Home Middle

ନବୀନ ପୁଣି ଥରେ ସର୍ବୋତ୍ତମ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫।୧: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ପୁଣି ଥରେ ଏକ ନମ୍ବର ହୋଇଛନ୍ତି। ରାଜ୍ୟ ସ୍ତରରେ ସେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ମୁଖ୍ୟମନ୍ତ୍ରୀ ବୋଲି ଏକ ସର୍ଭେ ସଂସ୍ଥା କହିଛି। ଇଣ୍ଡିଆ ଟୁଡେ ଗ୍ରୁପ୍‌-କାର୍ଭି ଇନ୍‌ସାଇଟ୍ସ ମୁଡ୍‌ ଅଫ୍‌…

ଆରମ୍ଭ ହୋଇପାରେ ରେଗୁଲାର ଟ୍ରେନ୍‌

ନୂଆଦିଲ୍ଲୀ,୨୫ା୧: କରୋନା ପାଇଁ ରେଲଓ୍ବେ ଏହାର ନିୟମିତ ରେଳ ସେବାକୁ ବନ୍ଦ କରିବାକୁ ପଡିଥିଲା। ଇତିହାସରେ ପ୍ରଥମ ଥର ଲାଗି ରେଲଓ୍ବେର ଚକା ଗଡି ନ ଥିଲା। କରୋନା ସଂକ୍ରମଣ ମାମଲା ହ୍ରାସ ଏବଂ ଭ୍ୟାକସିନ ପ୍ରୋଗ୍ରାମ ଆରମ୍ଭ ହୋଇଥିବାରୁ ରେଲଓ୍ବେ ଏହାର…

ଭ୍ରଷ୍ଟାଚାର, ଅନୁପ୍ରବେଶ, ଆତଙ୍କବାଦ ମୁକ୍ତ ରାଷ୍ଟ୍ର କେବଳ ମୋଦି ସରକାରଙ୍କ ଦ୍ୱାରା ସମ୍ଭବ: ଶାହା

କୋକରାଝର,୨୪ ।୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ ଆସାମ ଗସ୍ତରେ ଅଛନ୍ତି । ରବିବାର ଦ୍ୱିତୀୟ ଦିନ ଗସ୍ତରେ ସେ କୋକରାଝରରେ ଏକ ଜନସଭାକୁ ଉଦ୍‌ବୋଧନ ଦେଇଛନ୍ତି । ସେ କହିଛନ୍ତି, ମୋ ରାଜନୈତିକ ଜୀବନକାଳ ମଧ୍ୟରେ ମୁଁ ବହୁ ରାଲି…

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ରେ ଦିଲ୍ଲୀ, ଅଯୋଧ୍ୟା ଏବଂ ବୋଧଗୟାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସତର୍କ ସୂଚନା ଆଧାରରେ ଦିଲ୍ଲୀକୁ ହାଇ ଆଲର୍ଟରେ ରଖାଯାଇଛି। ସୁରକ୍ଷା…

ମାଡ଼ି ଆସୁଛି ବିପଦ: ପୁରୁଣା ନଦୀବନ୍ଧ ଯୋଜନା ସୃଷ୍ଟି କରିବ ଆତଙ୍କ

ଜେନେଭା, ୨୪।୧: ପୃଥିବୀ ଉପରେ ବଡ଼ ଧରଣର ବିପଦ ମାଡ଼ି ଆସୁଛି। ଦିନେ ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ନଦୀ ବନ୍ଧ ଯୋଜନା ଯୋଗୁ ଆଗାମୀ ଦିନରେ ସଙ୍କଟ ସୃଷ୍ଟି ହେବ। ଏନେଇ ଜାତିସଂଘର ଏଜିଂ ଓ୍ବାଟର ଇନଫ୍ରାଷ୍ଟ୍ରକଚର ରିପୋର୍ଟରେ…

ଜୟ ହିନ୍ଦ୍‌ କହିବା ଅବା ଜନ ଗଣ ମନ ଗାନ କରିବା ନୁହେଁ ରାଷ୍ଟ୍ରବାଦ: ଉପରାଷ୍ଟ୍ରପତି

ହାଇଦ୍ରାବାଦ୍‌,୨୪।୧: କେବଳ ଜୟ ହିନ୍ଦ୍‌ କହିବା ଅବା ଜନ ଗଣ ମନ ଗାନ କରିବା ରାଷ୍ଟ୍ରବାଦ ନୁହେଁ। ଦେଶର ସମସ୍ତ ଜନତାଙ୍କ ସୁଖ ସୁବିଧା ପ୍ରତି ଧ୍ୟାନ ଦେବା, କୌଣସି ଭେଦଭାବ ନ କରିବା ହିଁ ପ୍ରକୃତ ଜୟ ହିନ୍ଦ୍‌। ସେହିପରି…

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ କରୁଛି। ଇତିମଧ୍ୟରେ ଦୁଇପକ୍ଷଙ୍କ ମଧ୍ୟରେ ୮ଥର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ତେବେ…

୪ କୃଷକ ନେତାଙ୍କୁ ହତ୍ୟା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ, ୨୪।୧(ପି.ଟି.): ୪ ଜଣ କୃଷକ ନେତାଙ୍କୁ ହତ୍ୟା କରିବା ସହ ଜାନୁୟାରୀ ୨୬ରେ ଦିଲ୍ଲୀରେ ହେବାକୁ ଥିବା ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଭଣ୍ଡୁର କରିବା ନିମନ୍ତେ ଷଡ଼ଯନ୍ତ୍ର ହେଉଥିବା ଶନିବାର ଆନ୍ଦୋଳନରତ ଚାଷୀ ସଂଗଠନର ନେତାମାନେ ଅଭିଯୋଗ କରିଛନ୍ତି। ଶୁକ୍ରବାର…

ଏଲ୍‌ଓସିରୁ ଏଲ୍‌ଏସି ଭାରତ ଶକ୍ତ

କୋଲକାତା,୨୪ା୧: ନିୟନ୍ତ୍ରଣରେଖା (ଏଲ୍‌ଓସି)ରୁ ନେଇ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ପର୍ଯ୍ୟନ୍ତ ସବୁଠି ଭାରତ ଶକ୍ତିଶାଳୀ ହେବାରେ ଲାଗିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୀବିତ ଥିଲେ ତାଙ୍କ ପଦାଙ୍କ ଅନୁସରଣ କରି ଏହା ସମ୍ଭବ ହୋଇପାରିଥିବା ଦେଖି ଗର୍ବ ଅନୁଭବ କରିଥାଆନ୍ତେ…

ପୁରୁଣା ନୋଟ୍‌ ବନ୍ଦ ପାଇଁ ଆର୍‌ବିଆଇର ଯୋଜନା!

ନୂଆଦିଲ୍ଲୀ,୨୪ା୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ ଏ ସମ୍ପର୍କରେ ମଧ୍ୟ ଆର୍‌ବିଆଇର ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି। ଦେଶରୁ ଖୁବ୍‌ ଶୀଘ୍ର ପୁରୁଣା ୫ ଟଙ୍କିଆ, ୧୦…

ସୋସିଆଲ ମିଡିଆରୁ ସ୍ବାବଲମ୍ବୀ

ବାରିପଦା ଅଫିସ, ୨୪ା୧-ଆତ୍ମବିଶ୍ୱାସ, ଆନ୍ତରିକତା ଓ କଠିନ ପରିଶ୍ରମ ମାଧ୍ୟମରେ ସ୍ବାବଲମ୍ବୀ ହୋଇପାରଛନ୍ତି ଜଣେ ମହିଳା। ସୋସିଆଲ ମିଡିଆରେ ମନ ପସନ୍ଦର ସାମଗ୍ରୀକୁ ଉପସ୍ଥାପନା କରି ସେ ବେଶ୍‌ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହା ଦ୍ୱାରା ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି…

‘ନେତାଜୀ ପରାକ୍ରମର ପ୍ରତିମୂର୍ତ୍ତି’

କୋଲକାତା,୨୩।୧: ନେତାଜୀ ସୁଭାଷ ପରାକ୍ରମର ପ୍ରତିମୂର୍ତ୍ତି। ଏହି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ଭିକ୍ଟୋରିଆ ମେମୋରିଆଲ ପରିସରରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ବୋଧନ ଦେଇ କଠିନ ପରିସ୍ଥିତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri