Home Middle

ଓଡ଼ିଶାକୁ ମୋଦିଙ୍କ ଉପହାର: ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଓଡ଼ିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବ। ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ…

ହରିୟାଣାରେ ରାଜନୈତିକ ସଙ୍କଟ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଦେଇପାରନ୍ତି ଇସ୍ତଫା

ଚଣ୍ଡିଗଡ,୧୨।୩: ଚଣ୍ଡିଗଡ ହରିୟାଣା ରାଜନୀତିରୁ ଏକ ବଡ ଖବର ଆସିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇପାରନ୍ତି। ବର୍ତ୍ତମାନ ସଞ୍ଜୟ ଭାଟିଆ ଏବଂ ନାଏବ ସୌନି ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି। ହରିୟାଣା କ୍ୟାବିନେଟ ମଧ୍ୟ ଇସ୍ତଫା ଦେଇପାରେ ବୋଲି ଏକ…

କଂଗ୍ରେସ ପାଇଁ ବଢିଲା ସମସ୍ୟା, ନିର୍ବାଚନ ଲଢିବେ ନାହିଁ ମଲ୍ଲିକାର୍ଜୁନ ଖାର୍ଗେ, ସାମ୍ନାକୁ ଆସିଲା ଏହି କାରଣ

ନୂଆଦିଲ୍ଲୀ,୧୨।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ସମସ୍ୟା ବଢିପାରେ। କାରଣ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାଗେର୍ର୍ ଏଥର ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିପାରନ୍ତି। ଚର୍ଚ୍ଚା ହେଉଛି ଯେ ଏଥର ତାଙ୍କୁ ରାଜନୈତିକ ମଇଦାନରେ ଦେଖିବାକୁ ମିଳିବ…

ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ୍‌, ୬ ମୃତ

ଭୋପାଳ,୧୨।୩: ବରଯାତ୍ରୀଙ୍କ ଉପରେ ମାଡିଗଲା କ୍ଷୀପ୍ର ବେଗରେ ଆସୁଥିବା ଏକ ଟ୍ରକ୍‌। ଆଉ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ଆଖି ବୁଜିଲେ ୬ ବରଯାତ୍ରୀ। ଏଭଳି ଏକ ଦୁର୍ଘଟଣା ମଧ୍ୟପ୍ରଦେଶର ରାଇସେନ ସୁଲତାନପୁରରେ ଘଟିଛି । ଏହି ଦୁର୍ଘଟଣାରେ ୧୦…

ବିବାଦୀୟ ଇଲେକ୍ଟୋରାଲ ବଣ୍ଡ୍‌

ନୂଆଦିଲ୍ଲୀ,୧୨ା୩: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ପ୍ରଚଳିତ ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନାକୁ କାର୍ଯ୍ୟକାରୀ ହେବା ଦିନଠାରୁ ଏହାକୁ ବିରୋଧ କରାଯାଇଥିଲା। ଏହି ଯୋଜନାରେ ଚାନ୍ଦା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ବା ଅନୁଷ୍ଠାନଙ୍କ ନାଁକୁ ଗୋପନ ରଖାଯାଉଥିବାରୁ କିଏ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା…

ବିରୋଧ ସତ୍ତ୍ୱେ ଲାଗୁହେଲା ସିଏଏ

ନୂଆଦିଲ୍ଲୀ,୧୨ା୩: ୨୦୨୪ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଆଇନ୍‌(ସିଏଏ) ନେଇ ସୋମବାର ବିଜ୍ଞପ୍ତି ଜାରି କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନକୁ ସାର୍ବଜନୀନ କରାଯିବା ସହ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି।…

ଆନ୍ଧ୍ରରେ ଭାଜପା-ଟିଡିପି-ଜେଏସ୍‌ପି ମେଣ୍ଟ

ନୂଆଦିଲ୍ଲୀ,୧୨।୩: ଲୋକ ସଭା ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ସହ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁଦେଶମ୍‌ ପାର୍ଟି (ଟିଡିପି) ଏବଂ ଜନସେନା ପାର୍ଟି (ଜେଏସ୍‌ପି)ର ମେଣ୍ଟ ହୋଇଛି। ଦଳଗୁଡ଼ିକ ମଧ୍ୟରେ ଆସଗ ଭାଗବଣ୍ଟା ଚୂଡ଼ାନ୍ତ ହୋଇଥିବା ସୋମବାର ଆନ୍ଧ୍ରର ପୂର୍ବତନ…

ସିଏଏ ବିଜ୍ଞପ୍ତି ପରେ ଦିଲ୍ଲୀରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ, ୧୨।୩: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପୂର୍ବ ଦିଲ୍ଲୀ, ସାହିନବାଗ, ଜାମିଆ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହିସବୁ ଅଞ୍ଚଳରେ ପୋଲିସ…

ଅସିଫା ଭୁଟ୍ଟୋ ଜର୍ଦ୍ଦାରୀ ହେଲେ ପାକିସ୍ତାନର ପ୍ରଥମ ମହିଳା

ଇସ୍‌ଲାମାବାଦ୍‌, ୧୨।୩: ପାକିସ୍ତାନର ନବ ନିର୍ବାଚିତ ରାଷ୍ଟ୍ରପତି ଅସିଫ୍‌ ଅଲୀ ଜର୍ଦ୍ଦାରୀ ନିଜ ଝିଅ ଅସିଫା ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ଦେଶର ପ୍ରଥମ ମହିଳା ଭାବେ ଆଧିକାରିକ ଘୋଷଣା କରିଛନ୍ତି। ସାଧାରଣତଃ ରାଷ୍ଟ୍ରପତିଙ୍କର ସ୍ତ୍ରୀଙ୍କୁ ଦେଶର ପ୍ରଥମ ମହିଳା ଭାବେ ଅଭିହିତ କରାଯାଉଥିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅରୁଣାଚଳ ଗସ୍ତକୁ ନେଇ ରାଗିଗଲା ଚାଇନା

ବେଜିଂ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଅରୁଣାଚଳପ୍ରଦେଶ ଗସ୍ତରେ ଯାଇଥିବାରୁ ଚାଇନା ସୋମବାର ଭାରତ ନିକଟରେ ପ୍ରତିବାଦ ଜଣାଇଛି। ଅରୁଣାଚଳକୁ ଚାଇନା ନିଜର ଦାବି କରିଆସୁଥିବାବେଳେ ଭାରତର ପଦକ୍ଷେପ ସୀମା ପ୍ରସଙ୍ଗକୁ ଜଟିଳ କରିବ ବୋଲି ବେଜିଂ ଦୋହରାଇଛି।…

CAA ବିଜ୍ଞପ୍ତି ଜାରି କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହାକୁ ମିଳିବ ଦେଶର ନାଗରିକତା

ନୂଆଦିଲ୍ଲୀ,୧୧।୩: ଲୋକ ସଭା ନିର୍ବାଚନ ୨୦୨୪ ଘୋଷଣା ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ…

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଦଳରୁ ବାଦ୍‌ ପଡ଼ିଲେ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳି

ନୂଆଦିଲ୍ଲୀ,୧୧।୩: ଟି-୨୦ ବିଶ୍ୱକପ ୨୦୨୪ ଜୁନରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟ ପୂର୍ବରୁ ଟିମ ଇଣ୍ଡିଆ ଏକ ବଡ ଝଟ୍‌କା ଲାଗିଛି। ଦ୍ରୁତ ବୋଲର ମହମ୍ମଦ ଶାମି ବିଶ୍ୱ ସ୍ତରୀୟ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ଭାରତ କ୍ରିକେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri