ପ୍ରଥମେ ଟୋକନ୍, ପରେ ଜଗା ଦର୍ଶନ
ପୁରୀ ଅଫିସ,୧୮ା୧୨: କରୋନା କଟକଣା ଯୋଗୁ ଦୀର୍ଘ ୯ମାସ ହେଲା ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଛି। ତେବେ ପ୍ରଶାସନର ନିଷ୍ପତ୍ତି କ୍ରମେ କୋଭିଡ କଟକଣା ପାଳନ କରାଯାଇ ଅସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୨୩ରୁ ୩୧…
କରୋନା ଯୋଦ୍ଧା, ବୟସ୍କଙ୍କୁ ମାଗଣା ଟିକା
ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ। ଏନେଇ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଜାନୁଆରୀ…
ଭାରତ-ଚାଇନା ସୀମା ସଡ଼କ ହେବ ୧୦ ମିଟର ଚଉଡ଼ା: ଏଲ୍ଏସିରେ ଶୀଘ୍ର ପହଞ୍ଚିବ ସହାୟତା
ଲଦାଖ,୧୭।୧୨: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଠାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ତଥା ଛୋଟ ସଡ଼କ ରଣନୈତିକ ଦୃଷ୍ଟିକୋଣରେ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ। ତେଣୁ ଏସବୁ ସଡ଼କଗୁଡ଼ିକର ଚୌଡ଼ା ୧୦ ମିଟର…
୫୫ ବର୍ଷ ପରେ ଚିଲାହାଟି-ହଲଦିବାଡି ରେଲୱେ ଲିଙ୍କ୍ ଆରମ୍ଭ କଲେ ମୋଦି-ହାସିନା
ନୂଆଦିଲ୍ଲୀ,୧୭ ।୧୨: ଭାରତ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ଦିପାକ୍ଷିକ ବାତ୍ତା ଜାରି ରହିଛି । କରୋନା ଯୋଗୁ ଏହା ଭର୍ଚୁଆଲ ବୈଠକ ମାଧ୍ୟମରେ କରାଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ କଥା…
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ବଳାତ୍କାର ନୁହେଁ: ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୧୭।୧୨: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିବା ସବୁବେଳେ ବଳାତ୍କାର ନୁହେଁ। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଏଭଳି ସମ୍ପର୍କ ସମ୍ପୃକ୍ତ ମହିଳାଙ୍କ ସହମତି ହେଉଥିବାରୁ ଏହାକୁ…
ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ନିହତ
ଅଟାରି,୧୭।୧୨: ପଞ୍ଜାବ ଅମୃତସରର ଅଟାରି ସୀମା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ବିଏସ୍ଏଫ୍ ଯବାନ ପଣ୍ଡ କରିଦେଇଛନ୍ତିି। ରାଜତାଲ ବିଓପିରେ ୨ ଜଣ ପାକିସ୍ତାନୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ବିଏସ୍ଏଫ୍ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ତେବେ…
ବଦନାମ ହେଉଛି ବର୍ଦ୍ଦି
ଢେଙ୍କାନାଳ ଅଫିସ, ୧୭।୧: ଜନତାଙ୍କ ବିଶ୍ୱାସଭାଜନ ହେବାକୁ ଆରମ୍ଭ ହୋଇଛି ‘ଆମ ପୋଲିସ’। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା, ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି…
୧୩୧ତମ ସ୍ଥାନକୁ ଖସିଲା ଭାରତ
ନୂଆଦିଲ୍ଲୀ, ୧୭।୧୨: ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ୧୩୧ରେ ରହିଛି। ମୋଟ ୧୮୯ଟି ଦେଶକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ୨୦୧୮ରେ ଭାରତ ୧୩୦ତମ ସ୍ଥାନରେ ଥିଲା। ଦେଶର ସ୍ବାସ୍ଥ୍ୟ, ଶିକ୍ଷା ଓ…
ବୁଝାମଣାରେ ସମାଧାନ ସମ୍ଭବ
ନୂଆଦିଲ୍ଲୀ, ୧୭ା୧୨(ପି.ଟି.): ନୂଆଦିଲ୍ଲୀ, ୧୭।୧୨(ପି.ଟି.):କେନ୍ଦ୍ରର ୩ କୃଷି ଆଇନ ହଟାଇବା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୨୧ ଦିନ ବିତିଛି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ଥିବାରୁ ଅଚଳାବସ୍ଥା ଦୂର ହୋଇପାରୁ ନାହିଁ। ଇତିମଧ୍ୟରେ ଆନ୍ଦୋଳନରତ ୨୦ ଜଣ…
କାଠଗଡ଼ାରେ ପିଏମ୍ କେୟାର୍ସ
ନୂଆଦିଲ୍ଲୀ,୧୭ା୧୨ :ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍ ଫଣ୍ଡ୍ ଇନ୍ ଏମର୍ଜେନ୍ସି ସିଚ୍ୟୁଏଶନ୍ସ ବା ଜରୁରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଉପଶମ ପାଣ୍ଠିକୁ ସଂକ୍ଷେପରେ ପିଏମ୍-କେୟାର୍ସ ଫଣ୍ଡ୍ କୁହାଯାଏ। କୋଭିଡ୍-୧୯ ମହାମାରୀ ଭାରତକୁ ଆସିବା ପରେ ୨୦୨୦…
ଫେବୃଆରୀ ୨୩ରୁ ଆଇଆଇଟି, ଜେଇଇ ମେନ୍ସ ପରୀକ୍ଷା
ନୂଆଦିଲ୍ଲୀ,୧୬।୧୨: ଆଇଆଇଟି ଏବଂ ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ…
୨୦୨୨ ସୁଦ୍ଧା ଏକ ଚତୁର୍ଥାଂଶ ଲୋକଙ୍କ ପାଖରେ ବି ପହଞ୍ଚି ପାରିବନି କରୋନା ଟିକା
ଓ୍ବାଶିଂଟନ,୧୬।୧୨: ପୃଥିବୀରେ କରୋନା ଆତଙ୍କ ଜାରି ରହିଛି। ଏପରିସ୍ଥଳେ କରୋନା ପ୍ରତିଷେଧକ ଟିକାଦାନ ନେଇ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ୨୦୨୨ ସୁଦ୍ଧା ପୃଥିବୀର ଏକ ଚତୁର୍ଥାଂଶ ଲୋକଙ୍କ ପାଖରେ କରୋନା ଟିକା ପହଞ୍ଚିପାରିବ ନି ବୋଲି ଏକ ସର୍ଭେ…
Archives


