Home Middle

ଏଯାବତ୍‌ ୧୨ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ, ଆଗାମୀ ଦିନରେ ଅନ୍ୟ ରୋଗୀ ସୁସ୍ଥ ହେବା ଆଶା : ଶାଳିନୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ଶନିବାର ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଓଡ଼ିଶା ପାଇଁ ଶୁଭ ସୂଚନା ହେଉଛି, ୧୦ଜଣ କୋଭିଡ୍‌-୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ…

କରୋନା କବଳରେ ବିଶ୍ୱର ୨୧୦ ଦେଶ : ଲକ୍ଷେ ଟପିଲା ମୃତ୍ୟୁ ସଂଖ୍ୟା, ସଂକ୍ରମିତ ମାମଲାରେ ଭାରତର ସ୍ଥାନ ୨୧

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ପ୍ରତିଦିନ ସୂଚନା ପ୍ରଦାନ କରୁଛନ୍ତି। ଶନିବାର ମଧ୍ୟ ଜନସାଧାରଣଙ୍କୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ଆଜି ପର୍ଯ୍ୟନ୍ତ ବିଶ୍ୱରେ…

ରାଜ୍ୟର ୪୯, ୫୦ ନଂ ଆକ୍ରାନ୍ତଙ୍କ ତଥ୍ୟ ଜାରି କଲା ସ୍ବାସ୍ଥ୍ୟ ବିଭାଗ, ଅଛନ୍ତି ଜଣେ ମହିଳା

ଭୁବନେଶ୍ୱର,୧୧।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଛି। ୪୯ ଓ ୫୦ ନମ୍ବର ଆକ୍ରାନ୍ତଙ୍କ ତଥ୍ୟ ଶନିବାର ସ୍ବାସ୍ଥ୍ୟ ବିଭାଗ ଜାରି କରିଛି। ଏହି ଦୁଇଜଣ ୟୁନିଟ୍‌-୪ ମଧୁସୂଦନ ନଗର ଅଞ୍ଚଳରେ ଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏମାନଙ୍କ ମଧ୍ୟରୁ…

ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ପ୍ରଶଂସା କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। କେଜରିଓ୍ବାଲ ଟୁଇଟ୍‌ କରି କହିଛନ୍ତି ଯେ, କରୋନା ସଂକ୍ରମଣ ଭାରତରେ କମ୍‌ ରହିଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍‌ଡାଉନ୍‌…

ଭାରତର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ !

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ନେଇ ଭାରତରେ ସଙ୍କଟ ସୃଷ୍ଟି ହୋଇଛି। ଦେଶର ୫ ରାଜ୍ୟରେ ଅଧିକ କରୋନା ସଂକ୍ରମିତ ରହିଛନ୍ତି। ସେସବୁ ରାଜ୍ୟଗୁଡ଼ିକ ହେଉଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, ତେଲେଙ୍ଗାନା ଏବଂ ରାଜସ୍ଥାନ। ମହାରାଷ୍ଟ୍ରରେ ଏପ୍ରିଲ୍‌ ୧୦ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା…

୯୨ ଦିନରେ କରୋନା ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା: ୨୨ ଦିନରେ ୯୦ ହଜାରରୁ ଅଧିକ ଲୋକଙ୍କ ଗଲାଣି ଜୀବନ !

ଓ୍ବାଶିଂଟନ/ରୋମ୍‌/ବେଜିଂ,୧୧।୪: କରୋନା ସଂକ୍ରମଣ ଯୋଗୁ ଗତ ୯୨ ଦିନରେ ସାରା ପୃଥିବୀରେ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଚାଇନାର ଉହାନ ସହରର ମାଂସ ବଜାରରୁ କରୋନା ସଂକ୍ରମିତ ହୋଇଥିବା ପ୍ରଥମ ଘଟଣା ୨୦୧୯ ନଭେମ୍ବର ୧୭ରେ ଚିହ୍ନଟ ହୋଇଥିଲା। ତେବେ…

ଦିଲ୍ଲୀରୁ ମିଳିଲା ଖୁସି ଖବର: କରୋନା ମୁକ୍ତ ହେଲା ହଟସ୍ପଟ୍‌ ଦିଲ୍‌ଶାଦ୍‌ ଗାର୍ଡେନ

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଇତିମଧ୍ୟରେ ୭ ହଜାର ୬୦୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ ଦିଲ୍ଲୀରୁ ଖୁସି ଖବର ମିଳିଛି। ଦିଲ୍ଲୀର କରୋନା ହଟସ୍ପଟ୍‌ ପାଲଟି ଥିବା ଦିଲ୍‌ଶାଦ୍‌ ଗାର୍ଡେନ୍‌ର…

ନ୍ୟୁୟର୍କରେ ସର୍ବାଧିକ ସଂକ୍ରମିତ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟାରେ ବିଶ୍ୱର ସମସ୍ତ ଦେଶଠାରୁ ଆମେରିକାର ନ୍ୟୁୟର୍କ ପ୍ରଦେଶ ଟପିଯାଇଛି। କେବଳ ନ୍ୟୁୟର୍କରେ ଗୁରୁବାର ୧୦,୩୩୩ ଜଣ ସଂକ୍ରମିତ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୦ ହଜାର ଛୁଇଁଛି। ଏହି ସମୟରେ…

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦: ୧୨ ସୁସ୍ଥ, ୧ ମୃତ, ବିଭିନ୍ନ ହସ୍ପିଟାଲରେ ୩୭ ଚିକିତ୍ସାଧୀନ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ଶୁକ୍ରବାର ୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ଶୁକ୍ରବାର ମୋଟ ୨୯୮ ଜଣଙ୍କ ନମୂନା…

‘ଭାରତରେ ନାହିଁ ଗୋଷ୍ଠୀ ସଂକ୍ରମଣ’

ନୂଆଦିଲ୍ଲୀ,୧୧ା୪: ବିଭିନ୍ନ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କିତ ‘ସ୍ଥିତି ରିପୋର୍ଟ’ରେ ତ୍ରୁଟି ଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସ୍ବୀକାର କରିଛି। ପୂର୍ବରୁ ପ୍ରକାଶିତ ଏହି ରିପୋର୍ଟରେ ଭାରତରେ କରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ପ୍ରକାଶ ପାଇଥିଲା। ଏହି…

ସର୍ଭିଲାନ୍ସ ଜରିଆରେ ପ୍ରିଭେସି ଉଲ୍ଲଂଘନ

ଅଦୃଶ୍ୟ ରାକ୍ଷସ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ କବଳିତ କରିଛି। ଏହି ଘାତକ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପନ୍ଥା ଆପଣାଇବାରେ ଲାଗିଛନ୍ତି। ଏହି କ୍ରମରେ ୨୫ଟି ଦେଶର ସରକାର କରୋନା ମୁକାବିଲା ଲାଗି ଅସ୍ଥାୟୀ…

ମୃତ୍ୟୁସଂଖ୍ୟା ଲକ୍ଷେ ଟପିଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ,୧୧ା୪: କରୋନା ଭୂତାଣୁ ଯୋଗୁ ବିଶ୍ୱବ୍ୟାପୀ ମୃତ୍ୟୁସଂଖ୍ୟା ଲକ୍ଷେ ଟପିଛି। ୧୬.୫୦ ଲକ୍ଷ ଲୋକ ଏହି ଭୂତାଣୁ କବଳରେ ଅଛନ୍ତି। ଶୁକ୍ରବାର ମୋଟ ୪,୫୭୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୪୪ ହଜାର ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଆମେରିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?