ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ ଦଳ ଭିତରେ…
ଭୁବନେଶ୍ୱର,୯।୪: ଭାଜପା ଛାଡି ବିଜେଡିରେ ସାମିଲ ହୋଇଥିବା ଲେଖାଶ୍ରୀ ସାମନ୍ତସିଂହାର ଭାଜପାକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ଭାଜପା ଏକ ରାଜନୈତିକ ଦଳ ହୋଇ ରହିନାହିଁ। ରାଜ୍ୟ ଭାଜପାରେ କ’ଣ ଘଟୁଛି ତାହାକୁ କେନ୍ଦ୍ର ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଯାଉନାହିଁ।…
ଯେବେ ନିର୍ବାଚନ ଲଢିଥିଲା ଏକ ପକ୍ଷୀ, ଭୋଟ୍ ପାଇଥିଲା ଲକ୍ଷେରୁ ଅଧିକ, ସମସ୍ତେ ତାଜୁବ
ନୂଆଦିଲ୍ଲୀ,୯।୪: ଭାରତରେ ଏପ୍ରିଲ ୧୯ରୁ ଲୋକ ସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନରେ ପୁରୁଷ କିମ୍ବା ମହିଳା ପ୍ରାର୍ଥୀ ହେଉଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କେବେ ପଶୁ-ପକ୍ଷୀ ନିର୍ବାଚନ ଲଢୁଥିବା ଦେଖିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।…
କେଜରିଓ୍ବାଲଙ୍କ ଯାଚିକା ଖାରଜ ହେବା ପରେ ବଡ଼ ଘୋଷଣା କଲା ଏଏପି
ନୂଆଦିଲ୍ଲୀ,୯।୪: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫଦାରୀକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଯାହାକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ଇଡି କେଜରିଓ୍ବାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି। ତେବେ ଦିଲ୍ଲୀ ହାଇକୋର୍ଟର…
ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ଗିରଫଦାରୀକୁ ବୈଧ କହିଲେ କୋର୍ଟ
ନୂଆଦିଲ୍ଲୀ,୯।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଝଟକା। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ବାଲଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଏକ୍ସାଇଜ ପଲିସି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କ ଗିରଫଦାରୀକୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ଏହି…
ମହିଳା ପ୍ରାର୍ଥୀ ଦେବାକୁ କୁନ୍ଥୁ କୁନ୍ଥୁ, କଂଗ୍ରେସ-ଭାଜପା ପୁରା ପଛରେ
ଭୁବନେଶ୍ୱର,୯।୪: କେତେ ମହିଳାଙ୍କୁ ମିଳିଛି ଟିକେଟ୍? ଅଧାରୁ ଅଧିକ ଟିକେଟ୍ ବଣ୍ଟନରେ ମହିଳାଙ୍କ ନାଁ ନାହିଁ। ଯଦି ବିଜେଡି କଥା କହିବା ତେବେ ମହିଳା ପ୍ରାର୍ଥୀ କରିବାରେ ବିଜେଡି ସବୁଠାରୁ ଆଗରେ ରହିଛି। ଅନ୍ୟପଟେ ବାଲେଶ୍ୱର ଟିକେଟ୍ ଯଦି ଜଣେ ମହିଳା…
ହେଲା ଚୂଡାନ୍ତ! ସାଲେପୁର ଆସନରୁ ନିର୍ବାଚନ ଲଢିବେ ଅରିନ୍ଦମ
ଭୁବନେଶ୍ୱର,୯।୪: ସାଲେପୁରରୁ ନିର୍ବାଚନ ଲଢିପାରନ୍ତି ଅରିନ୍ଦମ ରୟ। ସାଲେପୁରର ଭାଜପା ପ୍ରାର୍ଥୀ ପ୍ରକାଶ ବେହେରା ଭାଜପା ଛାଡି ବିଜେଡିରେ ମିଶିବା ପରେ ସାଲେପୁରରୁ ଭାଜପା କାହାକୁ ଟିକେଟ୍ ଦେବ। ସେନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ସାଲେପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାହେଶ୍ୱରୀଙ୍କ…
ଟିକେଟ୍ ଫାଇନାଲ! ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ: ଜୁଏଲ
ଭୁବନେଶ୍ୱର,୯।୪: ରାଉରକେଲା ଆସନ ପାଇଁ ଭାଜପା ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ। ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱ ଚୂଡ଼ାନ୍ତ ହୋଇଥିବା ବରିଷ୍ଠ ନେତା ଜୁଏଲ ଓରାମ ମଙ୍ଗଳବାର କହିଛନ୍ତି। ଜୁଏଲ କହିଛନ୍ତି। ଦିଲ୍ଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା। ଆସନ୍ତାକାଲି ଭିତରେ ଦିଲ୍ଲୀପଙ୍କ ଟିକେଟ୍…
ମହାରାଷ୍ଟ୍ରରେ ଛିଣ୍ଡିଲା ଆସନ ଭାଗବଣ୍ଟା: ଉଦ୍ଧବଙ୍କୁ ୨୧, କଂଗ୍ରେସକୁ…
ମୁମ୍ବାଇ,୯।୪: ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ଫାଇନାଲ ହୋଇଛି ଆସନ ଭାଗବଣ୍ଟା। ମହାରାଷ୍ଟ୍ରର ମହାବିକାଶ ଅଗାଡି ମେଣ୍ଟ ମଧ୍ୟରେ ସିଟ ଭାଗବଣ୍ଟାକୁ ନେଇ ଜାରି ରହିଥିବା ସମସ୍ୟାର ସମାଧାନ ହୋଇଛି। କେତେ ସିଟରେ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ମଧ୍ୟ…
ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘ଜେଡ୍’ ସୁରକ୍ଷା
ନୂଆଦିଲ୍ଲୀ,୯।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ମିଳିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରା (ଆଇବି) ର ଗୁପ୍ତଚର ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତେବେ ଗୃହ…
ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା
ଭୁବନେଶ୍ୱର,୯।୪: ଭାଜପା କ୍ଷମତାକୁ ଆସିଲେ ମହିଳାଙ୍କୁ ମିଳିବ ମାସିକ ଏକ ହଜାର ଟଙ୍କା ଭତ୍ତା ସହ ଏମଏସପିରେ ଧାନ କ୍ୱିଟାଲ ପିଛା ୩୧ ଶହ ଟଙ୍କା ହେବ। ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଆସନର ଭାଜପା…
ଫାଇନାଲ ହେଲା ଟିକେଟ୍! ପ୍ରତାପ କହିଲେ ଲେଖାଶ୍ରୀ ଲଢିଲେ କୌଣସି…
ଭୁବନେଶ୍ୱର,୯।୪: ଲେଖାଶ୍ରୀ ସାମନ୍ତସିଂହାର ଭାଜପା ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଦଳ ବାଲେଶ୍ୱରରୁ ଲୋକ ସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି।…
ମଣିପୁରର ସ୍ଥିତିକୁ ନେଇ ମୋଦିଙ୍କୁ ଜବାବ ଦେଳେ ଜୟରାମ, କହିଲେ ଅପମାନଜନକ
ନୂଆଦିଲ୍ଲୀ,୯।୪: ସୋମବାର ଏପ୍ରିଲ ୮ ମଣିପୁରରେ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଅଭିଯୋଗ କରିଛି ଯେ ଉତ୍ତର-ପୂର୍ବ ରାଜ୍ୟରେ ହିଂସା ଭାରତୀୟ ଜନତା ପାର୍ଟି (ଭାଜପା) ର ବିଭାଜନ ତଥା ଧୃବିକରଣ ରାଜନୀତିର ଫଳାଫଳ। ଦଳର…
Archives


