ଦ୍ରାବିଡିୟନ ରାଜନୀତିରେ ଆସ୍ଥାର ତଡକା ଲାଗଉଛି ଭାଜପା
ନୂଆଦିଲ୍ଲୀ,୧୨।୪: ଲୋକ ସଭା ନିର୍ବାଚନ ୨୦୨୪ଅନେକ କାରଣରୁ ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏଥର ଭାଜପା ଦକ୍ଷିଣ ଦୁର୍ଗରେ ପତାକା ଉଡାିବାକୁ ଚେଷ୍ଟା କରୁଛି। ରାଜନୈତିକ ବିଶ୍ଳେଷକମାନେ ମଧ୍ୟ ବିଶ୍ୱାସ କରୁଛନ୍ତି ଯେ ୨୦୨୪ ନିର୍ବାଚନରେ ଭାଜପା କେବଳ ଉତ୍ତରରେ ନୁହେଁ ଦକ୍ଷିଣରେ…
ନବୀନଙ୍କ ମାଷ୍ଟର ଷ୍ଟ୍ରୋକ, ମଇଦାନରେ ହେବ ଷ୍ଟାର ଟକ୍କର!
ଭୁବନେଶ୍ୱର,୧୨।୪: ମୁଣ୍ଡ ଉପରେ ନିର୍ବାଚନ। ନିର୍ବାଚନରେ ହ୍ରାଟିକ ବିଜୟକୁ ଲକ୍ଷ୍ୟ କରି ମାଷ୍ଟର୍ ପ୍ଲାନ କରୁଛି ବିଜେଡି । ଗତ ନିର୍ବାଚନରେ ଦଳର ଷ୍ଟାର୍ ପ୍ରଚାରକ ସାଜିଥିବା ଏମପି ଅନୁଭବ ମହାନ୍ତି, ଆକାଶ ଦାସନାୟକ ଓ ଅରିନ୍ଦମ ରାୟ ଭଳି ଜଣାଶୁଣା…
ନିର୍ବାଚନ ଲଢିବା ପାଇଁ ନିଜ ଷ୍ଟାର୍ଟଅପ୍ କମ୍ପାନୀ ଛାଡିଦେଇଥିଲେ ରାହୁଲ ଗାନ୍ଧୀ!
ନୂଆଦିଲ୍ଲୀ,୧୨।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ସବୁଦଳ ଏବେ ନିର୍ବାଚନୀ ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି। ଗ୍ରାଉଣ୍ଡ ଲେଭଲରୁ ଦଳୀୟ କର୍ମୀଙ୍କ ଠାରୁ କୁଜି ନେତା ଯାଏଁ ପ୍ରଚାର ଆରମ୍ଭ କଲେଣି। ଏହିକ୍ରମରେ ଦଳୀୟ ଶୀର୍ଷ ନେତଅତ୍ୱମାନେ ମଧ୍ୟ ଜୋରସୋରରେ ପ୍ରଚାର ପାଇଁ…
ଦେଶବାସୀଙ୍କୁ ଭାଗ୍ୟ ବଦଳାଇବାକୁ ଉପଦେଶ ଦେଲେ ପୂର୍ବତନ ରାଷ୍ଟ୍ରପତି
ଇସଲାମାବାଦ,୧୨।୪: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆରିଫ ଅଲଭି ପାକିସ୍ତାନବାସୀଙ୍କୁ ସେମାନଙ୍କ ଭାଗ୍ୟ ବଦଳାଇବାକୁ ପରାମର୍ଶ ଦେଇଛନ୍ତି। ଭାଗ୍ୟର ଏହି ପରିବର୍ତ୍ତନ ପୁନଃ ସେଟ ଏବଂ ପୁନଃ ଆରମ୍ଭ ଦ୍ୱାରା କରାଯିବ। ଏହାର ଅର୍ଥ ଏହା କୁହାଯାଇଛି ଯେ ଯାହା ଘଟିଛି ଆମେ…
ସୁନା ଦର ଛୁଇଁଲା ୭୪ ହଜାର
ଭୁବନେଶ୍ୱର,୧୨।୪: ବଢିଚାଲିଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି। ଗୁରୁବାର…
”ହିଂଜିଳିରୁ ଲଢ଼ିବାକୁ ଇଛାଥିଲା, ମିଳିଲାନି ଟିକେଟ୍”: ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର,୧୨।୪: ଚିଲିକା ବିଧାୟକ ତଥା ଭାଜପା ନେତା ପ୍ରଶାନ୍ତ ଜଗଦ୍ଦେବ ପୁଣି ଦେଇଛନ୍ତି ବିସ୍ପୋରକ ବୟାନ। ‘ମୁଖ୍ୟମନ୍ତ୍ରୀ ନବୀନଙ୍କ ବିରୋଧରେ ହିଂଜିଳିରୁ ଆସନରୁ ସେ ଲଢ଼ିବାକୁ ଚାହୁଁଥିବା କହିଛନ୍ତି। ଦଳ ମୋତେ ହିଂଜିଳି ପାଇଁ ପ୍ରାର୍ଥୀ କରିଲା ନାହିଁ’। ଆଗାମୀ ନିର୍ବାଚନ…
‘ଜମ୍ମୁ କଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା, ଖୁବଶୀଘ୍ର ହେବ ବିଧାନସଭା ନିର୍ବାଚନ ‘: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨।୪: ‘ଜମ୍ମୁ କଶ୍ମୀର ଖୁବଶୀଘ୍ର ଫେରି ପାଇବ ରାଜ୍ୟ ମାନ୍ୟତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ଘୋଷଣା କରିଛନ୍ତି। ତେବେ ରାଜ୍ୟ ମାନ୍ୟତା ମିଳିବା ପରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଉଦମପୁରରେ ଏକ ଜନ ସମାବେଶକୁ ସମ୍ବୋଧିତ…
୧୫ ସୁଦ୍ଧା ଟିକେଟ୍: ଶରତ
ଭୁବନେଶ୍ୱର,୧୨ା୪: ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ୨ ପର୍ଯ୍ୟାୟ ଟିକେଟ୍ ଆସିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଶୁକ୍ରବାର ସେ ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ସ୍କ୍ରିନିଂ ଏବଂ ରବିବାର ସିଇସି ବୈଠକରେ ଟିକେଟ୍ ନେଇ ଚୂଡ଼ାନ୍ତ…
ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ମୋଦି
ନୂଆଦିଲ୍ଲୀ,୧୨ା୪: ଇଡି ସମେତ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶକୁ ମଜଭୁତ…
ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼
ଭୁବନେଶ୍ୱର,୧୨।୪: ନବୀନ ନିବାସରେ ଜମିଲା ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ…
୧୭ହଜାର ଫୁଟ ଉପରୁ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲରୁ ଫାୟରିଂ, ସିକ୍କିମରେ ଚାଇନାକୁ ଦମ ଦେଖାଇଲେ ସେନା
ଗୁଆହାଟି,୧୨।୪: ଗୁରୁବାର ସେନାର ତ୍ରିଶକ୍ତି କୋରର ଏକ ପ୍ରଶିକ୍ଷଣ ଅଭ୍ୟାସ ସମୟରେ ସିକ୍କିମରେ ୧୭,୦୦୦ ଫୁଟ ଉଚ୍ଚରେ ଆଣ୍ଟି-ଟ୍ୟାଙ୍କ ଗାଇଡ ମିଶାଇଲ (ଏଟିଜିଏମ) ଗୁଳି ଚଳାଇଥିଲା। ଇଷ୍ଟର୍ନ କମାଣ୍ଡର ମିଶାଇଲ ଫାୟାରିଂ କଣ୍ଟିଜେଣ୍ଟସ ତାଲିମ ଅଭ୍ୟାସରେ ଭାଗ ନେଇଥିଲେ। ଏକ୍ସରସାଇଜ ସମୟରେ…
ପୂର୍ବତନ ମନ୍ତ୍ରୀ କମଳା ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି,ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଡାଃ କମଳା ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ…
Archives


