Posted inଜାତୀୟ

ସ୍ବଦେଶୀ ଖେଳନା ନିର୍ମାଣରେ ଭାରତ ହେବ ଆତ୍ମନିର୍ଭର: ମୋଦି

ନୂଆଦିଲ୍ଲୀ,୨୭।୨: ଭାରତ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାର ପଥ ଏବେ ପ୍ରଶସ୍ତ ହୋଇଛି। ଅନ୍ୟାନ୍ୟ ସାମଗ୍ରୀ ସହିତ ଛୋଟ ପିଲାଙ୍କ ଖେଳନା ନିର୍ମାଣ କ୍ଷେତ୍ରରେ ମଧ୍ୟ ଭାରତରେ ଆତ୍ମନିର୍ଭର ଧାରା ଆରମ୍ଭ ହୋଇଛି। ସ୍ବଦେଶୀ ଖେଳନାର ଚାହିଦା ବୃଦ୍ଧି ପାଇଁ ପ୍ରୟାସ କରାଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତିି। ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଖେଳାନା ମେଳା-୨୦୨୧ର ଉଦ୍‌ଘାଟନ କରି ମୋଦି ଶନିବାର ଏଭଳି କହିଛନ୍ତି। ଦେଶର ଖେଳନା ଉଦ୍ୟୋଗକୁ ନୂଆ ବିକାଶ ନୀତି ଦେବା ପାଇଁ ଉଦ୍ୟମ ଜାରି ରହିଛି। ବାହାର ଦେଶରୁ ଖେଳନା ଆମଦାନୀ ଦ୍ୱାରା ଦେଶର ଉଦ୍ୟୋଗ ଉପରେ ନକାରାତ୍ମକ ପ୍ରଭାବ ପଡୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀ ୨୭ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଏହି ୪ ଦିନିଆ ମେଳାରେ ୧୦୦୦ରୁ ଅଧିକ ଖେଳନା ନିର୍ମାତା ଯୋଗଦେଇଛନ୍ତି। ଗ୍ରାହକଙ୍କ ସହିତ ସିଧାସଳଖ ବ୍ୟବସାୟିକ ଆଲୋଚନା ଏହା ଦ୍ୱାରା ସମ୍ଭବ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ଜରୁରୀ’

ଶ୍ରୀନଗର,୧୮।୧୦: କଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ମୁଁ...

ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୧୯।୨ : ବଳାତ୍କାର ମାମଲାରେ ପୀଡ଼ିତାଙ୍କ ଶରୀରରେ କ୍ଷତଚିହ୍ନ ନ ଥିଲେ ବି ଅଭିଯୋଗ କୋହଳ ହେବ ନାହିଁ। ଜଣେ ନାବାଳିକଙ୍କର ବଳାତ୍କାର ମାମଲାର ବିଚାର...

ଅନ୍‌ଲାଇନ ଗେମିଂ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ, ୭ା୪: କେନ୍ଦ୍ର ସରକାର ଅନ୍‌ଲାଇନ ଗେମିଂ ପାଇଁ ଗୁରୁବାର ନୂଆ ନିୟମାବଳୀ ଜାରି କରିଛନ୍ତି। କୌଣସି ଗେମ୍‌ରେ ବେଟିଂ ଏବଂ ଜୁଆ ସମ୍ପୃକ୍ତ ଥିଲେ...

୨୬/୧୧ ଦୋଷୀଙ୍କ ପ୍ରତି କଠୋର ଦଣ୍ଡାଦେଶ ଜରୁରୀ: ଇସ୍ରାଏଲ ବାଚସ୍ପତି…

ନୂଆଦିଲ୍ଲୀ,୪।୪ : ତାଙ୍କର ଚାରି ଦିନିଆ ଗସ୍ତରେ ଇସ୍ରାଏଲର ବାଚସ୍ପତି କେନ୍ସେଟ ଆମୀର ଓହାନା ଭାରତରେ ଅଛନ୍ତି। ମଙ୍ଗଳବାର ଓହାନା କହିଛନ୍ତି ଯେ ଯେଉଁମାନେ ମୁମ୍ବାଇରେ...

ସିଏଏ ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିପାରେ: ମାୟାବତୀ

ଲକ୍ଷ୍ନୌ,୧୭।୧୨: ସିଟିଜେନଶିପ ଆମେଣ୍ଡମେଣ୍ଟ ଆକ୍ଟ(ସିଏଏ) ବା ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାକୁ ନେଇ ବହୁଜନ ସମାଜ...

ସମାଧାନ ରାସ୍ତାରେ ହୁଏ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୧୪।୧୨: ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ବୁଧବାର ଦିଲ୍ଲୀର ସଂସଦ ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର...

କଶ୍ମୀର ପ୍ରସଙ୍ଗରେ ଗୋଟିଏ ଶବ୍ଦ ବି କହିଲେନି ଜିନପିଙ୍ଗ

ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଅନୌପଚାରିକ ବୈଠକରେ ଜିନପିଙ୍ଗ କଶ୍ମୀର ପ୍ରସଙ୍ଗକୁ ନେଇ ଗୋଟିଏ ଶବ୍ଦ...

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ

ନୂଆଦିଲ୍ଲୀ,୮ା୬: କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମଧ୍ୟଭାଗରୁ ବନ୍ଦ ରହିଛି। ଫଳରେ ସାରାଦେଶର ପିଲା ଶିକ୍ଷାଗ୍ରହଣରୁ ବଞ୍ଚିତ ହୋଇଛନ୍ତି। ଏହା କେବେ ଖୋଲିବ...

Advertisement
Archives

Model This Week