Home

ସୁମଧୁର ସ୍ବରରେ ଗୀତ ଗାଇଲେ ଏହି ବ୍ୟକ୍ତି, ଶୁଣିବା ପରେ ପକ୍ଷୀ ଦେଲା ଏମିତି ପ୍ରତିକ୍ରିୟା

ଜଣେ ବ୍ୟକ୍ତି ଏପରି ଏକ ଗୀତ ଗାଇଛନ୍ତି ଯାହା ଶୁଣି ପକ୍ଷୀଟିଏ ମଧ୍ୟ ତା’ର ପ୍ରତିକ୍ରିୟା ଦେଇଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସୁନ୍ଦର ଭିଡିଓକୁ ଦେଖି ଲୋକେ ଭାବପ୍ରବଣ ହୋଇଯାଇଛନ୍ତି। ଲୋକେ ଗୀତ ଗାଇଥିବା…

ଶିଶୁପୁତ୍ର କାଳିଆ ମୃତ୍ୟୁ ମାମଲା: ଗିରଫ ହେଲେ ସମ୍ପର୍କୀୟ ଖୁଡ଼ୀ

ଢେଙ୍କାନାଳ ଅଫିସ, ୧୮।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଝଙ୍କିରା ଗ୍ରାମରେ ଚନ୍ଦନ ସାହୁଙ୍କ ୩ ବର୍ଷର ଶିଶୁପୁତ୍ର କାଳିଆ ଓରଫ ଆୟୁଷ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ମୃତ କାଳିଆଙ୍କ ସମ୍ପର୍କୀୟ ଖୁଡି ଭାରତୀ ସାହୁ…

ବୁମ୍‌ରା ଦେଲେ ପ୍ରାରମ୍ଭିକ ଝଟ୍‌କା

ଆଡିଲେଡ୍‌,୧୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯାଉଛି। ଟସ ଜିତିବା ପରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଭାରତ…

୨୩ରୁ ଖୋଲିବ, ୩ରୁ ସମସ୍ତଙ୍କୁ ଦର୍ଶନ ଅନୁମତି

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଶେଷ ହେଲା ଭକ୍ତଙ୍କ ଅପେକ୍ଷା। ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏହାଛଡ଼ା ପୁରୀରେ ଥିବା ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଏହି ତାରିଖ ପରଠାରୁ ଖୋଲିବ। ଏନେଇ ଜିଲାପାଳ ବଲଓ୍ବନ୍ତ ସିଂହ ଶୁକ୍ରବାର ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ଖୋଲିବାର ପ୍ରଥମ…

ବାହାରିଲାନି ନିଷ୍କର୍ଷ, ସମୟ ନେଲା ପ୍ରଶାସନ

ଖୋର୍ଦ୍ଧା ଅଫିସ,୧୮।୧୨: ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ, ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଆଡ୍‌ମିନିଷ୍ଟ୍ରେଟର, ପୁରୀ ନାମରେ ଶତାଧିକ ଏକର ଜମି ଅଛି। ବଂଶାନୁକ୍ରମରେ ଏହି ଜମି ଗ୍ରାମବାସୀଙ୍କ ଭୋଗ ଦଖଲରେ ରହିଛି। ଜମି ସ୍ବତ୍ତ୍ୱାଧିକାର…

ଜଗନ୍ନାଥପୁର କାଜୁ ପ୍ରକଳ୍ପରେ ଦୁର୍ନୀତି ଅଭିଯୋଗ

ନିରାକାରପୁର,୧୮।୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଜଳବିଭାଜିକା ପକ୍ଷରୁ ଟାଙ୍ଗୀ ବ୍ଲକ କମାଗୁରୁ ପଞ୍ଚାୟତ ଜଗନ୍ନାଥପୁରସ୍ଥିତ ଅଟଳା ମୌଜାରେ ରହିଥିବା ୨୫ଏକର ପରିମିତ ଜମିରେ ୨୦୦୦ ହଜାର କାଜୁ ଚାରାରୋପଣ କରାଯିବାକୁ ପ୍ରକଳ୍ପ ଅନୁମୋଦନ କରାଯାଇଥିଲା। ତେବେ ୩ ବର୍ଷ ମଧ୍ୟରେ ମୋଟ୍‌ ୪…

ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଓଏଲ୍‌ଏକ୍ସରେ ବିକ୍ରି ପାଇଁ ଦେଲେ ଯୁବକ

ବାରାଣସୀ,୧୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି ଯୁବକ ମୋଦିଙ୍କ ସଂସଦୀୟ କାର୍ଯ୍ୟାଳୟକୁ ଓଏଲଏକ୍ସରେ ବିକ୍ରି ପାଇଁ ଦେଇଛନ୍ତି। ପିଏମ ମୋଦୀଙ୍କ ସଂସଦୀୟ କାର୍ଯ୍ୟାଳୟର ଏକ ଫଟୋ ନିଆଯାଇ ଓଏଲଏକ୍ସରେ…

ଶାରଳା ମନ୍ଦିର ଖୋଲିବାକୁ ଜିଲାପାଳଙ୍କ ସବୁଜ ସଙ୍କେତ

ଜଗତ୍‌ସିଂହପୁର ଅଫିସ୍‌,୧୮ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶାରଳା। କୋଭିଡ୍‌-୧୯ ପୂର୍ବରୁ ମା’ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିଲା। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର…

ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରୁଛନ୍ତି ଅଭିନେତା ବରୁଣ ଧଓ୍ବନ। ଶୀଘ୍ର ଉଭୟ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା କେତେ ସତ କେତେ ମିଛ ଜଣାପଡ଼ି ନ ଥିଲେ ସୁଦ୍ଧା ଉଭୟଙ୍କ ସମ୍ପର୍କକୁ ନେଇ…

ପୁଣି ମମତାଙ୍କୁ ଝଟ୍‌କା: ଦଳ ଛାଡିଲେ ଆଉ ଜଣେ ବିଧାୟକ

କୋଲକତା,୧୮।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଝଟ୍‌କା ପରେ ଝଟ୍‌କା ଲାଗିଚାଲିଛି। ଜଣେ ପରେ ଜଣେ ବିଧାୟକ ଦଳରୁ ଇସ୍ତଫଶ ଦେଉଛନ୍ତି। ଶୁକ୍ରବାର ଦଳର ଅନ୍ୟ ଜଣେ ବିଧାୟକ ଶୀଳଭଦ୍ର ଦତ୍ତ ଦଳରୁ ଇସ୍ତଫା ଦେଇଛନ୍ତି। ୨୪ ପରଗଣା…

ରାଜ୍ୟରେ ଆଜି ୩୫୮ ପଜିଟିଭ୍‌ ଚିହ୍ନଟ, ୪ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୫,୫୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦୮ ଜଣ ଚିହ୍ନଟ…

ଷଷ୍ଠ ଶ୍ରେଣୀରୁ ପ୍ରେମ, ଏବେ ଲିଭ୍‌ ଇନ୍‌ରେ ରହୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ବରୁଣ ଧାୱନ ନିଜ ଅଭିନୟ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଦୀର୍ଘଦିନର ପ୍ରେମିକା ନତାଶା ଦଲାଲ ସହ ସେ ଏବେ ଲିଭ୍‌ଇନ୍‌ରେ ରହୁଛନ୍ତି। କୁଲି ନଂ -୨ ଫିଲ୍ମ ପ୍ରମୋଶନ ଅବସରରେ କରିନା କପୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri