Home

ଆଜି ସଚିନଙ୍କ ପାଇଁ ସ୍ମରଣୀୟ ଦିନ

ଭାରତୀୟ କ୍ରିକେଟରେ ଯେତେବେଳେ କୌଣସି ମହାନ ବ୍ୟାଟ୍ସମ୍ୟାନ୍‌ ବିଷୟରେ କୁହାଯାଏ ସର୍ବପ୍ରଥମେ ନାମ ଆସିଥାଏ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମ। ସେ କେବଳ ନିଜ ଖେଳ ପାଇଁ ପ୍ରଶଂସକଙ୍କ ହୃଦୟ ଜିଣି ନାହାନ୍ତି ବରଂ ଭାରତୀୟ କ୍ରିକେଟକୁ ବହୁତ ଉପରକୁ…

ଏହି ମହାଦେଶରେ ୩ ମାସ ମଧ୍ୟରେ ୩୦୦୦୦ ଥର ହୋଇଛି ଭୂକମ୍ପ

ଆମ ପୃଥିବୀରେ ୭ଟି ମହାଦେଶ ରହିଛି। ଏଥିମଧ୍ୟରୁ ଗୋଟିଏ ମହାଦେଶରେ ଗତ ତିନି ମାସ ମଧ୍ୟରେ ୩୦ ହଜାରରୁ ଅଧିକ ଭୂକମ୍ପ ହୋଇଥିବା ଚିଲିର ବୈଜ୍ଞାନିକମାନେ କହିଛନ୍ତି। ଅଗଷ୍ଟ ଶେଷରୁ ଏହି ମହାଦେଶରେ ହଜାର ହଜାର ଭୂକମ୍ପ ଘଟିଛି। ଏଥିମଧ୍ୟରୁ ରିକ୍ଟର…

ଭାରତ ୨୪୪ ରନ୍‌ରେ ଅଲଆଉଟ୍‌

ଆଡିଲେଡ୍‌,୧୮।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଦିନ ୬ ଉଇକେଟ୍‌ ହରାଇ ୨୩୩ ରନ୍‌ ସଂଗ୍ରହ କରିଥିଲା। ଦ୍ୱିତୀୟ ଦିନ ମାତ୍ର ୧୧ରନ୍‌ ଯୋଡିି…

ଫଳ ବଜାରରେ ଲାଗିଲା ନିଆଁ

ବଲାଙ୍ଗୀର ଅଫିସ,୧୮ା୧୨: ବଲାଙ୍ଗୀର ଫଳ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଫଳରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି…

ଭାଜପା ପାଇଁ ବଢିଲା ଅଡୁଆ

ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କୃଷକମାନଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଟା କରୁଛନ୍ତି ଯେ ଏହି କୃଷି ଆଇନ କୃଷକଙ୍କ ସ୍ବାର୍ଥରେ…

ଖୁସି ଖବର ଦେଲେ ନେହା କକ୍କର

ବଲିଉଡ୍‌ ଗାୟିକା ନେହା କକ୍କରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ସେ ମା’ ହେବାକୁ ଯାଉଛନ୍ତି। ନିଜେ ନେହା ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇଛନ୍ତି। ନେହା ଇନ୍‌ଷ୍ଟାଗ୍ରାମ୍‌ରେ ସ୍ବାମୀ ରୋହନପ୍ରୀତ ସିଂହଙ୍କ ସହ ଏକ ସୁନ୍ଦର ତଥା…

ଘାଟିରେ ଓଲଟିଲା ବସ୍‌, ୨୫ ଯାତ୍ରୀ ଆହତ

ଫୁଲବାଣୀ ଅଫିସ,୧୮ା୧୨: ଗୁରୁବାର ବିଳମ୍ବିତ ରାତିରେ ଖଜୁରିପଡ଼ା ଥାନା ଅନ୍ତର୍ଗତ ସ୍କୁଲ ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ରାଞ୍ଚି,୧୮।୧୨: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମପନ୍ତ ସୋରେନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛନ୍ତି। ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି। ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ହେମନ୍ତ ସୋରେନ ଉପରେ ମଡେଲ ଦ୍ୱାରା ଲଗାଯାଇଥିବା ବଳାତ୍କାର ଅଭିଯୋଗକୁ ଗୁରୁତର ସହ ନେଇଛି।…

ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୧୮।୧୨: ମଣିପୁର ପରେ ଦିଲ୍ଲୀରେ ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପ ତୀବ୍ରତା ଏପର୍ଯ୍ୟନ୍ତ ଜଣାପଡି ନାହିଁ। କିନ୍ତୁ ମଧ୍ୟ ଧରଣରୁ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଦିଲ୍ଲୀ…

ଫଟୋଗ୍ରାଫରଙ୍କୁ ଦେଖି ବିରକ୍ତ ହେଲେ ତୈମୁର: ରାଗରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁରଙ୍କର ଅନେକ ପ୍ରଶଂସକ ରହିଛନ୍ତି। ତୈମୁରଙ୍କର ଗୋଟିଏ ଲୁକ୍‌ ପାଇଁ ଫଟୋଗ୍ରାଫରମାନେ ତାଙ୍କ ଘର ସାମ୍ନାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିଥାନ୍ତି। ନିକଟରେ ତୈମୁରଙ୍କର ଏକ ଭିଡିଓ ସୋସିଆଲ…

ପ୍ରଥମେ ଟୋକନ୍‌, ପରେ ଜଗା ଦର୍ଶନ

ପୁରୀ ଅଫିସ,୧୮ା୧୨: କରୋନା କଟକଣା ଯୋଗୁ ଦୀର୍ଘ ୯ମାସ ହେଲା ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। ତେବେ ପ୍ରଶାସନର ନିଷ୍ପତ୍ତି କ୍ରମେ କୋଭିଡ କଟକଣା ପାଳନ କରାଯାଇ ଅସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୨୩ରୁ ୩୧…

୨୦ରେ ମହାପ୍ରଭୁ ପିନ୍ଧିବେ ଘୋଡ଼

ପୁରୀ ଅଫିସ,୧୮ା୧୨: ଶୀତ ଜୋର୍‌ ଧରିବା ଆରମ୍ଭ କଲାଣି। ତେଣୁ ମହାପ୍ରଭୁଙ୍କୁ ଶୀତ ପ୍ରକୋପରୁ ସୁରକ୍ଷିତ ରଖିବା ପାଇଁ ଘୋଡ଼ ଲାଗି କରାଯିବ। ଦରଜି ସର୍ଦ୍ଦାର ପ୍ରକାଶ ମହାପାତ୍ର ଏହି ଘୋଡ଼ (ଶୀତବସ୍ତ୍ର) ତିଆରି କରିସାରି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri