ସଂସଦ ଭବନ ଆକ୍ରମଣକୁ ପୂରିଲା ୧୯ ବର୍ଷ; ମାଷ୍ଟରମାଇଣ୍ଡ ଆଝାର ପାକିସ୍ତାନରେ
ନୂଆଦିଲ୍ଲୀ,୧୩।୧୨: ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ରବିବାର ୧୯ ବର୍ଷ ପୂରିଛି । ୨୦୦୧ ଡିସେମ୍ବର ୧୩ ପୂର୍ବାହ୍ନ ୧୧ଟା ୨୮ରେ ୫ ଜୈଶ୍-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ପାର୍ଲାମେଣ୍ଟ ପରିସରରେ ଦୀର୍ଘ ୪୫ ମିନିଟ୍ ଧରି ଆକ୍ରମଣ…
୨୩ରୁ ଖୋଲିବ ଶ୍ରୀମନ୍ଦିର
ପୁରୀ ଅଫିସ, ୧୨।୧୨: କରୋନା ଯୋଗୁ ପ୍ରାୟ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଏବେ ଖୋଲିବାକୁ ଯାଉଛି। ଏନେଇ ଶନିବାର ମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଖୋଲିବାକୁ ଛତିଶା ନିଯୋଗ…
ରାଜ୍ୟରେ ସୁସ୍ଥ ହେଲେ ୪୦୫ କରୋନା ଆକ୍ରାନ୍ତ: ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୧୨ ା୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୫୨, ଅନୁଗୋଳରୁ ୩୪, କଟକରୁ ୨୯, ବଲାଙ୍ଗୀରରୁ ୨୭, ବରଗଡ଼ରୁ ୨୩, ଯାଜପୁରରୁ ୨୧, ପୁରୀରୁ…
ଖୋଲିବ ଶ୍ରୀମନ୍ଦିର: କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବାହାର ଭକ୍ତ
ପୁରୀ ଅଫିସ,୧୨।୧୨: ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଶନିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି। ଏନେଇ ୨ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ।…
ଏଲ୍ଏସିରେ ଚାଇନାର ଷଡ଼ଯନ୍ତ୍ର: ସୈନ୍ୟଙ୍କୁ ପିନ୍ଧିବାକୁ ଦେଉଛି ‘ଆଇରନ୍ ମ୍ୟାନ୍ ସୁଟ୍’
ଲଦାଖ,୧୨।୧୨: ପୂର୍ବ ଲଦାଖର ଏଲ୍ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବା ଉଦ୍ୟମ କରୁଛି। ଏବେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ଏଲ୍ଏସିରେ ମୁତୟନ କରାଯାଇଥିବା ସୈନ୍ୟଙ୍କୁ ‘ଆଇରନ୍ ମ୍ୟାନ୍ ଏକ୍ସୋସ୍କେଲିଟନ୍ ସୁଟ୍’ ପିନ୍ଧିବାକୁ ଦେଉଛି।…
ରାସ୍ତାରେ ଜମି ରହିଛି ୯ ଇଞ୍ଚର ବରଫ: ୨୭୦ କିମି ଦୀର୍ଘ ଜାତୀୟ ରାଜପଥ ବନ୍ଦ
ଶ୍ରୀନଗର,୧୨।୧୨: ପ୍ରବଳ ତୁଷାରପାତ ଯୋଗୁ ଜମ୍ମୁ-କଶ୍ମୀରରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗତ ରାତିରୁ ଏଠାରେ ତୁଷାରପାତ ଜାରି ରହିଛି। ଏହାଯୋଗୁ ଡୋଡା ଜିଲାର କାଷ୍ଟିଗଡ଼ ଅଞ୍ଚଳର ଗୁରମୁଲ ଗାଁରେ ଭୂସ୍ଖଳନ ହୋଇଛି। ୮ ପରିବାରଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ସ୍ଥାନକୁ…
୨୦୨୦ ବର୍ଷରେ ହୋଇଛି ବହୁ ପରିବର୍ତ୍ତନ, ବିଗିଡ଼ିଥିବା ସ୍ଥିତି ପୁଣି ହେଉଛି ସ୍ବାଭାବିକ : ମୋଦି
ନୂଆଦିଲ୍ଲୀ,୧୨।୧୨: ଚଳିତ ୨୦୨୦ ବର୍ଷରେ ଭାରତ ସମେତ ସମଗ୍ର ପୃଥିବୀରେ ବହୁ ପରିବର୍ତ୍ତନ ହୋଇଛି। ୨୦-୨୦(ଟୋଣ୍ଟି-ଟୋଣ୍ଟି) କ୍ରିକେଟ ମ୍ୟାଚ୍ ଠାରୁ ଏହି ବର୍ଷ ଅଧିକ ତୀବ୍ର ବେଗରେ ଅନେକ କ୍ଷେତ୍ରରେ ଅଦଳବଦଳ ଦୃଷ୍ଟି ଗୋଚର ହୋଇଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ…
ଡିସେମ୍ବର ୧୭ରେ ସିଏମ୍ଏସ୍-୦୧ ଉପଗ୍ରହ ଉତ୍କ୍ଷେପଣ କରିବ ଇସ୍ରୋ: ପାଗ ଉପରେ ଭରସା
ହାଇଦ୍ରାବାଦ୍,୧୨।୧୨: ପାଗ ଭଲ ରହିଲେ ଇସ୍ରୋ ପକ୍ଷରୁ ଡିସେମ୍ବର ୧୭ରେ ସିଏମ୍ଏସ୍-୦୧ ଉପଗ୍ରହକୁ ମହାକାଶକୁ ଉତ୍କ୍ଷେପଣ କରାଯିିବ। ଏନେଇ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୁର ଜିଲାର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍ପ୍ୟାଡ୍ରୁ…
୨୦୧୪ ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦାୟୀ ସୋନିଆ-ମନମୋହନ
ନୂଆଦିଲ୍ଲୀ,୧୨।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଆତ୍ମଜୀବନୀ ପୁସ୍ତକ ‘ଦ ପ୍ରେସିଡ଼େନ୍ସିଆଲ୍ ଇୟର’ରେ ଉଲ୍ଲେଖ କରାଯାଇଥିବା ତଥ୍ୟ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ପୁସ୍ତକରେ ପ୍ରଣବ ବର୍ଣ୍ଣନା କରିଥିବା କେତେକ ଅଜଣା କଥାକୁ ନେଇ ଚର୍ଚ୍ଚା…
ଆଇନ ସଂଶୋଧନକୁ ଅପେକ୍ଷା
ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଦୀର୍ଘ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜ୍ୟର ୫ ମହାନଗର ନିଗମ ସମେତ ସମସ୍ତ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ରେ ନିର୍ବାଚନ ହୋଇପାରୁ ନାହିଁ। ସ୍ଥାନ ସଂରକ୍ଷଣ ନେଇ ସମସ୍ୟା ଦେଖାଦେବା ପରେ ନିର୍ବାଚନ ନେଇ ସରକାର…
ରହସ୍ୟମୟ ରୋଗରେ ୬୦୦ ଆକ୍ରାନ୍ତ
ହାଇଦ୍ରାବାଦ, ୧୨।୧୨: ଆନ୍ଧ୍ରପ୍ରଦେଶର ଏଲୁରୁରେ ରହସ୍ୟମୟ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬୧୧ ଜଣ ଆକ୍ରାନ୍ତ ହେଲେଣି। ତେବେ ବିଜୟଓ୍ବାଡାରେ ପ୍ରାଣ ହରାଇଥିବା ଦୁଇ ଜଣଙ୍କର ଯକ୍ଷ୍ମା ଓ କୋଭିଡ୍ରେ ମୃତ୍ୟୁ ହୋଇଥିବା ସରକାରୀ ହସ୍ପିଟାଲ…
କେନ୍ଦ୍ର, ମମତା ମୁହଁ।ମୁହିଁ
ନୂଆଦିଲ୍ଲୀ/କୋଲକାତା, ୧୨।୧୨: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗାଡ଼ି ଉପରକୁ ଆକ୍ରମଣ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ମାଗିଥିଲେ ହେଁ…

