Home Middle

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ଅଖିଳେଶ ଯାଦବଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ନୂଆଦିଲ୍ଲୀ,୨ା୬(ଦୁର୍ଯ୍ୟୋଧନ ପାତ୍ର ): ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ତଥ୍ୟ ବିରୋଧୀ ଦଳ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଭୋଟ୍‌ ଶେଷ ହେବା ମାତ୍ରେ ବିଭିନ୍ନ ଏଜେନ୍ସି ଏବଂ ଚ୍ୟାନେଲରୁ ଏକ୍‌ଜିଟ୍‌ ପୋଲ୍‌ ଆସିଲା। ଉତ୍ତରପ୍ରଦେଶରେ ପ୍ରାୟ…

ଅରୁଣାଚଳ ପ୍ରଦେଶରେ ପୁଣି ଭାଜପା ସରକାର, ଦିନରେ ମନାଇଲେ ଦୀପାବଳି

ଇଟାନଗର, ୨।୬: ଅରୁଣାଚଳ ପ୍ରଦେଶରେ ପୁଣି ଭାଜପା ସରକାର। ଅରୁଣାଚଳ ପ୍ରଦେଶ ଓ ସିକିମରେ ରବିବାର ମତ ଗଣନା ଜାରି ରହିଛି। ଯେଉଁଥିରେ ଅରୁଣାଚଳରେ ଭାଜପା ୩୬ଟି ଆସନ ଜିତି ସାରିଛି। ରାଜ୍ୟରେ ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ହୋଇଥିବାବେଳେ ଭାଜପା…

ସିକିମରେ ଏସକେଏମ’ର ଏକତରଫା ବିଜୟ, ବିରୋଧୀଙ୍କୁ ମିଳିଲା ଗୋଟିଏ ଆସନ

ନୂଆଦିଲ୍ଲୀ,୨ା୬: ସିକିମ ବିଧାନସଭା ନିର୍ବାଚନରେ ଏକତରଫା ବିଜୟ ହାସଲ କରିଛି ସରକାରରେ ଥିବା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ)। ଦଳ ବିରୋଧୀଙ୍କୁ ସବୁ ଦିଗରୁ ଚକମା ଦେଇ ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ ଦଳ…

ଏହି ଏକ୍‌ଜିଟ୍‌ ପୋଲ୍‌ ଦେଖି କଂଗ୍ରେସ ହୋଇଯିବ ଖୁସି, ଭାଜପାକୁ ଲାଗିବ ଝଟ୍‌କା

ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନକୁ ନେଇ ଏକ୍‌ଜିଟ୍‌ ପୋଲ୍‌ ଆକଳନରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଅଧିକାଂଶ ଏକ୍‌ଜିଟ୍‌ ସର୍ଭେରେ ଭାଜପାକୁ ବହୁମତ ମିଳିଛି। ମାତ୍ର ଏକ ଏକ୍‌ଜିଟ୍‌ ପୋଲ୍‌ ଯାହା ଆକଳନ…

ଗାଡ଼ି ଚଳାଇବା ବେଳେ ଫୋନ୍‌ରେ ଗପିଲେ ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ, ଗାଡ଼ି ସହ ଜବତ ହେବ ମୋବାଇଲ

ଭୁବନେଶ୍ୱର,୨ା୬: ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି। ପୋଲିସର ସେଫ୍‌ ସିଟି ଡ୍ରାଇଭ୍‌ କାର୍ଯ୍ୟକ୍ରମ େହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି। ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, ଗାଡ଼ି ଜବତ କରାଯାଇ…

ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ପୁରିଲା ବର୍ଷେ, ସକାଳୁ ସକାଳୁ ଆଉ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା

ପଞ୍ଜାବ,୨।୬: ପୁଣି ଘଟିଛି ବଡ଼ ଟ୍ରେନ୍‌ ଦୁର୍ଘଟଣା। ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ଆଜି ବର୍ଷେ ପୁରୁଥିବାବେଳେ ଆଉ ଏକ ଟ୍ରେନ୍‌ ଟ୍ରାଡେଜି ହୋଇଛି। ଯେଉଁଥିରେ ଦୁଇ ଲୋକ ପାଇଲଟ ଗୁରୁତର ହୋଇଛନ୍ତି। ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି…

ଆଜି ମୋଦିଙ୍କ ମାରାଥନ ବୈଠକ, ଏସବୁ ପ୍ରସଙ୍ଗକୁ ନେଇ କରିବେ ଆଲୋଚନା

ନୂଆଦିଲ୍ଲୀ,୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଲୋକ ସଭା ନିର୍ବାଚନର ବ୍ୟସ୍ତତା ଭିତରୁ ବାହାରିଛନ୍ତି। ଆଧ୍ୟାତ୍ମିକ ବିରତିରୁ ମଧ୍ୟ ଫେରି ଆସିଛନ୍ତି। ସେ ବର୍ତ୍ତମାନ କାର୍ଯ୍ୟ ଉପରେ ଧ୍ୟାନ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମାରାଥନ ବୈଠକ କରିବେ। ୭ଟି ପ୍ରସଙ୍ଗରେ ସେ…

‘ଯଦି ମୋଦି ପ୍ରଧାନମନ୍ତ୍ରୀ ହେବେ ମୁଁ ଲଣ୍ଡା ହୋଇଯିବି’

ନୂଆଦିଲ୍ଲୀ,୨।୬: ଆମ ଆଦମୀ ପାର୍ଟି(ଏଏପି) ନେତା ସୋମନାଥ ଭାରତୀ ଶନିବାର ବଡ଼ ଘୋଷଣା କରିଛନ୍ତି। ଯଦି ନରେନ୍ଦ୍ର ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଲଣ୍ଡା ହୋଇଯିବେ ବୋଲି କହିଛନ୍ତି। ଏସବୁ ମଧ୍ୟରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଏବଂ…

ବର୍ଷକ ପରେ ବାହାନଗା

ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଟ୍ରାଜେଡିକୁ ବର୍ଷେ ପୂରିଛି। ୨୦୨୩ ଜୁନ୍‌ ୨ ତାରିଖ ଶୁକ୍ରବାର ଅପରାହ୍ନ ୫ଟା ୪୦ ମିନିଟ୍‌। ଏହି ସମୟରେ ଘଟିଥିଲା ଭୟଙ୍କର ରେଳ ଦୁର୍ଘଟଣା। ସ୍ତବ୍ଧ ହୋଇ ଯାଇଥିଲା ସାରା ଭାରତ। ସେହି କାଳ ରାତିରେ…

ଏକ୍‌ଜିଟ୍‌ ପୋଲ୍‌ରେ ଏନ୍‌ଡିଏର ଦବ୍‌ଦବା

ନୂଆଦିଲ୍ଲୀ,୨ା୬: ଏକ୍‌ଜିଟ୍‌ ପୋଲ ସର୍ଭେ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ଭାଜପା) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୩୬୦ରୁ ଅଧିକ ଲୋକ ସଭା ଆସନ ଦଖଲକରି କେନ୍ଦ୍ରରେ ପୁଣି ଥରେ ନିରଙ୍କୁଶ ସରକାର ଗଢ଼ିବାକୁ ଯାଉଛି। କଂଗ୍ରେସ ସମେତ ଇଣ୍ଡିଆନ୍‌…

Arunachal Pradesh Election Result: ବଡ ବିଜୟ ଅଭିମୁଖେ ଭାଜପା, ୩୧ ସିଟ୍‌ରେ ଆଗୁଆ

ଅରୁଣାଚଳ ପ୍ରଦେଶ,୨।୬: ଅରୁଣାଚଳ ପ୍ରଦେଶରେ ଜାରି ରହିଛି କାଉଣ୍ଟିଂ। ରବିବାର ଅରୁଣାଚଳ ପ୍ରଦେଶ ଓ ସିକିମର ରେଜଲ୍ଟ ବାହାରିବାକୁ ଯାଉଛି। ଏ ଦୁଇ ରାଜ୍ୟରେ ଆଜି ଭୋଟ ଗଣତି ଚାଲିଛି। ତେବେ ଅରୁଣାଚଳ ପ୍ରଦେଶରେ ମୋଟ ୬୦ ସିଟ ମଧ୍ୟରୁ ୧୦ଟି…

Sikkim Election Result: ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ମିଳିଲା ବହୁମତ, ଖାତା ଖୋଲି ପାରିଲାନି କଂଗ୍ରେସ

ସିକିମ୍‌,୨।୬: ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ଶନିବାର ନିର୍ବାଚନ ସରିବା ପରେ ରବିବାର ସିକିମ ଓ ଅରୁଣାଚଳ ପ୍ରଦେଶର ଫଳାଫଳ ଆସିବାକୁ ଯାଉଛି। ଏଥିପାଇଁ ସକାଳୁ ସକାଳୁ ଭୋଟ ଗଣନା ଜାରି ରହିଛି। ସିକିମର ୩୨ଟି ବିଧାନସଭା ଆସନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?