Home Middle

୧୫୦ ବର୍ଷର ସୀମା ସଂଘର୍ଷ

ନୂଆଦିଲ୍ଲୀ,୩୧ା୭ : ଉତ୍ତର-ପୂର୍ବର ଆସାମ ଓ ମିଜୋରାମ ମଧ୍ୟରେ ଦେଢ଼ ଶତାବ୍ଦୀ ପୁରୁଣା ସୀମା ବିବାଦ ଜୁଲାଇ ୨୬ରେ ହଠାତ୍‌ ଉଗ୍ରରୂପ ଧାରଣ କରିଥିଲା। ଦୁଇ ପଡ଼ୋଶୀ ରାଜ୍ୟ ମୁହଁାମୁହିଁ ହେବାରୁ ୬ ଆସାମ ପୋଲିସଙ୍କ ଜୀବନ ଯାଇଥିଲା। ମିଜୋରାମ ପୋଲିସର…

ରାଜ୍ୟରେ କମୁଛି ସଂକ୍ରମଣ: ଗତ ୨୪ଘଣ୍ଟାରେ ୧,୫୭୮ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ଗତ କିଛି ଦିନ ହେଲା ଓଡ଼ିଶାରେ କରୋନା ଗ୍ରାଫ୍‌ ତଳ ମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ୨ହଜାର ତଳେ ରହୁଛି। ଇତିମଧ୍ୟରେ ଶୁକ୍ରବାର ରାଜ୍ୟରେ ୧,୫୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି ସଂଖ୍ୟାରେ ସାମାନ୍ୟ…

ଅଗଷ୍ଟ ୯ଯାଏ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ହେଲେ ଅନେକ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଭାସ ଦେଖାଦେଲାଣି। ତେଣୁ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ରାଜ୍ୟରେ ଲକ୍‌ଡାଉନ ଅବଧିକୁ…

ଭାରତକୁ ମିଳିଲା ଚତୁର୍ଥ ଟିକା

ନୂଆଦିଲ୍ଲୀ,୩୦।୭: ଦେଶବାସୀଙ୍କ ପାଇଁ ଖୁସି ଖବର। ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ନା ଟିକାକୁ ମଙ୍ଗଳବାର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ଭାରତରେ ୪ ଟିକାକୁ ଆପତକାଳୀନ ମଞ୍ଜୁରୀ ମିଳିଛି । ଏଥିରେ କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି ସହ…

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଫଳାଫଳ: ୯୯.୩୭% ଉତ୍ତୀର୍ଣ୍ଣ

ନୂଆଦିଲ୍ଲୀ,୩୦।୭: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି। ଏଥର ୯୯.୩୭ ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯.୬୭ ପ୍ରତିଶତ ଛାତ୍ରୀ ଏବଂ ୯୯.୧୭ ପ୍ରତିଶତ ଛାତ୍ର ପାସ୍‌ କରିଛନ୍ତି। ଛାତ୍ରୀଛାତ୍ରମାନେ…

୬୩ ହଜାର ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡ୍ସ ହ୍ରାସ କରାଯାଇଛି। ଏହା ଦ୍ୱାରା ରାଜ୍ୟର ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇପାରିବେ। ତା’ ସହିତ ଉଚ୍ଚ ପ୍ରାଥମିକ…

ନିରାଶ କଲେ ଦୂତି

ଟୋକିଓ,୩୦।୭:ଟୋକିଓ ଅଲିମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟରେ ଓଡ଼ିଶାର ସ୍ପ୍ରିଣ୍ଟ ଦୂତି ଚାନ୍ଦ ନିରାଶ କରିଛନ୍ତି। ୧୦୦ ମିଟର ହିଟ୍‌ରେ ୧୧.୫୪ ସେକେଣ୍ଟରେ ସମାପ୍ତ କରି ସପ୍ତମ ସ୍ଥାନରେ ରହିଥିଲେ ଦୂତି। ସେପଟେ ଭାରତୀୟ ବକ୍ସର ଲୋଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ…

ଲଭଲିନାଙ୍କ ଐତିହାସିକ ବିଜୟ: ଭାରତ ପାଇଁ ପଦକ ପକ୍କା

ଟୋକିଓ,୩୦।୭: ଭାରତୀୟ ବକ୍ସର ଲଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ୬୯ କିଲୋଗ୍ରାମ କ୍ୱାର୍ଟରଫାଇନାଲରେ ଲଭଲିନା ତାଇପେଇର ନିନ ଚିନ ଚେନଙ୍କୁ ପରାସ୍ତ କରିଛନ୍ତି। ଏହା ସହ ଲଭଲିନା ପଦକ ନିଶ୍ଚିତ କରିଛନ୍ତି। ସେ ଦ୍ୱିତୀୟ ମହିଳା…

ଇତିହାସ ରଚିଲେ ଦୀପିକା କୁମାରୀ

କଲମ୍ବୋ,୩୦।୭: ଆଜି ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ। ଶୁକ୍ରବାର ସକାଳୁ ମହିଳା ସିଙ୍ଗଲ୍ସ ତୀରନ୍ଦାଜୀରେ ବିଶ୍ୱର ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୁଷର ପୂର୍ବତନ ବିଶ୍ୱ ଚାମ୍ପିଅନ କେସେନିଆ ପେରୋଭାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପାଞ୍ଚ…

ସକ୍ରିୟ ହେଲା ଲଘୁଚାପ: ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର,୨୯।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହୋଇ ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ଉପରେ ସକ୍ରିୟ ରହିଛି । ୪୮ ଘଣ୍ଟାରେ ଏହା ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି…

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତି

ନୂଆଦିଲ୍ଲୀ,୨୯।୭: ମେଡିକାଲ ପାଠ ପଢା ପାଇଁ ଆଗ୍ରହୀ ଛାତ୍ରୀଛାତ୍ରଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର। ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି ଯେ ଚଳିତ ଶିକ୍ଷାବର୍ଷରୁ ସ୍ନାତକୋତ୍ତର ଏବଂ ସ୍ନାତକୋତ୍ତର ମେଡିକାଲ / ଡେଣ୍ଟାଲ ପାଠ୍ୟକ୍ରମ ପାଇଁ…

ବିଚାରପତିଙ୍କୁ ହତ୍ୟା, ସିଜେଆଇ ଦେଲେ ଆଶ୍ୱାସନା…

ଧାନବାଦ,୨୯।୭: : ଝାଡ଼ଖଣ୍ଡରେ ଅଟୋ ଧକ୍କା କରି ଅତିରିକ୍ତ ଜିଲା ବିଚାରପତି ଉତ୍ତମ ଆନନ୍ଦଙ୍କ ହତ୍ୟା ଘଟଣାରେ ସୁପ୍ରିମ୍‌କୋର୍ଟରେ ଉଦ୍‌ବେଗ ପ୍ରକାଶ ପାଇଛି। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି. ରାମନା କହିଛନ୍ତି ଯେ ସେ ଏ ସମ୍ପର୍କରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?