Home

ଉତ୍ତରପ୍ରଦେଶ-କେରଳକୁ ମିଳିବ ଅଧିକ କରୋନା ଟିକା

ନୂଆଦିଲ୍ଲୀ,୧୪।୧୨: ଭାରତରେ ଖୁବ୍‌ ଶୀଘ୍ର କରୋନା ପ୍ରତିଷେଧକ ଟିକାଦାନ ସାର୍ବଜନୀକ ଭାବେ ଆରମ୍ଭ କରାଯିବ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତରପ୍ରଦେଶ ଏବଂ କେରଳକୁ ଅଧିକ କରୋନା ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ ଏବଂ ଅନ୍ୟ କରୋନା…

ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ

ବାଲିଆପାଳ,୧୪।୧୨(ସ୍ବ.ପ୍ର): ବାଲେଶ୍ୱର ବାଲିଆପାଳ ଥାନା ଅନ୍ତର୍ଗତ ଜାମ୍ଭିରାଇ ଗ୍ରାମରେ ଗତ ୧୧ ତାରିଖରୁ ନିଖୋଜ ଶିଶୁକନ୍ୟାର ମୃତଦେହ ସୋମବାର ସକାଳେ ସେହି ଗ୍ରାମର ଏକ ପରିତ୍ୟକ୍ତ ହ୍ରଦ ଭିତରୁ ଉଦ୍ଧାର କରାଯାଇଛି। ଓଡ଼ିଶାରେ ପର ନିଖୋଜ ଘଟଣା ବେଶ ଚର୍ଚ୍ଚା ଜୋର…

ବିବାହ ବେଦିରେ ବର ପଛପଟେ ଥାଇ କନ୍ୟା କଲେ ଏମିତି, ଭିଡିଓ ଦେଖି ହସି ହସି ଗଡିବେ

ବିବାହ ସମୟରେ ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡିବେ। ଗୁରୁଦ୍ୱାର ଚାଲିଥିବା ଏକ ବିବାହରେ ବେଦିରେ ବସିଥିବା ବରଙ୍କ ସହ କନ୍ୟା ଏମିତି କିଛି କରିଥିଲେ,…

କରୋନା ମହାମାରୀ ନେଇ ବିଲ୍‌ ଗେଟସ୍‌ଙ୍କ ଚେତାବନୀ: ଆସନ୍ତା ୬ ମାସରେ ସ୍ଥିତି ହୋଇପାରେ ଅଧିକ ସଙ୍କଟ ଜନକ

ଓ୍ବାଶିଂଟନ,୧୪।୧୨: କରୋନା ମହାମାରୀ ନେଇ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍‌ ଗେଟସ୍‌ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୪ରୁ ୬ ମାସ ସମୟ ପୃଥିବୀ ପାଇଁ ଅଧିକ ସଙ୍କଟ ଜନକ ହେବାର ଆଶଙ୍କା ରହିଛି। ଏବେ କରୋନା ଭୂତାଣୁ…

ଚାଇନା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଗୁପ୍ତଚରୀ କରୁଛନ୍ତି ୨୦ ଲକ୍ଷ ସିସିପି ସଦସ୍ୟ

ଓ୍ବାଶିଂଟନ,୧୪।୧୨: ପୃଥିବୀର ବିଭିନ୍ନ ଦେଶର ଗୁପ୍ତ ତଥ୍ୟ ଚୋରି କରିବା ଲାଗି ଚାଇନା ରଚିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ସମ୍ପ୍ରତି ବିଭିନ୍ନ ଦେଶର ଭିନ୍ନ ଭିନ୍ନ କମ୍ପାନୀରେ ଚାଇନା କମ୍ୟୁନିଷ୍ଟ୍‌ ପାର୍ଟି(ସିସିପି) ସଦସ୍ୟମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ସେମାନେ ସମ୍ପୃକ୍ତ…

ପ୍ରତିଦିନ ୪୦ଟା ଅଣ୍ଡା ଖାଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ସାଉଥ୍‌ ସୁପରଷ୍ଟାର ରାଣା ଡାଗୁବତୀ ଡିସେମ୍ବର ୧୪ ଅର୍ଥାତ୍‌ ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଜନ୍ମଦିନ ଶୁଭେଚ୍ଛାର ସୁଅ ଛୁଟୁଛି। ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ଠାରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ…

ନୂଆ ସହଯୋଗୀଙ୍କ ହାତ ଧରିଲା ଭାଜପା

ଗୁଆହାଟୀ, ୧୪।୧୨(ପି.ଟି.): ଆସାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି)କୁ ନିଜ ଅକ୍ତିଆରରେ ରଖିବା ଲାଗି ଭାଜପା ଏହାର ସହଯୋଗୀ ଦଳ ବିପିଏଫ୍‌କୁ ଛାଡ଼ି ଅନ୍ୟ ଏକ ଦଳର ହାତ ଧରିଛି। ବୋଡୋ ଅଧ୍ୟୁଷିତ ଅଞ୍ଚଳର ସ୍ବୟଂଶାସନ ସଂସ୍ଥା ବିଟିସିର ୪୦ ଆସନ…

ଭାଜପା ମମତାଙ୍କୁ ହତ୍ୟା କରିପାରେ: ଟିଏମ୍‌ସି

ଭାଙ୍ଗର୍‌,୧୪।୧୨: ଭାଜପା ନିର୍ବାଚନ ଜିତିବାରେ ବିଫଳ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିପାରେ ବୋଲି ବରିଷ୍ଠ ଟିଏମ୍‌ସି ନେତା ସୁବ୍ରତ ମୁଖାର୍ଜୀ ଅଭିଯୋଗ କରିଛନ୍ତି। ଅପରାଧ ଘଟାଇବା ପାଇଁ ଗୈରିକ ଦଳ ଲୋକଙ୍କୁ ଭଡ଼ାରେ…

ଆଶ୍ରମରୁ ଶିଶୁକନ୍ୟାକୁ ନେଇଗଲେ ଭାଜପା ବିଧାୟକ

ବରେଲି, ୧୪ା୧୨: ଉତ୍ତରପ୍ରଦେଶର ବରେଲିସ୍ଥିତ ଏକ ଅନାଥ ଆଶ୍ରମରୁ ଜଣେ ଏକ ବର୍ଷୀୟ ଶିଶୁ କନ୍ୟାକୁ ଭାଜପା ବିଧାୟକ ରାଜେଶ ମିଶ୍ର ବେଆଇନ ଭାବେ ନେଇଯାଇଥିବା ଅଭିଯୋଗ ହୋଇଛି। ଆଇନଗତ ଉପାୟରେ ବିନା କୌଣସି କାଗଜପତ୍ରରେ ବିଧାୟକ ଗତ ସପ୍ତାହରେ କନ୍ୟାକୁ…

ସର୍ବୋଚ୍ଚ ନେତାଙ୍କ ଉତ୍ତରାଧିକାରୀ ଖୋଜା

ତେହେରାନ,୧୪ା୧୨: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ସ୍ବାସ୍ଥ୍ୟକୁ ନେଇ ଉଠୁଥିବା ଗୁଜବରୁ ଗୋଟିଏ ପ୍ରଶ୍ନ ଛିଡ଼ାହୋଇଛି। ତାହା ହେଉଛି ଯଦି ସେ ଅଧିକ ରୋଗାକ୍ରାନ୍ତ ହୁଅନ୍ତି ଅଥବା ତାଙ୍କର ମୃତ୍ୟୁ ଘଟେ ତେବେ କ’ଣ ହେବ? କିଏ ହେବେ…

ବିମାନବନ୍ଦରରେ ହଜିଗଲା ହୀରା ମୁଦି, ଟୁଇଟ୍‌ କରି ସହାୟତା ମାଗିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୁହି ଚାୱଲାଙ୍କ ଏକ ହୀରା ମୁଦି ମୁମ୍ବାଇ ବିମାନବନ୍ଦରରେ ହଜି ଯାଇଛି। ଏଥିପାଇଁ ସେ ଟୁଇିଟ କରି ଲୋକଙ୍କ ସାହାଯ୍ୟ ଲୋଡିଛନ୍ତି। ଗତ ୧୫ ବର୍ଷ ଧରି ଏହି ହୀରା ମୁଦି ପିନ୍ଧିଥିଲେ, ଯଦି କେହି ସେମାନଙ୍କୁ…

କ୍ଷତିପୂରଣ ମାଗିଲେ ରୋହିଙ୍ଗ୍ୟା ବିଧବା

ନୂଆଦିଲ୍ଲୀ,୧୪ା୧୨: ୨୦୧୭ରେ ମ୍ୟାନ୍‌ମାରରେ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ପ୍ରାଣ ହରାଇଥିବା ଜଣେ ମତ୍ସ୍ୟଜୀବୀଙ୍କ ବିଧବା ସ୍ତ୍ରୀ ଦେଶର ମାନବାଧିକାର କମିଶନ ନିକଟରେ ୨ ନିୟୁତ ଡଲାର କ୍ଷତିପୂରଣ ଦାବି କରି ଏକ ପିଟିଶନ ଦାଏର କରିଛନ୍ତି। ଦେଶର ସଶସ୍ତ୍ର ସେନା ପଶ୍ଚିମାଞ୍ଚଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri