Home Middle

ବିହାର ରାଜନୀତିରେ ହଲଚଲ, ଆରଜେଡି ଛାଡ଼ିଲେ ବଡ଼ ନେତା

ପାଟନା,୧୩।୪:ବିହାର ରାଜନୀତିରେ ହଲଚଲ। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଛାଡ଼ିଲେ ବଡ଼ ନେତା। ଲାଲୁ ଯାଦବଙ୍କୁ ଲାଗିଛି ବଡ଼ ଝଟ୍‌କା। ଆରଜେଡି ନେତା ତଥା ପୂର୍ବତନ ରାଜ୍ୟ ସଭା ଏମପି ଆଶଫାକ କରିମ ଆରଜେଡିରୁ ଇସ୍ତଫା ଦେଇଛନ୍ତି। ଆଶଫାକ ଆରଜେଡିର ସଭାପତି…

ଆଜି ଆସିବ ଭାଜପାର ବିଧାନସଭା ପ୍ରାର୍ଥୀ ତାଲିକା, ଏହି ସବୁ ଆସନରେ ଦେବ ପ୍ରାର୍ଥୀ

ଭୁବନେଶ୍ୱର,୧୩।୪: ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବା ବେଳେ ଆଜି ଭାଜପା ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଏନେଇ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ତୋମାର ସୂଚନା ଦେଇଛନ୍ତି। ଭାଜପା…

‘ଏବେ ଅଘୋଷିତ ଏମରଜେନ୍ସି, ୧୯୭୫ଠାରୁ ଅଧିକ ଭୟଙ୍କର’, ଓମାର ଅବଦୁଲ୍ଲା

ଜମ୍ମୁ,୧୩।୪: ନ୍ୟାଶନାଲ କନଫରେନ୍ସର ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଶୁକ୍ରବାର କହିଛନ୍ତି ଯେ ଦେଶରେ ଏକ ‘ଅଘୋଷିତ ଜରୁରୀକାଳୀନ ପରିସ୍ଥିତି’ ଅଛି ଏବଂ ଏହା ୧୯୭୫ ଜରୁରୀକାଳୀନ ପରିସ୍ଥିତି ଅପେକ୍ଷା ଅଧିକ ବିପଦରେ। ଜରୁରୀକାଳୀନ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନିକଟରେ…

ବ୍ରିଜଭୂଷଣଙ୍କୁ କାହିଁକି ଅଣଦେଖା କରିପାରୁ ନାହାଁନ୍ତି ହାଇକମାଣ୍ଡ!

ବଳରାମପୁର,୧୩।୪: କେଶରଗଞ୍ଜ ସଂସଦୀୟ ଆସନ ଉପରେ ସସପେନ୍ସ ଜାରି ରହିଛି। ଭାଜପାର ଦଶମ ତାଲିକାରେ ମଧ୍ୟ ଏଠାରୁ ପ୍ରାର୍ଥୀଙ୍କ ନାମ ସ୍ଥିର ହୋଇପାରି ନାହିଁ। ଏହି କାରଣରୁ ରାଜନୀତି ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। କଳ୍ପନା ସହିତ, ନୂତନ କାହାଣୀଗୁଡିକ ମଧ୍ୟ…

୪୦୦ ଟାର୍ଗେଟ ପାଇଁ ଜେଲ

ପିଲିଭିଟ୍‌,୧୩ା୪: ଲୋକ ସଭା ନିର୍ବାଚନରେ ୪୦୦ ଆସନ ଦଖଲ ନେଇ ଦାବି କରୁଥିବା ଲୋକେ ଏତେ ଆତଙ୍କିତ ହୋଇଯାଇଛନ୍ତି, ଯେ ସେମାନେ ମୁଖ୍ୟମନ୍ତ୍ରୀମାନଙ୍କୁ ଜେଲରେ ପୂରାଇ ରଖିଛନ୍ତି ବୋଲି ଶୁକ୍ରବାର ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି।…

ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନାରେ ଭାରତ ବିଫଳ

ନୂଆଦିଲ୍ଲୀ,୧୩ା୪(ପି.ଟି.): ସାରା ବିଶ୍ୱରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ୨୦୨୧ରୁ ଇତିମଧ୍ୟରେ ୭.୧୧ ପ୍ରତିଶତ ବଢ଼ିଥିବା ସୁଇଜରଲାଣ୍ଡର ଅଣଲାଭଦାୟକ ସଂସ୍ଥା ଇଏ ଆର୍ଥ ଆକ୍ସନ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ୨୨୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟି ହେବ ବୋଲି…

ବେଙ୍ଗାଲୁରୁ ବିସ୍ଫୋରଣ ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରେ ଗିରଫ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୩ା୪: ଗତ ମାସରେ ବେଙ୍ଗାଲୁରୁର ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ଘଟଣାରେ ଏହାର ମାଷ୍ଟରମାଇଣ୍ଡ ଏବଂ ବୋମା ଖଞ୍ଜିଥିବା ୨ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲାର କାନ୍ଥି ଅଞ୍ଚଳରୁ ଗିରଫ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ସକାଳେ ଏହି ସୂଚନା…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିପାରେ ଇରାନ

ନୂଆଦିଲ୍ଲୀ, ୧୨।୪: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାସଳଖ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିପାରେ। ୧୦୦ରୁ ଅଧିକ ଡ୍ରୋନ୍‌ ସହ ମିସାଇଲ ଆକ୍ରମଣ ହୋଇପାରେ। ବିଶେଷକରି ସୈନ୍ୟମାନଙ୍କୁ ଟାର୍ଗେଟ କରାଯାଇପାରେ। ଇସ୍ରାଏଲ ଲାଗି ଏହା ବେଶ ଚ୍ୟାଲେଞ୍ଜିଂ ରହିବ ବୋଲି…

ଜଟଣୀରେ କଂଗ୍ରେସକୁ ଶକ୍ତ ଝଟ୍‌କା, ଦଳ ଛାଡି ବିଜେଡିରେ ମିଶିଲେ ନେତା ଓ ୩ କାଉନସିଲର

ଜଟଣୀ,୧୨।୪: ଜଟଣୀରେ କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍‌କା। ଆଜି ସୁରଙ୍କ ପୁଅ ତଥା ବିଜେଡି ଏମପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଉପସ୍ଥିତିରେ ଜଟଣୀ ମୁନିସପାଲଟିର ୩ଜଣ କଂଗ୍ରେସ କାଉନସିଲର ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । ସୂଚନା ଅନୁସାରେ,…

ଭାଜପାର ପ୍ଲାନ ବି, ଏହି ୯ ସିଟ୍‌ରେ କରିବ ଓଲଟପାଲଟ

ଭୁବନେଶ୍ୱର,୧୨।୪:ମୁଣ୍ଡ ଉପରେ ନିର୍ବାଚନ। ବିଜେଡି, ଭାଜପା ଓ କଂଗ୍ରେସ ଅଧାରୁ ଅଧିକ ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଘୋଷଣା ପରେ ପ୍ରାର୍ଥୀ ମଧ୍ୟ ମଇଦାନକୁ ଓହ୍ଲାଇ ପ୍ରଚାର ପାଇଁ ରଣ ହୁଙ୍କାର ଦେଲେଣି। ଓଡିଶାରେ ମେ’ ୧୩ରୁ ନିର୍ବାଚନ ଆରମ୍ଭ…

କାଳବୈଶାଖି ପରେ ସିଝିବ ଓଡ଼ିଶା, ୪୫ ଛୁଇଁବ ତାପମାତ୍ରା

ଭୁବନେଶ୍ୱର,୧୨।୪: ରାଜ୍ୟକୁ ପୁଣି ଫେରିବ ହିଟ ୱେଭ। ବଢିବ ଖରାତାତି ଓ ଗୁଳୁଗୁଳି। ଅସହ୍ୟ ହେବ ଦିନ ସାଙ୍ଗକୁ ରାତିର ତାପମାତ୍ରା। ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ରାଜ୍ୟକୁ ତାତି ଫେରୁଥିବା ନେଇ ସୂଚନା ଦେଇଛନ୍ତି…

ଭାରତୀୟଙ୍କୁ ଇସ୍ରାଏଲ-ଇରାନ ଯିବା ମନା

ନୂଆଦିଲ୍ଲୀ,୧୨।୪: ଭାରତୀୟଙ୍କୁ ଇସ୍ରାଏଲ ଓ ଇରାନ ଗସ୍ତ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଆଜି ସରକାର ଗୋଟିଏ ନୋଟିସ ଜାରି କହିଛନ୍ତି, ପରବର୍ତ୍ତୀ ନୋଟିସ୍‌ ନ ମିଳିବା ଯାଏଁ ଇରାନ ଓ ଇସ୍ରାଏଲ ଗସ୍ତ କରନ୍ତୁ ନାହିଁ। ଇରାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri