ପୃଥିବୀ ପାଇଁ ନୂଆ ବିପଦ: ଭାଙ୍ଗିଲା ବିରାଟ ହିମ ପାହାଡ଼
ଓ୍ବାଶିଂଟନ,୨୮।୨: ପୃଥିବୀ ଉପରେ ପୁଣି ନୂଆ ବିପଦ ମାଡ଼ି ଆସୁଛି। ଅଣ୍ଟାର୍କଟିକାରେ ଏକ ବିରାଟ ହିମ ପାହାଡ଼ ଭାଙ୍ଗି ପଡ଼ିଛି। ଏହାର ଆକାର ୧୨୭୦ ବର୍ଗ କିଲୋମିଟର। ଯାହାକି ରାଜଧାନୀ ଦିଲ୍ଲୀର ଆକାର ସହିତ ପ୍ରାୟ ସମାନ। ଦିଲ୍ଲୀର ଆକାର ୧୨୯୨…
ଜଳ ପାରସ ମଣିଠାରୁ ବି ମୂଲ୍ୟବାନ: ମୋଦି
ନୂଆଦିଲ୍ଲୀ,୨୮।୨: ଦେଶରେ ଜଳ ସଂରକ୍ଷଣ ଜରୁରୀ। ଏହା ଜୀବନ ତଥା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ପାରସ ମଣି ଲୁହାକୁ ମଧ୍ୟ ସୁନାରେ ପରିଣତ କରିଥାଏ ବୋଲି କୁହାଯାଇଥାଏ। ସେହିପରି ଜଳର ପ୍ରତି ବୁନ୍ଦାର ସ୍ପର୍ଶ ଜୀବନ ଲାଗି ମୂଲ୍ୟବାନ। ସରକାରଙ୍କ ପକ୍ଷରୁ…
ଆନ୍ଧ୍ର-ଓଡ଼ିଶାର ଅବହେଳିତ ସୀମା ବିବାଦ: କୋଟିଆର କାନ୍ଦ
ଉତ୍କଳର ଯୋଗ୍ୟ ସନ୍ତାନ ନିଜ ଜୀବନକୁ ବାଜି ଲଗାଇ ୧୯୩୬ ଏପ୍ରିଲ ୧ରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ଭାବେ ପରିଚୟ ଦେଇଥିଲେ। କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଗଞ୍ଜାମ ଓ କୋରାପୁଟ ପରି ୬ ଜିଲାକୁ ନେଇ ଏହାର ରୂପରେଖ ସଜେଇ…
ମହାକାଶ ମୁହାଁ ଆମାଜୋନିଆ-୧
ଶ୍ରୀହରିକୋଟା,୨୮।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍କ୍ଷେପଣ କରାଯାଇଛି। ୨୦୨୧ର ପ୍ରଥମ ମିଶନରେ ଇସ୍ରୋକୁ ସଫଳତା ମିଳିଛି। ପିଏସ୍ଏଲଭି-ସି-୫୧ ରକେଟ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେଶନ…
ନିଯୁକ୍ତି ମାଗୁଛନ୍ତି ଆଶାୟୀ
ନୂଆଦିଲ୍ଲୀ, ୨୮ା୨ : ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଟୁଇଟର୍ରେ ଏବେ ନମ୍ବର ଓ୍ବାନ ଟ୍ରେଣ୍ଡ ପାଲଟିଛି ହାଶଟ୍ୟାଗ୍ ମୋଦି ଜବ୍ ଦୋ, ହାଶଟ୍ୟାଗ୍ ମୋଦି ରୋଜଗାର ଦୋ। ୫୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ତଥା ଚାକିରି ଆଶାୟୀ ଏହି ହାଶଟ୍ୟାଗ୍ ବ୍ୟବହାର କରି…
ଦିନିକିଆ ସିରିଜରେ ଦର୍ଶକଙ୍କୁ ମନା
ପୁଣେ,୨୭।୨: ପୁଣେରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ। ତେବେ ସିରିଜର ମ୍ୟାଚ୍ଗୁଡିକ ବିନା ଦର୍ଶକରେ ହେବ। ମହାରାଷ୍ଟ୍ରରେ କୋଭିଡ୍-୧୯ର ନୂତନ ଷ୍ଟ୍ରେନ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରାଜ୍ୟ…
ଆମାଜୋନିଆ-୧ ଉତ୍କ୍ଷେପଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ
ଶ୍ରୀହରିକୋଟା,୨୭।୨: ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ରବିବାର ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତ୍କ୍ଷେପଣ କରାଯିବ। ଏନେଇ ଶନିବାର ୮ଟା ୫୪ରୁ ସାଢ଼େ ୨୫ ଘଣ୍ଟିଆ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ପିଏସ୍ଏଲଭି-ସି-୫୧ ରକେଟ ସହାୟତାରେ…
ବେକାବୁ ହେଉଛି କରୋନା: ୨୪ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୨୭।୨: ଦେଶର ୬ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନାର ସ୍ଥିତି ବେକାବୁ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ସମୟ ମଧ୍ୟରେ ୧୬,୪୮୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…
ସ୍ବଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଆତ୍ମନିର୍ଭର: ମୋଦି
ନୂଆଦିଲ୍ଲୀ,୨୭।୨: ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାର ପଥ ଏବେ ପ୍ରଶସ୍ତ ହୋଇଛି। ଅନ୍ୟାନ୍ୟ ସାମଗ୍ରୀ ସହିତ ଛୋଟ ପିଲାଙ୍କ ଖେଳନା ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତରେ ଆତ୍ମନିର୍ଭର ଧାରା ଆରମ୍ଭ ହୋଇଛି। ସ୍ବଦେଶୀ ଖେଳନାର ଚାହିଦା ବୃଦ୍ଧି ପାଇଁ ପ୍ରୟାସ…
୮୩ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ କୋବ୍ରା-ସିଆର୍ପିଏଫ୍ ଯବାନ
ଗୟା,୨୭।୨: ବିହାରର ଗୟା ଜିଲାରେ ମାଓବାଦୀଙ୍କ ଦ୍ୱାରା ବିଛା ଯାଇଥିବା ୮୩ ଲ୍ୟାଣ୍ଡ୍ମାଇନ୍କୁ ଠାବ କରି ଏସବୁକୁ ନିଷ୍କ୍ରିୟ କରାଯାଇଛି। କୋବ୍ରା-୨୫୦ ବାଟାଲିୟନ୍ ଏବଂ ସିଆର୍ପିଏଫ୍ର ୧୫୯ ଏବଂ ୪୭ ବାଟାଲିୟନ ଯବାନଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇଛି। ଏଥିରେ…
ବଦଳିବ ସମୀକରଣ
ନୂଆଦିଲ୍ଲୀ,୨୭ା୨: ପ୍ରଚାର କେବେଠୁ ଆରମ୍ଭ ହୋଇସାରିଥିଲା। ବାକି ଥିଲା କେବଳ ନିର୍ବାଚନ ତାରିଖ। ଶୁକ୍ରବାର ସିଇସି ସୁନୀଲ ଆରୋରାଙ୍କ ଘୋଷଣା ସହ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଆନୁଷ୍ଠାନିକ ଭାବେ ବାଜିଛି ନିର୍ବାଚନୀ ବିଗୁଲ। ୮୨୪ ବିଧାନସଭା ଆସନରେ…
ପୁଣି ଆଇସୋଲେଶନ
ଭୁବନେଶ୍ୱର,୨୬।୨ : କରୋନାର ଦ୍ୱିତୀୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଥରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆଇସୋଲେଶନ ପ୍ରକ୍ରିୟା। ଏ ନେଇ ଜାରି ହୋଇଛି ନୂଆ ଗାଇଡ୍ଲାଇନ। ରାଜ୍ୟ ସରକାର ହୋମ ଆଇସୋଲେଶନକୁ ଗୁରୁତ୍ୱ ଦେଇଥିବାବେଳେ ରେଳ ଷ୍ଟେଶନ ଓ…

