Home Middle

ଚିନ୍ତା ବଢ଼ାଇଲା ନୂଆ ରୂପ

ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍‌/ ଜୟପୁର, ୨୭।୧୨ : ବ୍ରିଟେନରେ କରୋନାର ନୂଆ ରୂପ ଦ୍ରୁତ ସଂକ୍ରମିତ ହେଉଥିବାରୁ ସାରା ବିଶ୍ୱ ପାଇଁ ଏହା ଚିନ୍ତାର କାରଣ ହୋଇଥିବାବେଳେ ଭାରତ ସମେତ ବିଭିନ୍ନ ଦେଶ ସେଠାକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ତେବେ ଏହି କଟକଣା…

ସୋଲା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ

କେନ୍ଦୁଝର, ୨୭।୧୨(ସ୍ବ.ପ୍ର.)-ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚାଷ ଓ ଚାଷୀ ମାନଙ୍କ ବିକାଶ କଥା କହୁଛନ୍ତି । କିନ୍ତୁ କେନ୍ଦୁଝର ଜିଲାରେ ଧାନ ସହିତ ଲାଭଜନକ ସୋଲା ଚାଷ କରି ବହୁ ବର୍ଷ ଧରି ଜୀବନଜୀବିକା ବିତାଉଥିବା ହଜାର ହଜାର…

୩୧ରେ ଘୋଷଣା ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ତାରିଖ

ନୂଆଦିଲ୍ଲୀ,୨୬।୧୨-ସିବିଏସଇ ପରୀକ୍ଷା ତାରିଖକୁ ନେଇ ଶନିବାର ଆସିଛି ଏକ ବଡ ଖବର। ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ୨୦୧୧ ସିବିଏସଇ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିବେ। ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ…

ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହେଲେ କୃଷକ, ୨୯ରେ ବୈଠକ

ନୂଆଦିଲ୍ଲୀ, ୨୬।୧୨- ନୂଆ ଚାଷୀ ଆଇନକୁ ବିରୋଧ କରୁଥିବା ବିଭିନ୍ନ କୃଷକ ସଂଗଠନ ଶନିବାର ସରକାରଙ୍କ ସହ ଆଲୋଚନା ପାଇଁ ରାଜି ହୋଇଛନ୍ତି। ଆସନ୍ତା ୨୯ ତାରିଖରେ ପରବର୍ତ୍ତୀ ଆଲୋଚନା ଲାଗି ପ୍ରସ୍ତାବ ଦେଇଥିବା କୃଷକ ନେତା ରାକେଶ ଟିକେଟ୍‌ କହିଛନ୍ତି।…

୧୦ ବର୍ଷ ମଧ୍ୟରେ ଭାରତ ହେବ ପୃଥିବୀର ତୃତୀୟ ବୃହତ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ,୨୬।୧୨: ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ଭାବେ ଉଭା ହେବ। ରିସର୍ଚ୍ଚ ସଂସ୍ଥା ଥିଙ୍କ୍‌ ଟାଙ୍କ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ୨୦୩୦ ବେଳକୁ ଭାରତ ଏହି ସ୍ଥାନ…

ମୋଦିଙ୍କ ନୂଆବର୍ଷ ଭେଟି: ଜମ୍ମୁ-କଶ୍ମୀରରେ ମାଗଣା ସ୍ବାସ୍ଥ୍ୟସେବା

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ଦ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀର ଲୋକଙ୍କୁ ଶନିବାର ନୂଆବର୍ଷ ଭେଟି ଦେଇଛନ୍ତି। ଏଣିକି ରାଜ୍ୟରେ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଫ୍ଲୋଟର ବେସିସ୍‌ରେ ପ୍ରତି ପରିବାରଙ୍କୁ ୫ ଲକ୍ଷ ଟଙ୍କାର କଭର…

ଆଶଙ୍କାରେ ଫାସ୍‌ଟାଗ୍‌

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ଟୋଲ୍‌ ଗେଟ୍‌ରେ ଟ୍ରାଫିକ ଭିଡ଼ କମାଇବା ଓ ତେଲ ବଞ୍ଚାଇବା ପାଇଁ ସମଗ୍ର ଦେଶରେ ୨୦୨୧ ଜାନୁୟାରୀ ପହିଲାରୁ ଯାନବାହନରେ ଫାସ୍‌ଟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହା ଘୋଷଣା…

ଅନ୍ନଦାତାଙ୍କ ପ୍ରସଙ୍ଗରେ ୟୁପିଏ ଅସଫଳ ରହିଛି: ଶିବସେନା

ନୂଆଦିଲ୍ଲୀ,୨୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଦୁର୍ବଳ ପଡ଼ିଯାଇଛି। ୟୁପିଏ କୃଷି ଆଇନ ନେଇ ଅସଫଳ ରହିଥିବା ଶିବସେନା ପକ୍ଷରୁ କୁହାଯାଇଛି।…

ଖାତାକୁ ଗଲା ୧୮ ହଜାର କୋଟି

ନୂଆଦିଲ୍ଲୀ, ୨୬।୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନାର ପରବର୍ତ୍ତୀ କିସ୍ତି ବାବଦରେ ୧୮,୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଇଛନ୍ତି। ଏଥିରେ ୯ କୋଟିରୁ ଅଧିକ ଚାଷୀ ପରିବାର ଉପକୃତ…

ଅସିତ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଆଞ୍ଚଳିକ ବିକାଶ, ପର୍ଯ୍ୟଟନର ପ୍ରମୁଖ ଉପଦେଷ୍ଟା, କୃଷି ବ୍ୟବସାୟ ଓ ଶିଳ୍ପର ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ମଧ୍ୟ ତୁଲାଇବେ। ୨୦୧୯ ମସିହା ଅଗଷ୍ଟ ୧୯…

ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ। ଅସିତ୍‌ ତ୍ରିପାଠୀଙ୍କ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ଉନ୍ନୟନ କମିଶନର ଦାୟିତ୍ୱରେ ଥିଲେ। ୧୯୮୬ ମସିହାର ଆଇଏଏସ୍‌ ଅଧିକାରୀ…

୨୯ରୁ ଖୋଲିବ ବିରଜା ମନ୍ଦିର: ଜିଲାପାଳ

ଯାଜପୁର ଅଫିସ,୨୫ା୧୨: ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୫ ମଧ୍ୟରେ ଶ୍ରଦ୍ଧାଳୁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?