୍ଟିକ...

କଂଗ୍ରେସକୁ ପୁଣି ଫେରିବେ କି ସଚିନ

ନୂଆଦିଲ୍ଲୀ,୧୭।୭: ରାଜସ୍ଥାନରେ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କଳି ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ସଚିନ ପାଇଲଟଙ୍କୁ ଦଳର ରାଜସ୍ଥାନ...

ଝିଅ ବଳାତ୍କାରୀଙ୍କୁ ହତ୍ୟା କରି ପ୍ରତିଶୋଧ ନେଲେ ବାପା

ନୂଆଦିଲ୍ଲୀ,୨୨।୮ : ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ୩୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିଛନ୍ତି ପୀଡ଼ିତାଙ୍କ ବାପା। ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀର ତ୍ରାଲର ଅଓ୍ବନ୍ତିପୋରାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନେ ଗଜବତ୍‌-ଅଲ୍‌- ହିନ୍ଦ୍‌ର ସଦସ୍ୟ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା...

୧୪ମାସର ଶିଶୁ କରୋନା ପଜିଟିଭ୍‌

ଅହମଦାବାଦ,୬।୪: ଗୁଜରାଟ ଜାମନଗର ଜିଲାର ଦରେଡ ଗଁାରେ ଜଣେ ୧୪ମାସର ଶିଶୁ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। ଜାମନଗରରେ କରୋନା ଭାଇରସ୍‌ ସଂକ୍ରମଣର ଏହା...

୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭାଜପା କାଉସିଲର ଗିରଫ

ନୂଆଦିଲ୍ଲୀ,୫।୧୨-ଗୋଟିଏ ଘର ତିଆରିକୁ ଅନୁମତି ଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭାଜପା କାଉସିଲର ମନୋଜ ମାହାଲାୱତଙ୍କୁ ଶୁକ୍ରବାର ସିବିଆଇ...

Advertisement
Archives

Model This Week