Home Middle

ଗୁରୁତର ସଙ୍କଟରେ ଆମେରିକାର ଖବରକାଗଜ ଶିଳ୍ପ

ନ୍ୟୁୟର୍କ,୧୧ା୪: କରୋନା ଭାଇରସ୍‌ ସଂକ୍ରମଣ ଖବର ସାଉଁଟିବାକୁ ପ୍ରବଳ ଆଗ୍ରହ ଦେଖାଉଥିବା ଆମେରିକା ସାମ୍ବାଦିକଙ୍କ ପାଇଁ ଏବେ ବିପଦ ଘନେଇ ଆସିଛି। ଏହା ଖବରକାଗଜ ଶିଳ୍ପ ପ୍ରତି ଏକ ବଡ଼ ବିଡ଼ମ୍ବନା ବୋଲି କୁହାଗଲାଣି। ବର୍ତ୍ତମାନ ପରିପ୍ରେକ୍ଷୀରେ ପାଠିକାପାଠକଙ୍କ ନିକଟରେ ଖବରଦାତାଙ୍କ…

ଆତଙ୍କବାଦୀ ଶିବିରକୁ ସେନାର ଟାର୍ଗେଟ

ନୂଆଦିଲ୍ଲୀ,୧୧ା୪: ଘାତକ ମହାମାରୀ କରୋନା ବିରୋଧରେ ଦେଶବାସୀ ଲଢ଼େଇ କରୁଥିବାବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ୟମ ମହଙ୍ଗା ପଡ଼ିଛି। ଭାରତୀୟ ସେନା ଶୁକ୍ରବାର ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ସଂଲଗ୍ନ ନିୟନ୍ତ୍ରଣରେଖା(ଏଲ୍‌ଓସି)ରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ କେରାନ ସେକ୍ଟରସ୍ଥିତ ଏକାଧିକ ଲଞ୍ଚ୍‌ପ୍ୟାଡ୍‌…

ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦ ଛୁଇଁଲା

ଭୁବନେଶ୍ୱର,୧୧।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୨କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଁଚିଛି।ଶୁକ୍ରବାର ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି।ତେବେ ଏହି ୨ ଆକ୍ରାନ୍ତଙ୍କ ବିଷୟରେ ସବିଶେଷ ସୂଚୀତ କରାଯାଇନାହିଁ। ଅପରପକ୍ଷରେ ଶୁକ୍ରବାର…

ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟୀକରଣ: ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟବହାର କରିବେ ଦୁଇ ଚକିଆ ଯାନ

କଟକ ଅଫିସ, ୧୦।୩: ପାଦ ଚଲା ଦୂରତାରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁ ନ ଥିବା ଯୋଗୁ ବାଇକ୍‌ ବ୍ୟବହାର କଟକଣାକୁ କୋହଳ କରିବା ପାଇଁ ଗୁରୁବାର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଡଭୋକେଟ୍‌ ଜେନେରାଲ ଏବଂ ସରକାରୀ ଓକିଲ…

ରାଜ୍ୟର ସମସ୍ତ ଘରୋଇ ଶିକ୍ଷାନୁଷ୍ଠାନକୁ ସିଏମ୍‌ଓର ପରାମର୍ଶ: ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସ୍କୁଲ ଫି’ ହ୍ରାସ/ସ୍ଥଗିତ ରଖାଯାଉ

ଭୁବନେଶ୍ୱର,୧୦।୪(ବ୍ୟୁରୋ): କରୋନା ମୁକାବିଲାକୁ ନେଇ ରାଜ୍ୟରେ ଏବେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏହାଫଳରେ ଆର୍ଥିକ ବୋଝ ବଢ଼ିଛି। ଏପରି କରିବା ଦ୍ୱାରା ଅଭିଭାବକମାନଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ସ୍କୁଲ ଫି’…

ପୁଣି ୪ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୪୮

ଭୁବନେଶ୍ୱର,୧୦।୪: (ବ୍ୟୁରୋ)- ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଁଚିଛି। ଗୁରୁବାର ମୋଟ ୬ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବିଷୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ଗୁରୁବାର ଦିନରେ…

୧୧ ଦିନ ଲକ୍‌ଡାଉନ୍‌ରେ ଘଟିଛି ୯୨,୧୦୫ ଶିଶୁ ନିର୍ଯାତନା ମାମଲା !

ନୂଆଦିଲ୍ଲୀ,୯।୪: କରୋନା ବିରୋଧରେ ଲଢ଼େଇ କରିବା ଲାଗି ଭାରତ ଅଣ୍ଟା ଭିଡ଼ିଛି। କରୋନା ଭୂତାଣୁର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ ଶିଶୁ ନିର୍ଯାତନା ମାମଲାରେ ବୃଦ୍ଧି ଘଟିଥିବା ଚାଇଲ୍ଡ୍‌…

ଭଗତ ସିଂଙ୍କ ଯୋଗୁ ରକ୍ଷା ପାଇଲେ ଉଦ୍ଧବ: ଏମ୍‌ଏଲ୍‌ସି କୋଟା ଆସନରୁ ହେବେ ମନୋନୀତ

ମୁମ୍ବାଇ,୯।୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଆସନ ଉପରେ ଦେଖାଦେଇଥିବା ସଙ୍କଟ ଟଳିଯାଇଛି। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ କୋଟାରେ ଥିବା ୨ଟି ଏମ୍‌ଏଲ୍‌ସି ଆସନ ମଧ୍ୟରେ ଗୋଟିଏରୁ ଉଦ୍ଧବଙ୍କୁ ମନୋନୀତ କରାଯିବ। ଏନେଇ ଗୁରୁବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି…

ନ୍ୟୁୟର୍କରେ କରୋନାର ମୃତ୍ୟୁତାଣ୍ଡବ: ୧୧ ଭାରତୀୟ ମୃତ; ୧୬ ପଜିଟିଭ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁୟର୍କରେ ବାସ କରୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆମେରିକାରେ ୧୬…

ବ୍ରିଟେନ ସୋସିଆଲ୍‌ ମିଡ଼ିଆରେ ଗୁଜବ: ୫-ଜି ମୋବାଇଲ୍‌ ଜ୍ଞାନକୌଶଳ ଯୋଗୁ ବ୍ୟାପୁଛି କରୋନା !

ଲଣ୍ଡନ,୯।୪: କରୋନା ସଂକ୍ରମଣ ଯୋଗୁ ବ୍ରିଟେନରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଠାକାର ସୋସିଆଲ୍‌ ମିଡ଼ିଆରେ ୫-ଜି ମୋବାଇଲ୍‌ ଜ୍ଞାନକୌଶଳ ଯୋଗୁ କରୋନା ବ୍ୟାପୁଥିବା ନେଇ ବହୁ ଭ୍ରମାତ୍ମକ ପୋଷ୍ଟ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି। ଫଳରେ ଲୋକଙ୍କ ମଧ୍ୟରେ…

ଆମେରିକାର ଉଦାହରଣ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶା ସରକାରଙ୍କ ପାଇଁ ଅର୍ଥନୀତି ନୁହେଁ ମଣିଷ ଜୀବନ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୯।୪(ବ୍ୟୁରୋ): ଓଡ଼ିଶାର ଜନସାଧାରଣ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସହଯୋଗ ଏବଂ ସମର୍ଥନ ଜଣାଇଛନ୍ତି। ହେଲେ ପରିସ୍ଥିତିର ମୁକାବିଲା ପାଇଁ ଏହାହିଁ ଏକମାତ୍ର ବାଟ। ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲା। ଏହାପରଠାରୁ ୪୪ଜଣ କରୋନା…

କରୋନା ମହାମାରୀ ନେଇ ଆରୋପ ପ୍ରତ୍ୟାରୋପକୁ କ୍ୱାରାଣ୍ଟାଇନ୍‌ରେ ରଖ; ପ୍ରଥମେ ଜଳୁଥିବା ଘରକୁ ସୁରକ୍ଷିତ କର: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଚାଇନା ପ୍ରତିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?