ମତୁଆ ସମ୍ପ୍ରଦାୟଙ୍କ ୭୦ ବିଧାନସଭା ଆସନ ହାତେଇବା ଲକ୍ଷ୍ୟରେ ଭାଜପା-ତୃଣମୂଳ
କୋଲକାତା,୨।୩: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଜୋର୍ଦାର ଉଦ୍ୟମ କରାଯାଉଛି। ଭାଜପା ପକ୍ଷରୁ ରାଜ୍ୟର ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ମତୁଆ…
ଖରାଦିନ ତାପମାତ୍ରା ପୁଣି କନ୍ଦାଇବ: ପାଣିପାଗ ବିଭାଗ
ନୂଆଦିଲ୍ଲୀ,୨।୩: ଖରାଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ମାର୍ଚ୍ଚଠାରୁ ମେ ପର୍ଯ୍ୟନ୍ତ ୩ ମାସ ପାଇଁ ଦେଶର ତାପମାତ୍ରାର ପୂର୍ବାନୁମାନ କରାଯାଇଛି। ଏଥର ଖରାଦିନ ପୁଣି କନ୍ଦାଇବ ବୋଲି ପାଣିପାଗ ବିଭାଗ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶର ଉତ୍ତର, ଉତ୍ତର-ପୂର୍ବ…
କମିବ ପେଟ୍ରୋଲ-ଡିଜେଲ ଦାମ !
ନୂଆଦିଲ୍ଲୀ,୨।୩: ଦେଶରେ ପେଟ୍ରୋଲ-ଡିଜେଲ ଦାମ ଦିନକୁ ଦିନ ବୃଦ୍ଧି ପାଉଥିବାର ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଏହାର ପ୍ରଭାବ ପଡ଼ିଛି। ବିଭିନ୍ନ ସମାଗ୍ରୀର ମୂଲ ବୃଦ୍ଧି ଯୋଗୁ ଖାଉଟି ହନ୍ତସନ୍ତ ହେଉଛନ୍ତି। ଏପରିସ୍ଥଳେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦାମ କମାଇବା ପାଇଁ…
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍
ମହାକାଳପଡ,୨।୩(ଡି.ଏନଏ): ଭାରସାମ୍ୟ ହରାଇ ଓଲଟି ପଡ଼ଛି ଏକ ଯାତ୍ରୀବାହୀ ବସ। ମହାକାଳପଡା ବ୍ଲକ ଅଧିନ ସ୍ଥାନୀୟ ଆଲାଇଲୋ ପଂଚାୟତ କୁମ୍ଭାରୁଣି ଗ୍ରାମ ନିକଟ ହନୁମାନ ଛକ ବାଙ୍କରେ ପ୍ରିନ୍ସ ନାମକ ଯାତ୍ରୀବାହୀ ବସଟି ନିକଟ ବିଲକୁ ପଲଟି ପଡ଼ିଥିଲା। ଏହି ବସରେ…
କଣ୍ଟ୍ରାକ୍ଟ ଫାର୍ମିଂ କେବଳ ବ୍ୟବସାୟରେ ସୀମିତ ନ ରହୁ: ମୋଦି
ନୂଆଦିଲ୍ଲୀ,୧।୩: ଦେଶରେ କୃଷି କ୍ଷେତ୍ର ତଥା କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। କୃଷି ଉତ୍ପାଦନର ବୃଦ୍ଧି ସହିତ ଏସବୁର ପ୍ରକ୍ରିୟାକରଣ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି। ଏକବିଂଶ…
ଆଇପିଏସ୍ ଅଧିକାରୀଙ୍କ ଡେପୁଟେଶନକୁ ବିରୋଧ: ମାମଲା ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ,୧।୩: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ରାଜ୍ୟ କ୍ୟାଡରର ୩ ଆଇପିଏସ୍ ଅଧିକାରୀଙ୍କୁ ଡେପୁଟେଶନରେ ପଠାଇବାର ଯୋଜନା କରିଥିଲେ। ଏନେଇ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି…
ହସ୍ପିଟାଲରେ ଅମିତାଭ ବଚ୍ଚନ
ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଅମିତାଭଙ୍କ ଆଖିରୁ ମୋତିଆବିନ୍ଦୁ ବାହାର କରିବା ପାଇଁ ଶନିବାର ଏକ ଛୋଟ ଲେଜର ଅପରେଶନ୍ ହୋଇଥିଲା। ଯାହାକି ବର୍ତ୍ତମାନ ସଫଳ ହୋଇଛି। ବିଗ୍ ବି ଅପରେଶନ ଥିଏଟରକୁ ଯାଇଥିଲେ।…
କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବିଧାନସଭା ପରିସରସ୍ଥ ଚିକିତ୍ସାଳୟରେ କରୋନା ଟିକା ନେଇଛନ୍ତି। ଏ ସମ୍ପର୍କରେ ନବୀନ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଆଜି କରୋନା ଟିକା ନେଇ ବହୁତ ଖୁସି। ଟିକା ନେବା…
ମୋଦି ନେଲେ କରୋନା ଟିକା
ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କରୋନା ଟିକା ନେଇଛନ୍ତି। ସାର୍ବଜନୀକ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସକାଳେ ଦିଲ୍ଲୀ ଏମ୍ସ୍ରେ ପହଞ୍ଚି ଟିକା ନେବା ସହିତ ଦେଶବାସୀଙ୍କ ଏଭଳି କରିବାକୁ ଅପିଲ୍ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା…
ଆକର୍ଷଣ ହରାଉଛି ଡଗରା ବେଳାଭୂମି
ବାଲିଆପାଳ,୧ା୩-ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିର ବିକାଶ ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଏହା ଧୀରେ ଧୀରେ ଆକର୍ଷଣ ହରାଇବାରେ ଲାଗିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ବେଳାଭୂମିରେ ଅମାନିଆ ପର୍ଯ୍ୟଟକଙ୍କ ଅବାଧ ବାଇକଚାଳନା…
ଜଙ୍ଗଲ ସୁରକ୍ଷାରେ ୧୧୦ ପରିବାର
ବାରିପଦା ଅଫିସ,୧।୩- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଜାରକାଣୀ ପଞ୍ଚାୟତ ଇଟାମୁଣ୍ଡିଆ ଗ୍ରାମର ୧୧୦ ପରିବାର ଉଜୁଡ଼ା ଜଙ୍ଗଲକୁ ସବୁଜିମାରେ ଭରପୁର କରି ସମାଜକୁ ଦେଇଛନ୍ତି ସୁସ୍ଥ ପରିବେଶର ବାର୍ତ୍ତା। ଏହାର ମଙ୍ଗ ଧରିଛନ୍ତି ୬୪ ବର୍ଷୀୟ ଗୋପୀନାଥ ସିଂ।…
କୋଭିଡ୍ ପରେ ତେଲ ୩୦% ମହଙ୍ଗା
ନୂଆଦିଲ୍ଲୀ,୧।୩: ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ପରେ କମ୍ପାନୀଙ୍କ ମାନୁଫାକଚରିଂ କଷ୍ଟ ବଢ଼ିଚାଲିଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ତେଲ ଦର ବଢ଼ିଥିବାରୁ ଏହାର ପ୍ରଭାବ ବଜାର ଉପରେ ପଡିବ ବୋଲି ନିକଟରେ ରିଜର୍ଭ ବ୍ୟାଙ୍କ ଗଭର୍ନର…

