ଦିଲ୍ଲୀରେ ଡିଲ ପକ୍କା, ୪ରେ ଏଏପି, ୩ରେ ଲଢିବ କଂଗ୍ରେସ ଅନ୍ୟ ରାଜ୍ୟ ପାଇଁ ବି ହେଲା ମେଣ୍ଟ
ନୂଆଦିଲ୍ଲୀ,୨୪।୨: ଦିଲ୍ଲୀରେ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ସିଟ ଶେୟାରିଂ ଘୋଷଣା କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ ତଥା ଏମପି ମୁକୁଲ ୱାସନିକ କହିଛନ୍ତି ଯେ ଦିଲ୍ଲୀ ଲୋକ ସଭାରେ ସାତୋଟି…
ମୋଦି ଅଷ୍ଟ୍ରେଲିଆର ସବୁଠାରୁ ଭଲ ଭାରତୀୟ ବନ୍ଧୁ: ଟୋନି ଆବୋଟ
ନୂଆଦିଲ୍ଲୀ/କାନଭେରା,୨୪।୨: ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବୋଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ମହାନ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଟୋନି ଆବୋଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତକୁ ଏକ ଶକ୍ତିଶାଳୀ…
ବିଶ୍ୱର ସର୍ବ ବୃହତ ଶସ୍ୟ ଭଣ୍ଡାରର ଉଦଘାଟନ କଲେ ମୋଦି
ନୂଆଦିଲ୍ଲୀ,୨୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ’ ପାଇଲଟ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସୂଚନାଯୋଗ୍ୟ, ଏହା ୧୧ଟି ରାଜ୍ୟର ୧୧ ଟି ପ୍ରାଥମିକ କୃଷି କ୍ରେଡିଟ ସୋସାଇଟି (ପିଏସିଏସ) ରେ ପରିଚାଳିତ ହେଉଛି। ଇତିମଧ୍ୟରେ…
Neuralink: ଏଣିକି ଭାବିଦେଲେ ଆପେଆପେ ଚାଲିବ କମ୍ପ୍ୟୁଟର ମାଉସ୍, ଆସିଲା ନୂଆ ଫିଚର୍ସ
ନୂଆଦିଲ୍ଲୀ,୨୪।୨: ଏଣିକି ମସ୍କିଷ୍କରୁ କମ୍ପ୍ୟୁଟରକୁ ଚଲାଇ ପାରିବେ। ମସ୍ତିଷ୍କରେ କମ୍ପ୍ୟୁଟର ଚଲାଇବା ଭାବିଦେବା ମାତ୍ରେ ଆପଣଙ୍କ ମାଉସ୍ ଆପେଆପେ ଚାଲି ଉଠିବ। ଏଥିପାଇଁ ମଣିଷ ମସ୍ତିଷ୍କରେ ଏକ ଚିପ୍ ଖଞ୍ଜାଯିବ। କିଛିଦିନ ତଳେ ଏକ୍ସ’ର ସିଇଓ ତଥା ନ୍ୟୁରୋଲିଙ୍କ୍ର ସଂସ୍ଥାପକ ମଣିଷ…
ଟିଏମସି ସମସ୍ତ ୪୨ ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ , କଂଗ୍ରେସ କହିଲା ଏବେବି ଆମ ଦ୍ୱାରା ଖୋଲା
ନୂଆଦିଲ୍ଲୀ,୨୪।୨: ବରିଷ୍ଠ ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ଡେରେକ ଓ’ବ୍ରାଇନ ଶୁକ୍ରବାର କହିଛନ୍ତି ଯେ ପଶ୍ଚିମବଙ୍ଗର ସମସ୍ତ ୪୨ ଟି ଲୋକ ସଭା ଆସନ, ଆସାମର କିଛି ସିଟ ଏବଂ ମେଘାଳୟର ଗୋଟିଏ ଆସନରେ ତାଙ୍କ ଦଳ ନିର୍ବାଚନ ଲଢିବାର ନିର୍ଣ୍ଣୟରେ…
ଏସପି-କଂଗ୍ରେସ ମେଣ୍ଟରେ ଏଣ୍ଟ୍ରି କଲା ଆଉ ଏକ ଦଳ
ନୂଆଦିଲ୍ଲୀ,୨୪।୨: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ଇଣ୍ଡିଆ ମିଳିତ ମଞ୍ଚକୁ ଆହୁରି ବିସ୍ତାର କରିବାକୁ ପ୍ରସ୍ତୁତି ଜୋରଦାର ହୋଇଛି। ନିକଟରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ପକ୍ଷରୁ ଏକ ମେଣ୍ଟ ଘୋଷଣା କରାଯାଇଥିଲା। ଏହା ପରେ କୁହାଯାଇଥିଲା ଯେ…
ଆସାମରେ ଉଚ୍ଛେଦ ଅଶାନ୍ତି
ଗୁଆହାଟୀ,୨୪ା୨: ଉତ୍ତର ପୂର୍ବାଞ୍ଚଳର ଭାଜପା ଶାସିତ ରାଜ୍ୟ ଆସାମରେ ସମ୍ଭାବ୍ୟ ଉଚ୍ଛେଦକୁ ନେଇ ଅଶାନ୍ତି ଦେଖାଦେଇଛି। କେତେକ ଚାରଣଭୂଇଁରୁ ୧୦ ହଜାର ବେଆଇନ ଅଧିବାସୀଙ୍କୁ ହଟାଇବା ପାଇଁ ରାଜ୍ୟରେ ଦାବି ହେଉଥିବାବେଳେ ଗତମାସରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସେମାନଙ୍କୁ ବିସ୍ଥାପିତ ହେବାକୁ…
ଆଜିଠୁ ବର୍ଷିବ ବର୍ଷା
ଭୁବନେଶ୍ୱର,୨୪।୨: ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ତଳମୁହାଁ ହୋଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ୩୫.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏପରିକି ଶନିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି। ଏପରିକି ମୟୁରଭଞ୍ଜ, କେନ୍ଦୁଝର,…
ରୁଷିଆ ଉପରେ ଆଉ ୫୦୦ କଟକଣା
ଓ୍ବାଶିଂଟନ/ମସ୍କୋ/କିଭ୍,୨୪।୨: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ତୃତୀୟ ବର୍ଷରେ ପଦାର୍ପଣ କରୁଛି। ଏହି ଯୁଦ୍ଧର ପ୍ରଭାବ କେବଳ ଦୁଇ ଶତ୍ରୁ ରାଷ୍ଟ୍ର ମଧ୍ୟରେ ସୀମିତ ହୋଇ ରହିନାହିଁ। ଯୁଦ୍ଧ ଯୋଗୁ ବଡ଼ ଧରଣର ଭୂରାଜନୈତିକ ପରିବର୍ତ୍ତନ ବିଭିନ୍ନ…
Farmers Protest: କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ମାମଲା ଦାଏର
ନୂଆଦିଲ୍ଲୀ, ୨୩।୨: ସପ୍ତାହ ଧରି ଜାରି ରହିଥିହିବା କୃଷକ ଆନ୍ଦୋଳନ ସୁପ୍ରିମକୋର୍ଟରେ ପହଞ୍ଚିଛିି। କୋର୍ଟରେ ହୋଇଥିବା ଆବେଦନରେ କୁହାଯାଇଛି, ଆନ୍ଦୋଳନରତ କୃଷକଙ୍କ ଅଧିକାରର ଉଲ୍ଲଂଘନ ହେଉଛି । ଆହୁରି କୁହାଯାଇଛି ଯେ, କୃଷକଙ୍କ ଆନ୍ଦୋଳନ ଦମନ ପାଇଁ କେନ୍ଦ୍ର ସରକାର ବଳ…
IND-ENG ଚତୁର୍ଥ ଟେଷ୍ଟ: ରୁଟ୍ଙ୍କ ଶତକ, ଇଂଲଣ୍ଡ ସ୍କୋର୍ ୩୦୨/୭
ରାଞ୍ଚତ୍, ୨୩।୨: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଚତୁର୍ଥ କ୍ରିକେଟ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଜୋ ରୁଟ୍ଙ୍କ ଅପରାଜିତ ଶତକ ସହାୟତାରେ ଇଂଲଣ୍ଡ ପ୍ରଥମ ଦିବସ ଖେଳ ଶେଷ ବେଳକୁ ୭ ଉଇକେଟ ହରାଇ ୩୦୨ ରନ…
Byju: ବାୟଜୁସ୍ ସିଇଓ ପଦରୁ ହଟିଲେ ରବୀନ୍ଦ୍ରନ୍
ନୂଆଦିଲ୍ଲୀ,୨୩ା୨: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅନ୍ଲାଇନ୍ ଶିକ୍ଷା ପ୍ରଦାନକାରୀ ଏଡୁଟେକ୍ କମ୍ପାନୀ ବାୟଜୁସ୍ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ବାୟଜୁ ରବୀନ୍ଦ୍ରନ୍ଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ୪୪ ବର୍ଷୀୟ ରବୀନ୍ଦ୍ରନ୍ ଏବଂ ତାଙ୍କ ପରିବାରର…
Archives


