ଡ୍ରୋନ୍ ଦ୍ୱାରା ହୋଇଛି ଆତଙ୍କବାଦୀ ଆକ୍ରମଣ, ସୂଚନା ଦେଲେ ଜମ୍ମୁ-କଶ୍ମୀର ଡିଜିପି…
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ହୋଇଥିବା ବିସ୍ଫୋରଣରେ ଆତଙ୍କବାଦୀଙ୍କ ହାତ ରହିଛି। ଏସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପି ଦିଲ୍ ବାଗ୍ ସିଂ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ସୀମାପାର ଆତଙ୍କବାଦୀ ସଂଗଠନ ଦ୍ୱାରା ହୋଇଛି। ଡ୍ରୋନ୍ ଦ୍ୱାରା ଆଇଇଡି…
ବିଜେଡିର ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା: ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି
ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସଂଗଠନ ସଜାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ଗତକାଲି ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଆଜି ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି ଦଳ। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ…
ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ବି ଚିନ୍ତା କରି ନ ଥିଲି: ରାଷ୍ଟ୍ରପତି…
ଲକ୍ଷ୍ନୌ/କାନପୁର/ଦେହାତ୍,୨୭।୬: ଦେଶର ସର୍ବୋଚ୍ଚ ପଦବୀ ମିଳିବ ବୋଲି ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି। ରବିବାର ଉତ୍ତରପ୍ରଦେଶ କାନପୁରର ଦେହାତ୍ ଜିଲାର ନିଜ ଜନ୍ମସ୍ଥଳୀ ପରୋଂଖ ଗାଁରେ ଏକ ସଭାରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଭଳି କହିଛନ୍ତି। ସ୍ବପ୍ନରେ…
୩୩ କୋଟି ଲୋକଙ୍କ ମଧ୍ୟରେ ଭାକ୍ସିନ୍କୁ ନେଇ ଏବେ ବି ରହିଛି ଦ୍ୱନ୍ଦ…
ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ୯୪ କୋଟି ଜନସଂଖ୍ୟାଙ୍କୁ ଭାକ୍ସିନ୍ ପ୍ରଦାନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏବେ ମଧ୍ୟ ଦେଶର ୩୩ କୋଟି…
ଜମ୍ମୁ-କଶ୍ମୀରରେ ଲାଗୁ ହୋଇପାରେ ଅନୁଚ୍ଛେଦ ୩୭୧ ! …
ନୂଆଦିଲ୍ଲୀ,୨୭।୬: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ସ୍ଥାନୀୟ ରାଜନୈତିକ ଦଳ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବାର ବର୍ଷେ ୧୦ ମାସ ପରେ ଜୁନ୍ ୨୪ରେ ଜମ୍ମୁ-କଶ୍ମୀର ୮ଟି ରାଜନୈତିକ…
ଭାକ୍ସିନ୍ ନେବାକୁ ଦିଅନି ପଛଘୁଞ୍ଚା, ସଭିଏଁ ନେବା ଅପରିହାର୍ଯ୍ୟ, କହିଲେ ମୋଦି…
ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ଲଢ଼େଇରେ ଭାକ୍ସିନ୍ ଏକ ମାତ୍ର ବିକଳ୍ପ। ତେଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାକ୍ସିନ୍ ନେବାକୁ ପଛଘୁଞ୍ଚା ଦିଅନି ଅବା ମନରେ ଦ୍ୱିଧା ଆଣନ୍ତୁ ନାହିଁ। ସଭିଏଁ ଭାକ୍ସିନ୍ ଡୋଜ୍ ନେବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ବ୍ୟବସ୍ଥା ସତ୍ତ୍ୱେ ରୋକି ହେଉନି ଚୋରି: ଯୋଡ଼ା ଖଣି ଅଞ୍ଚଳରେ ବଢ଼ିଚାଲିଛି ବେଆଇନ ଖଣିଜ ପରିବହନ
ଯୋଡା, ୨୭।୬(ଡି.ଏନ୍.ଏ.): ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଲୁହାପଥର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଚୋରା କାରବାର ମଧ୍ୟ…
ଖୁସି ଖବର, ଜୁଲାଇରେ ସିଙ୍ଗଲ୍ ଡୋଜ୍ ଭାକ୍ସିନ୍ …
ନୂଆଦିଲ୍ଲୀ,୨୭।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସର୍ବାଜନୀକ ଟିକାକରଣ ଅନ୍ତର୍ଗତ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ୍ର ୨ ଡୋଜ୍ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପ୍ରଦାନ କରାଯାଉଛି। ସେହିପରି ରୁଷିଆ ଭାକ୍ସିନ୍…
ରାଫାଲର ନୂଆ ରେକର୍ଡ, ଲଗାତାର ଉଡ଼ିଲା ୧୨ ଘଣ୍ଟା …
ପ୍ୟାରିସ୍/ନୂଆଦିଲ୍ଲୀ,୨୭।୬: ଫ୍ରାନ୍ସ୍ ଯୁଦ୍ଧ ବିମାନ ରାଫାଲ ଲଗାତାର ୧୨ ଘଣ୍ଟା ଉଡ଼ି ଏକ ନୂଆ ରେକର୍ଡ କରିଛି। ଏହି ସମୟ ମଧ୍ୟରେ ରାଫାଲ ୧୭ ହଜାର କିଲୋମିଟର ଅତିକ୍ରମ କରିଛି। ପ୍ରଶାନ୍ତ ମହାସାଗର ସ୍ଥିତ ଏୟାର ବେସ୍ ଅଭିମୁଖେ ଯାତ୍ରା ସମୟରେ…
ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍ ଦ୍ୱାରା ବିସ୍ଫୋରଣ…
ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଶନିବାର-ରବିବାର ବିଳମ୍ବିତ ରାତ୍ରରେ ବିସ୍ଫୋରଣ ଘଟିଛି। ରାତ୍ର ୧ଟା ୩୭ରେ ଏବଂ ୧ଟା ୪୨ରେ ୫ ମିନିଟ୍ ମଧ୍ୟରେ ୨ ଥର ବିସ୍ଫୋରଣ ଘଟିଥିବା ଏୟାରଫୋର୍ସ ଷ୍ଟେଶନ ପକ୍ଷରୁ ସୂଚନା ଦିଆଯାଇଛି। ୨ ଡ୍ରୋନ୍କୁ ବିସ୍ଫୋରଣ…
ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ,୨୭।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୫୦ ହଜାର ଟପିଛି। ଜୁନ୍ ୨୫ରେ ନୂଆ ଆକ୍ରାନ୍ତଙ୍କ…
ସ୍ଥାନ ପାଇପାରନ୍ତି ୨୭ ନୂଆ ମନ୍ତ୍ରୀ
ନୂଆଦିଲ୍ଲୀ, ୨୭।୬(ଆଇଏଏନ୍ଏସ୍): ଜମ୍ମୁ-କଶ୍ମୀର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ପୁଣିଥରେ ଜୋର୍ ଧରିଛି। ଖୁବ୍ଶୀଘ୍ର ସମ୍ପ୍ରସାରଣ ହେବାକୁ ଥିବା କ୍ୟାବିନେଟରେ ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ସୁଶୀଲ ମୋଦି,…
Archives


