୨୦୧୪ ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦାୟୀ ସୋନିଆ-ମନମୋହନ
ନୂଆଦିଲ୍ଲୀ,୧୨।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଆତ୍ମଜୀବନୀ ପୁସ୍ତକ ‘ଦ ପ୍ରେସିଡ଼େନ୍ସିଆଲ୍ ଇୟର’ରେ ଉଲ୍ଲେଖ କରାଯାଇଥିବା ତଥ୍ୟ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ପୁସ୍ତକରେ ପ୍ରଣବ ବର୍ଣ୍ଣନା କରିଥିବା କେତେକ ଅଜଣା କଥାକୁ ନେଇ ଚର୍ଚ୍ଚା…
ଖୋଲିଲା ବନ୍ଧୁକ କାରବାର ଗୁମର
କଟକ ଅଫିସ୍, ୧୨।୧୨: ବ୍ୟବସାୟୀ ଓ ଠିକାଦାରଙ୍କଠାରୁ ବଟି ଆଦାୟ, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମ ଓ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ କରିବା ଅଭିଯୋଗରେ ଗିରଫ ହୋଇ ଦୀର୍ଘ ୪ବର୍ଷ ହେଲା ଜେଲରେ ଥିବା ସୁଶାନ୍ତ ଏବଂ ସୁଶୀଲ ଧଳସାମନ୍ତ ଭ୍ରାତାଙ୍କ ଏବେ…
ଆଇନ ସଂଶୋଧନକୁ ଅପେକ୍ଷା
ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜ୍ୟର ୫ ମହାନଗର ନିଗମ ସମେତ ସମସ୍ତ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ନିର୍ବାଚନ ହୋଇପାରୁ ନାହିଁ। ସ୍ଥାନ ସଂରକ୍ଷଣ ନେଇ ସମସ୍ୟା ଦେଖାଦେବା ପରେ ନିର୍ବାଚନ ନେଇ ସରକାର…
ଟିକାକରଣ: ୯୦୦ କୋଟି ଡଲାର ଦେବ ଏଡିବି
ନୂଆଦିଲ୍ଲୀ, ୧୨।୧୨(ପି.ଟି.): ବିକାଶଶୀଳ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ କୋଭିଡ୍ ଟିକା ସଂଗ୍ରହ ଓ ପ୍ରଦାନରେ ସହାୟତା ଲାଗି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ୯୦୦ କୋଟି ଡଲାରର ପାଣ୍ଠି ପ୍ରସ୍ତୁତ କରିଥିବା ଶୁକ୍ରବାର କହିଛି। ଏସିଆ-ପାସିଫିକ୍ ଭାକ୍ସିନ୍ ଆକ୍ସେସ୍ ଫାସିଲିଟି (କୋଭାକ୍ସ) ନାମରେ…
ମେଘାଳୟ ମୁଖ୍ୟମନ୍ତ୍ରୀଙ୍କୁ କରୋନା
ନୂଆଦିଲ୍ଲୀ, ୧୨ା୧୨: ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍ ସାଙ୍ଗାମା କରୋନାରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ହୋମ୍ ଆଇସୋଲେଶନରେ ଥିବା ନେଇ ଟୁଇଟ କରି ଜଣାଇଛନ୍ତି। ଗତ ୫ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜ ସ୍ବାସ୍ଥ୍ୟ ଉପରେ ନଜର…
ହେଲ୍ପ ଏଜ୍ ଇଣ୍ଡିଆକୁ ୟୁଏନ୍ ପପୁଲେଶନ ଆଓ୍ବାର୍ଡ
ନୂଆଦିଲ୍ଲୀ, ୧୨ା୧୨: ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ହେଲ୍ପ ଏଜ ଇଣ୍ଡିଆକୁ ୟୁଏନ୍ ପପୁଲେଶନ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଦ ୟୁନାଇଟେଡ ନେଶନ୍ସ ପପୁଲେଶନ ଫଣ୍ଡ(ୟୁଏନ୍ଏଫ୍ପିଏ), ଇଣ୍ଡିଆର ଭାରତ ପ୍ରତିନିଧି ଆର୍ଜେଣ୍ଟିନା ମାଟାଭେଲ ପିକିନ ହେଲ୍ପଏଜ…
ରହସ୍ୟମୟ ରୋଗରେ ୬୦୦ ଆକ୍ରାନ୍ତ
ହାଇଦ୍ରାବାଦ, ୧୨।୧୨: ଆନ୍ଧ୍ରପ୍ରଦେଶର ଏଲୁରୁରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୧୧ ଜଣ ଆକ୍ରାନ୍ତ ହେଲେଣି। ତେବେ ବିଜୟଓ୍ବାଡାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କର ଯକ୍ଷ୍ମା ଓ କୋଭିଡ୍ରେ ମୃତ୍ୟୁ ହୋଇଥିବା ସରକାରୀ ହସ୍ପିଟାଲ…
ଆମେରିକାରେ ଫାଇଜରକୁ ମଞ୍ଜୁରୀ ଲାଗି ସୁପାରିସ
ଓ୍ବାଶିଂଟନ, ୧୨।୧୨(ପି.ଟି.): ଫାଇଜର ନିର୍ମିତ କୋଭିଡ୍-୧୯ ଟିକାକୁ ଜରୁରୀ ବ୍ୟବହାର ନିମନ୍ତେ ମଞ୍ଜୁରୀ ଦେବାକୁ ଆମେରିକା ସରକାରଙ୍କ ସ୍ବତନ୍ତ୍ର ପରାମର୍ଶଦାତା କମିଟି ସୁପାରିସ କରିଛି। ଗୁରୁବାର ୮ ଘଣ୍ଟାର ସର୍ବସାଧାରଣ ଶୁଣାଣି ପରେ ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍ଡିଏ)ର ଭାକ୍ସିନ୍…
ଲଖ୍ଭିଙ୍କୁ ମିଳିବ ମାସିକ ଖର୍ଚ୍ଚ
ନୂଆଦିଲ୍ଲୀ, ୧୨।୧୨: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲଶ୍କର-ଇ-ତୋଇବା ନେତା ଜାକିଉର ରେହମନ ଲଖ୍ଭିଙ୍କୁ ତାଙ୍କ ଆକାଉଣ୍ଟରୁ ମୌଳିକ ଖର୍ଚ୍ଚ ଯୋଗାଇଦେବାକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ଅନୁମତି ପ୍ରଦାନ କରିଛନ୍ତି, ଯାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଲଖ୍ଭି…
କେନ୍ଦ୍ର, ମମତା ମୁହଁ।ମୁହିଁ
ନୂଆଦିଲ୍ଲୀ/କୋଲକାତା, ୧୨।୧୨: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ମାଗିଥିଲେ ହେଁ…
ଏ ହେଉଛି ଦୁନିଆର ସବୁଠାରୁ ଥଣ୍ଡା ସ୍କୁଲ: ମାଇନସ୍ ୫୧ ଡିଗ୍ରୀରେ ବି କ୍ଲାସ କରିବାକୁ ଆସନ୍ତି ପିଲା
ସାଇବେରିଆ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ପରିଗଣିତ ହୁଏ। ଏଠାରେ ବିଶ୍ୱର ସବୁଠାରୁ ଶୀତଳ ବିଦ୍ୟାଳୟ ଅଛି। ଏଠାରେ ତାପମାତ୍ରା ପ୍ରାୟତଃ ମାଇନସ୍ ୫୦ ଡିଗ୍ରୀ ସେଲସିୟସ ଥାଏ। ଏତେ ଥଣ୍ଡା ସତ୍ତ୍ୱେ ଛୋଟ ଛୋଟ ପିଲାମାନେ ଏହି ବିଦ୍ୟାଳୟରେ…
୨୦୨୩ ହକି ବିଶ୍ୱକପ ପ୍ରସ୍ତୁତି
ରାଉରକେଲା ଅଫିସ/ସୁନ୍ଦରଗଡ଼ (ଡି.ଏନ.ଏ), ୧୨।୧୨- ୨୦୧୮ରେ ପୁରୁଷ ହକି ବିଶ୍ୱକପ ସଫଳତାର ସହ ଆୟୋଜନ ହେବାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍ଆଇଏଚ୍) ପକ୍ଷରୁ କ୍ରମାଗତ ଦ୍ୱିତୀୟ ଥରପାଇଁ ଏହି ମେଗା ପ୍ରତିଯୋଗିତା ଓଡ଼ିଶାରେ ହେବ ବୋଲି ଗତବର୍ଷ ଘୋଷଣା କରାଯାଇଥିଲା। ପୂର୍ବଥର…
Archives


