Home Middle

ରାମମନ୍ଦିର: ତମ୍ବା ରହିବ ହଜାରେ ବର୍ଷ

ନୂଆଦିଲ୍ଲୀ, ୨୧ା୮:ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆଗାମୀ ୪୦ ମାସ ମଧ୍ୟରେ ଏକ ବିରାଟ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଜଣେ ସଦସ୍ୟ କହିଛନ୍ତି।…

କରୋନା ସନ୍ଦେହରେ ସହଯୋଗ କଲେନି ଗ୍ରାମବାସୀ: ପିପିଇ କିଟ୍‌ ପିନ୍ଧି ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ

ମାଲକାନଗିରି, ୨୦ା୮ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ମାନ୍ଦାପାଲି ଗ୍ରାମରେ ଗୁରୁବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି। କୃ୍‌ଷ୍ଣଚନ୍ଦ୍ରଙ୍କ ଘର…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୬୪୧ କରୋନା ଆକ୍ରାନ୍ତ: କେଉଁ ଜିଲାରୁ କେତେ ଜାଣନ୍ତୁ …

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆଜିସୁଦ୍ଧା ୪୮୫୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି। ସୁସ୍ଥ…

ସ୍ବଚ୍ଛ ସର୍ବେକ୍ଷଣ ୨୦୨୦: ଓଡିଶାକୁ ୨ ପୁରସ୍କାର

ଭୁବନେଶ୍ୱର,୨୦।୮(ବ୍ୟୁରୋ)-କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ‘ସ୍ବଚ୍ଛ ସର୍ବେକ୍ଷଣ ୨୦୨୦’ ଫଳାଫଳ ପ୍ରକାଶ ପାଇଛି। ନୂଆଦିଲ୍ଲୀ ଠାରେ ଆୟୋଜିତ ସ୍ବଚ୍ଛ ମହୋତ୍ସବ ଅବସରରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ପୁରୀ ଏହି ଫଳାଫଳ ଘୋଷଣା କରିଛନ୍ତି।…

ଦାୟିତ୍ୱ ଦେଲେ ନବୀନ: ବିଜେଡି ୪୫ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର,୨୦ା୮(ବ୍ୟୁରୋ)-ବିଜୁ ଜନତା ଦଳର ସାଙ୍ଗଠନିକ ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତିି। ଗୁରୁବାର ବିଜେଡି ପକ୍ଷରୁ ଏ ନେଇ ବିଜ୍ଞପ୍ତି…

ଭୁବନେଶ୍ୱରରୁ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଆଉ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରାଣ୍ଟାଇନରୁ ୧୭୨ ଜଣ ଚିହ୍ନଟ ହୋଇଥିବାବେଳେ ୧୪୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ବୁଦ୍ଧନଗର ଗୋପବନ୍ଧୁ କଲୋନୀରୁ ୧୨ଜଣ, ସତ୍ୟନଗର ଏଚବି କଲୋନୀରୁ ଜଣେ, ସତ୍ୟନଗର ରାଜକୁମାର ବସ୍ତିରୁ…

ଭାରତରେ ୩ ଜୈଶ୍‌ ଆତଙ୍କବାଦୀ: ଟାର୍ଗେଟ୍‌ରେ ଦିଲ୍ଲୀ

ନୂଆଦିଲ୍ଲୀ, ୨୦।୮: ଭାରତରେ ୩ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ଅନୁପ୍ରବେଶ କରିଛନ୍ତି। ଦିଲ୍ଲୀ ସହିତ କେତେକ ଭିଆଇପିଙ୍କୁ ସେମାନେ ଟାର୍ଗେଟ୍‌ କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀର ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଗୁୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା…

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଗୁରୁବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ନିଜେ ଏ ସମ୍ପର୍କରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏହି ଟୁଇଟ୍‌ରେ କହିଛନ୍ତି, ସେ ସୁସ୍ଥ ଥିବା ସହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।…

କରୋନା ମାଡ଼ଠୁ ବଳିଗଲା ବର୍ଷା ଦୁଃଖ: ମାଟିରେ ପୋତି ହୋଇଗଲା ଗାଡ଼ି

ଜୟପୁର, ୨୦।୮: ଭାରତର ବହୁ ରାଜ୍ୟରେ ଲଗାତାର ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ ବହୁ ଅଞ୍ଚଳରେ ବନ୍ୟା ଜଳ ଜମି ହୋଇ ରହିଛି। ଦେଶରେ ଜାରି ରହିଥିବା କରୋନା ମହାମାରୀ ମାଡ଼ଠାରୁ ବର୍ଷା ଦୁଃଖ ବଳିଯାଇଥିବା ଲୋକେ କହୁଛନ୍ତି।…

ସ୍ବଚ୍ଛ ସହର ତାଲିକାଠୁ ଦୂରରେ ରାଜଧାନୀ: ଇନ୍ଦୋର ପୁଣି ଏକ ନମ୍ବର

ନୂଆଦିଲ୍ଲୀ, ୨୦।୮: ଦେଶର ସ୍ବଚ୍ଛ ସହର ତାଲିକା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଲଗାତାର ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ସହର ଏକ ନମ୍ବର ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଗୁଜରାଟର ସୁରଟ ଏବଂ ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ନଭି…

ଆଜି ରାଜ୍ୟରେ ୮ ମୁଣ୍ଡ ନେଲା କରୋନା: ଜାଣନ୍ତୁ ମୃତକ କେଉଁ ଜିଲାର

ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୮ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୮ ମୃତକଙ୍କ…

୪୧ ସହରରେ ହେବ କରୋନା ଔଷଧର ଫ୍ରି ଡେଲିଭରୀ…

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ଡକ୍ଟର ରେଡ୍ଡୀ ଲାବୋରେଟୋରୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଆଭିଗନର ଭାରତରେ ବିକ୍ରି ଲାଗି ଅନୁମତି ମିଳିଛି। ଏହାକୁ ଦେଶର ୪୧ ସହରରେ କମ୍ପାନୀ ପକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri